Latest Odisha News

BREAKING NEWS

Browsing Category

କଟକ

Cuttack

ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ଗାଡି଼, ୪ ଆହତ

ବ୍ରହ୍ମପୁର: ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କୁ ନେଇ ଯାଉଥିବା ଗାଡି ସୋମବାର ଖୋର୍ଦ୍ଧା ଜିଲ୍ଲାର ବଡପୋଖରିଆ ଅଞ୍ଚଳରେ ଏକ ଅଟୋରିକ୍ସାକୁ ଧକ୍କା ଦେଇଛି। ଫଳରେ ୪ ଜଣ ଆହତ ହୋଇଛନ୍ତି। ସୂଚନାନୁସାରେ, ୧୬ ନଂ ଜାତୀୟ ରାଜପଥର ବଡପୋଖରିଆ ଛକ ନିକଟରେ ଏସୟୁଭି ଅଟୋରିକ୍ସାକୁ ଧକ୍କା ଦେଇଥିଲେ…

ଶେଷ ହେଲା ଐତିହାସିକ କଟକ ବାଲିଯାତ୍ରା, ୯ ଦିନରେ ୨୫୦ କୋଟି ଟଙ୍କାର ବ୍ୟବସାୟ

କଟକ: ଶାନ୍ତ ହୋଇଛି ମହାନଦୀ ପଠା। ଧିମେଇ ଯାଇଛି ରଙ୍ଗ ବେରଙ୍ଗ ଆଲୋକ ସଜ୍ଜା ସାଙ୍ଗକୁ କୋଳାହଳ। ଭିଡ କମିଛି ଆଉ ଘରବହୁଡା ସାଜିଛନ୍ତି ବ୍ୟବସାୟୀ। ଐତିହାସିକ କଟକ ବାଲିଯାତ୍ରା ସରିବା ପରେ ୯ ଦିନର କୋଳାହଳ ଶାନ୍ତ ପଡ଼ିଛି। ବାଲିଯାତ୍ରା ପଡ଼ିଆରେ ଦୋକାନ ଲଗାଇଥିବା ବ୍ୟବସାୟୀ ଘର ବାହୁଡ଼ା…

ଖୋଲିଲା ରହସ୍ୟ, ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଆସିଛନ୍ତି ଯୁବତୀ ଜଣଙ୍କ

କଟକ: ଖୋଲିଲା ବାଂଲାଦେଶରୁ ଓଡ଼ିଶାକୁ ଯୁବତୀ ଚାଲାଣର ରହସ୍ୟ । କଟକରୁ ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛନ୍ତି ଡିସିପି । ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଯୁବତୀ ଜଣଙ୍କ ଆସିଛନ୍ତି ବୋଲି କହିଛନ୍ତି ଡିସିପି । ତେବେ ଏନେଇ ବାଂଲାଦେଶ ଏମ୍ବାସୀକୁ ସରକାରୀ ସ୍ତରରେ ଜଣାଯିବ ।…

ଖାତାକୁ ଗଲା ସୁଭଦ୍ରାର ତୃତୀୟ ଦଫା ଟଙ୍କା

ସୁନ୍ଦରଗଡ: ପୁଣି ଖାତାକୁ ଗଲା ସୁଭଦ୍ରାର କିସ୍ତି । ବାଦ୍ ପଡିଥିବା ଯୋଗ୍ୟ ଆଉ ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଆଜି ୫ ହଜାର ଟଙ୍କା ସୁଭଦ୍ରା ଟଙ୍କା ଚଢିଛି । ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଆକାଉଣ୍ଟକୁ ସୁନ୍ଦରଗଡରେ ଆୟୋଜିତ…

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ପୁରୀ: ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି କାମ ସରିବା ସହ ସରିବ ଗଣତି ମଣତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜିପିଏସ୍ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ନେଇ ସ୍ପଷ୍ଟ ହୋଇଛି । ସେହିପରି ଧାତବ ଦ୍ରବ୍ୟ ଥିବା ନେଇ ଯେଉଁ ପରିକଳ୍ପନା…

ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର

କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ…

କଟକ ବାଲିଯାତ୍ରାରେ ପୁଣି ଅଘଟଣ: ଷଣ୍ଢ ଆକ୍ରମଣରେ ୨ ଯୁବତୀ ଆହତ

କଟକ  :  ପୁଣି ଐତିହାସିକ କଟକ ବାଲିଯାତ୍ରାରେ ଅଘଟଣ। କଟକ ବାଲିଯାତ୍ରା ତଳ ପଡ଼ିଆରେ ଅଘଟଣ ହୋଇଛି। ଷଣ୍ଢ ଆକ୍ରମଣରେ ଦୁଇ ଯୁବତୀ ଆହତ। ଭାରତ ମସଲା ଷ୍ଟଲ୍ ନିକଟରେ ଷଣ୍ଢ ଲଢେଇ ଚାଲିଥିବାବେଳେ ହଠାତ୍ ସେଠାରେ ଉପସ୍ଥିତ ଥିବା ଯୁବତୀ ମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଆହତ ମାନେ ହେଲେ…

ବେଆଇନ ହର୍ଣ୍ଣ ବିରୋଧରେ ଏସଟିଏର କଡ଼ା ଚେକିଂ, ଶତାଧିକ ଅମାନିଆଙ୍କ କଟିଲା ଚାଲାଣ

କଟକ/ଭୁବନେଶ୍ୱର: ଅମାନିଆ ଗାଡି ଚାଳକଙ୍କୁ ସାବାଡ କରିଛି ପରିବହନ ବିଭାଗ। ବେଆଇନ ହର୍ଣ୍ଣ ବିରୋଧରେ ରାଜ୍ୟବ୍ୟାପୀ ଏନଫୋର୍ସମେଣ୍ଟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ଆୟୁକ୍ତ ଅମିତାଭ ଠାକୁର । ମୋଟର ଯାନରେ ବିକଟାଳ ଶବ୍ଦଯୁକ୍ତ ପ୍ରେସର ହର୍ଣ୍ଣ ଓ ମଲ୍ଟିଟୋନ୍ ହର୍ଣ୍ଣ…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, ଥାନାରେ ଏତଲା

କଟକ : ପୁଣି ଓଡିଆ ଫିଲ୍ମ ଜଗତରେ ନୂଆ ମୋଡ। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ।  ବବି ଇସଲାମଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସେ କଟକ ଦରଘାବଜାର ଥାନାରେ ଏତଲା ଦେଇଛନ୍ତି। ଏତଲାରେ ଅନୁଯାୟୀ, ୧୯ ତାରିଖ (ଗତକାଲି) ରାତି ୮ଟା ବେଳେ ହ୍ୱାଟ୍‌ସ…