Latest Odisha News

BREAKING NEWS

Browsing Category

କଟକ

Cuttack

ବୋର୍ଡ ଅଫିସ ଆଗରେ ଧାରଣା ଦେଲେ ଓଟିଇଟି ପରୀକ୍ଷାର୍ଥୀ

କଟକ: ବୋର୍ଡ ଅଫିସ ଆଗରେ ଧାରଣାରେ ବସିଲେ ଓଟିଇଟି ପରୀକ୍ଷାର୍ଥୀ । ଦାବି କଲେ ଗ୍ରେସ ମାର୍କ । ଚଳିତ ଓଟିଇଟି ପରୀକ୍ଷାରେ ଉପୁଜିଥିବା ସମସ୍ୟାକୁ ନେଇ ଆଜି କଟକ ବୋର୍ଡ ଅଫିସ ଆଗରେ ଓଟିଇଟି ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ନାରାବାଜି କରିଛନ୍ତି । ବିଭିନ୍ନ ଜିଲ୍ଲାରୁ…

ଗଣେଶ ମୂର୍ତ୍ତି ବିକୃତ କରି ତିଆରି କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

କଟକ: ଆସୁଛନ୍ତି ବିଘ୍ନହର୍ତ୍ତା । ସଜେଇ ହେଲାଣି ମଣ୍ଡପ । ବପ୍ପାଙ୍କ ସ୍ବାଗତ ପାଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏହାରି ଭିତରେ ଗଣେଶ ମୂର୍ତ୍ତି କାରିଗରମାନଙ୍କୁ ତାଗିଦ କରିଛନ୍ତି ପୋଲିସ୍ କମିଶନର ।  ଗଣେଶ ବିକୃତ ମୂର୍ତ୍ତି ନିର୍ମାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । କଟକରେ ଗଣେଶ…

ଏସସିବିରେ ୨ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ରିପୋର୍ଟ ପ୍ରସ୍ତୁତ

କଟକ: ଏସସିବିରେ ୨ ମହିଳାଙ୍କୁ ସିନିଅର ରେସିଡେଣ୍ଟ ଡାକ୍ତରଙ୍କ ଦୁଷ୍କର୍ମ ଘଟଣାର ରିପୋର୍ଟ ପ୍ରସ୍ତୁତ ସରିଛି। ଏନେଇ ସୂଚନା ଦେଇଛନ୍ତି ଏସସିବି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ ମିଶ୍ର । ତେବେ ରିପୋର୍ଟରେ ଯାହା ଅଛି, ତାହା ରାଜ୍ୟ ସରକାର ହିଁ ଜଣାଇବେ ବୋଲି କହିଛନ୍ତି ଡାକ୍ତର ସନ୍ତୋଷ…

ଏସସିବି ଲଜ୍ଜା: ଗିରଫ ହେଲେ ଡାକ୍ତର ଅଭିଯୁକ୍ତ

କଟକ: ଏସସିବିରେ ରୋଗୀଙ୍କୁ ଜଣେ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲା ସ୍ବାସ୍ଥ୍ୟ ବିଭାଗ । କମିଟିରେ ଡିଏମଇଟି ସନ୍ତୋଷ ମିଶ୍ର, ଏସସିବି ଅଧୀକ୍ଷକ ସୁଧାଂଶୁ ମିଶ୍ର, ଯୁଗ୍ମ ଡିଏମଇଟି ରୋମା ରତନ ରହିଛନ୍ତି । ସେପଟେ ଏହି ଘଟଣାର ଅଭିଯୁକ୍ତ ଡାକ୍ତର ଠାକୁର…

ଏସସିବିରେ ଅଘଟଣ: ୩ ଶ୍ରମିକ ଆହତ

କଟକ: କଟକ ଏସସିବି ମେଡିକାଲରେ ଘଟିଛି ବଡ ଅଘଟଣ । ମେଡିକାଲ ସଂପ୍ରସାରିତ ପାଇଁ ଚାଲିଥିବା ନିର୍ମାଣ କାର୍ଯ୍ୟରେ ଏକ କ୍ରେନ୍ ଖସିପଡିଛି । ଯେଉଁଥିରେ ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସଙ୍ଗେ ସଙ୍ଗେ ମେଡିକାଲର କାଜୁଆଲଟି ବିଭାଗରେ ଭର୍ତ୍ତି କରାଯାଇଛି । ମିଳିଥିବା…

ଟିଟ୍ ଫର ଟାଟ୍ , ଆଳୁ ନେଇ ପଶ୍ଚିମବଙ୍ଗ ଉପରେ ତାତିଲା ଓଡିଶା

କଟକ: ରାଜ୍ୟରେ ଏବେ ତାତିଛି ଆଳୁ ବଜାର । କିଲୋ ପିଛା କେଉଁଠି ୪୫,୫୦ରେ ବିକ୍ରି ହେଉଥିବା ବେଳେ ଆଉ କେଉଁଠି ୬୦ ଛୁଇଁଛି । ସେପଟେ ସରକାରଙ୍କ ସମସ୍ତ ପ୍ରଚେଷ୍ଟା ପରେ ବି ପଶ୍ଚିମବଙ୍ଗ ଆଳୁ ଗାଡି ଛାଡିବାକୁ ନାରାଜ । ଗତକାଲି ଏମିତି ବି ପରିସ୍ଥିତି ଦେଖିବାକୁ ମିଳିଥିଲା ଯେ, ଓଡିଶାକୁ…

ବନ୍ଧା ହେଲେ ମାଲାମାଲ୍ ବିଡିଓ

କଟକ: ବିଡିଓଙ୍କ ସମ୍ପତ୍ତିର ଲାଗିଥିଲା ଲମ୍ବା ଲାଇନ । ଶେଷରେ ବାନ୍ଧିଲା ଭିଜିଲାନ୍ସ । ଆଜି ବିଡିଓଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ଅର୍ଥାତ୍ ଗତକାଲି ଭିଜିଲାନ୍ସର ୮ ଜଣିଆ ଟିମ୍ ବିଡିଓ ବାବୁଙ୍କ ମୋଟ ୮ଟି ସ୍ଥାନରେ ଚଢାଉ ଆରମ୍ଭ କରିଥିଲା…

ନୟାଗଡ଼ ନିର୍ବାଚନ ଅନିୟମିତତା ମାମଲାରେ ଅରୁଣ ସାହୁଙ୍କୁ ନୋଟିସ୍

କଟକ: ନୟାଗଡ଼ ନିର୍ବାଚନ ଅନିୟମିତତା ମାମଲାରେ ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ନୋଟିସ୍ l ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ l ନାମାଙ୍କନ ସତ୍ୟପାଠରେ ଅରୁଣ ତଥ୍ୟ ଲୁଚାଇଥିବା ନେଇ ନିର୍ବାଚନ ବେଳେ ଅଭିଯୋଗ ହୋଇଥିଲା l ସୂଚନା ଅନୁସାରେ, ଚଳିତ ବର୍ଷ ହୋଇଥିବା…

ମାଉସୀ ନେଇଗଲା ଝିଆରୀର ପୁଅ

ଆଠଗଡ଼: ଖୁଣ୍ଟୁଣୀ ମେଡିକାଲ୍‌ ପରିସରରୁ ଶିଶୁପୁତ୍ର ଚୋରି l ଝିଆରୀର ୪ ମାସର ପୁଅକୁ ସମ୍ପର୍କୀୟ ମାଉସୀ ନେଇ ଯାଇଥିବା ଅଭିଯୋଗ l ଆଜି ଢେଙ୍କାନାଳର ପିଙ୍ଗୁଆ ଅଞ୍ଚଳରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି ପୋଲିସ l ସମ୍ପର୍କୀୟ ମାଉସୀ ସହ ଅନ୍ୟ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ l…

ମହାନଦୀରେ ପହଞ୍ଚିଲା ବର୍ଷର ପ୍ରଥମ ବନ୍ୟାଜଳ, ଆତଙ୍କିତ ଲୋକେ

କଟକ: କଟକ ମୁଣ୍ଡଳିରେ ପହଞ୍ଚିଲା ବର୍ଷର ପ୍ରଥମ ବନ୍ୟାଜଳ । ଫଳରେ ମହାନଦୀ ସହ ଅନ୍ୟ ଶାଖା ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସେପଟେ ବାଲେଶ୍ୱର ମାଥାନୀଠାରେ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ବରମୂଳଠାରେ ଏହା ସ୍ଥିର ରହିଛି । ତେବେ ରାଜ୍ୟରେ ବନ୍ୟା…