Latest Odisha News

BREAKING NEWS

Browsing Category

କଟକ

Cuttack

ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା କନଷ୍ଟେବଳଙ୍କୁ ଭେଟିଲେ ଡିଜିପି

କଟକ: ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବୁର୍ଲା ଥାନାର କନଷ୍ଟେବଳ ସରୋଜ ଭୋଇଙ୍କୁ ଏସସିବି ମେଡିକାଲରେ ଭେଟିଛନ୍ତି ଡିଜିପି ଯୋଗେଶ ବାହାଦୂର ଖୁରାନିଆ। ତାଙ୍କୁ ଚିକିତ୍ସା କରୁଥିବା ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ବିଭୁତି ଭୁଷଣ…

ମିଳିଲା ମହାନଦୀରେ ବୁଡ଼ି ଯାଇଥିବା ଛାତ୍ରଙ୍କ ମୃତଦେହ

ଜଗତପୁର: ଗତକାଲି ମହାନଦୀରେ ବୁଡ଼ି ଯାଇଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। କଟକର ଜଗତପୁର ବାଲିସାହି ନିକଟରେ ଗତକାଲି ଗାଧୋଇବାକୁ ଯାଇ ଦୁଇ ଛାତ୍ର ନିଖୋଜ ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଗତକାଲି ଆର୍ଯ୍ୟନ ନାୟକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ମନୋରଞ୍ଜନ…

ଏଥର ଫିକା ପଡିବ କଟକର ରାବଣପୋଡି

କଟକ: ଏଥର ଫିକା ପଡିବ ରାବଣ ପୋଡି । କଟକରେ ରାବଣ ପୋଡିରେ ହେବନି ବାଣ ପ୍ରତିଯୋଗିତା । ତାଗିଦ୍ କଲେ ହାଇକୋର୍ଟ । ସୁରୁଖୁରୁରେ କିପରି ରାବଣପୋଡି ଉତ୍ସବ ହେବ ତାହା ଉପରେ ଗୁରୁତ୍ବାରୋପ କରିଛନ୍ତି ହାଇକୋର୍ଟ । କେବଳ ରଙ୍ଗୀନ ବାଣ, ଯାହା ପରିବେଶ ପ୍ରତିକୂଳ ହୋଇଥିବା ସେଭଳି ବାଣ ବ୍ୟବହାର…

ମହାନଦୀରେ ବୁଡ଼ି ୨ ଛାତ୍ର ନିଖୋଜ; ଗାଧୋଇବାକୁ ଯାଇଥିଲେ ୧୧ ଛାତ୍ର

ଜଗତପୁର: କଟକର ଜଗତପୁର ଅନ୍ତର୍ଗତ ବାଲିସାହି ନିକଟ ମହାନଦୀରେ ଆଜି ଦୁଇ ଜଣ ଛାତ୍ର ବୁଡ଼ି ଯାଇଛନ୍ତି। ଦୁଇଜଣ ନିଖୋଜ ଅଛନ୍ତି। ଜଣଙ୍କ ନାଁ ଆର୍ଯ୍ୟନ ନାୟକ ହୋଇଥିବା ବେଳେ ଆଉ ଜଣେ ମନୋରଞ୍ଜନ ବେହେରା। ଦୁଇ ଜଣ ଛାତ୍ର ବ୍ୟାରେଜ କଲୋନୀ ଅଞ୍ଚଳର ହୋଇଥିବା ବେଳେ ରାଜକିଶୋର ବିଦ୍ୟାପୀଠରେ ଅଷ୍ଟମ…

ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ ଜେନାଙ୍କୁ କ୍ଲିନ୍‌ଚିଟ୍‌

କଟକ: ମାହାଙ୍ଗା ଡବଲ ମର୍ଡର ମାମଲା l ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କ୍ଲିନ୍‌ଚିଟ୍‌ l ପ୍ରତାପଙ୍କ ନାଁରେ ତଳକୋର୍ଟ ମାମଲାକୁ ଖାରଜ କଲେ ହାଇକୋର୍ଟ l ତଳକୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଯାଇଥିଲେ ପ୍ରତାପ ଜେନା l ମାହାଙ୍ଗା ଡବଲ ମର୍ଡର ମାମଲାରେ ୧୩ ନମ୍ବର ମୁଦାଲା ଥିଲେ ପ୍ରତାପ…

ଜୀବନ ନେଲା ଆଶ୍ରା: ଜନ୍ମଦାତ୍ରୀକୁ ଗଳା କାଟି ହତ୍ୟା

କଟକ: ମାଆର ଜୀବନ ନେଇଗଲେ ନରହନ୍ତା ପୁଅ । ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଫେରାର ପୁଅ । ଆଜି ଏମିତି କିଛି ଅଭାବନୀୟ ଘଟଣା ଘଟିଛି କଟକ ମହାନଦୀ ବିହାରରେ । ମହାନଦୀ ବିହାର ସ୍ଥିତ ଏକ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମହିଳାଙ୍କ ମୃତ ଦେହ । ମହିଳାଙ୍କ ଦୁଇ ନୃଶଂସ…

ନଭେମ୍ବର ୧୫ରୁ ଐତିହାସିକ ବାଲିଯାତ୍ରା: ପ୍ରଥମ ଥର ପାଇଁ ହେବ ଗ୍ରୀନ କରିଡରର ବ୍ୟବସ୍ଥା

କଟକ: ନଭେମ୍ବର ୧୫ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ୍ ସିନ୍ଧେ । ତେବେ ଚଳିତ ବର୍ଷ କେତେଦିନ ବାଲିଯାତ୍ରା ହେବ ସେନେଇ ଏବେ କୌଣସି ନିଷ୍ପତ୍ତି ନିଆଯାଇନି । ପରବର୍ତ୍ତୀ ବୈଠକରେ ବାଲିଯାତ୍ରା ଦିନ ଧାର୍ଯ୍ୟ ଉପରେ…

ଏଥର ଦୁର୍ଗାପୂଜାରେ ମଦମୁକ୍ତ ଭସାଣି, ଡିଜେ ମୁକ୍ତ ରୋଷଣି

କଟକ: ଫିକା ପଡିବ ଦୁର୍ଗାପୂଜା ଭସାଣି । ଦୁର୍ଗାପୂଜା ଭସାଣିରେ ଡିଜେ ବାରଣ । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କମିଶନରେଟ ପୋଲିସ । ଏଥର ଅକ୍ଟୋବର ୧୪ ତାରିଖରେ ପଡୁଛି ଭସାଣି । ଭସାଣିରେ ଡିଜେ ବଜେଇବାକୁ ବାରଣ କରିଛି ପୋଲିସ । ତେବେ ଭସାଣି…

ଖୁସି ଖବର: ମା ହେଲା ସିଂହୀ ବିଜଲୀ

କଟକ: ଖୁସି ପରେ ଖୁସି l ପୁଣି ନନ୍ଦନକାନନରୁ ଆସିଲା ଖୁସି ଖବର l ମା ହେଲା ସିଂହୀ ବିଜଲୀ। ଆଜି ସିଂହୀ ବିଜଲୀ ୫ଟି ସାବକ ଜନ୍ମ ଦେଇଥିବା ସୂଚନା ମିଳିଛି l ବିଜଲୀ ୫ଟି ସାବକ ଜନ୍ମ ହେବା ପରେ ନନ୍ଦନକାନନରେ ସିଂହ ସଂଖ୍ୟା ୨୬କୁ ବୃଦ୍ଧି ଘଟିଛି । ଉଭୟ ମା ଓ ଶାବକ ପ୍ରାଣୀ ଉଦ୍ୟାନ…

ମାହାଙ୍ଗା ଡବଲ ମର୍ଡର ମାମଲା: ବିଜେଡି ନେତା ପ୍ରତାପ ଜେନା ୧୩ ନମ୍ବର ମୁଦାଲା

କଟକ: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରତାପ ଜେନା ଥିଲେ ୧୩ ନମ୍ବର ମୁଦାଲା l ଏତଲାରେ ପ୍ରତାପଙ୍କ ନାଁ ରଖିଥିଲେ ମୃତ କୁଳମଣିଙ୍କ ପୁଅ ରମାକାନ୍ତ l ପୋଲିସ ଚାର୍ଜସିଟ୍‌ରେ ପ୍ରତାପଙ୍କ ନାଁ ନରଖିବାରୁ କୋର୍ଟରେ ଅପିଲ୍‌ ହୋଇଥିଲା l ପରେ…