Latest Odisha News

BREAKING NEWS

Browsing Category

ଯାଜପୁର

Jajpur

କଳିଙ୍ଗନଗର ଗୁଳିକାଣ୍ଡକୁ ୧୮ ବର୍ଷ

ଯାଜପୁର; ଯାଜପୁର ଜିଲ୍ଲା କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆଜି ପୁରିଛି ୧୮ ବର୍ଷ। ଶହୀଦ ଆଦିବାସୀଙ୍କ ସ୍ମୃତିରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ଶହୀଦ ଦିବସ ପାଳନ କରାଯାଉଛି। ଏଥିପାଇଁ ଜନମଞ୍ଚ ପକ୍ଷରୁ ସ୍ମୃତୁ ସ୍ତମ୍ଭ ନିକଟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସ୍ମୃତି ସ୍ତମ୍ଭ ନିକଟରେ…

ପୁରୀ ପରିକ୍ରମା ପ୍ରକଳ୍ପ: କରାଗଲା କ୍ଷେତ୍ରେଶ୍ୱରୀ ମା ବିରଜା ଓ ବରାହଙ୍କୁ ନିମନ୍ତ୍ରଣ

ଯାଜପୁର: ଆସନ୍ତା ୧୭ ତାରିଖ ଦିନ ପୁରୀ ଶ୍ରୀମନ୍ଦିର ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ହେବାକୁ ଥିବା ବେଳେ ଦେଶର ବିଭିନ୍ନ ମନ୍ଦିର ମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଉଛି । ଆଜି ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିର ପରିସରରେ ଶ୍ରୀ ମନ୍ଦିର ପରିକ୍ରମା…

ଉଦଯାପିତ ହେଲା ନାରୀ ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଯାଜପୁର: ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ଜାଫରପୁର ସ୍ଥିତ ନାରୀ ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତ ଦୁଇ ଦିନ ଧରି ଚାଲିଥିବା ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ ହୋଇ ଯାଇଛି। ଝାଟି ମାଟି ଘରୁ ଆରମ୍ଭ ହୋଇ ଆଜି 5ଟି ରୂପାନ୍ତରିତରେ ପରିଣତ ହୋଇଥିବା ଏହି ବିଦ୍ୟାଳୟର ବହୁ ପୁରାତନ…

ଘରୋଇ ନର୍ସିଂ ହୋମରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଯାଜପୁର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଚାଲିଗଲା ମହିଳାଙ୍କ ଜୀବନ l ନର୍ସିଂହୋମ ଘେରିଲେ ପରିବାର ଲୋକେ । ଯାଜପୁର ମାନସାପୋଲ ନିକଟରେ ଓମ ସାଇ ନର୍ସିଂହୋମରେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି l ମୃତ ମହିଳା ହେଲେ ଯାଜପୁର ଥାନା…

ଓଡିଶାରେ କାଶ୍ମୀର ଆତଙ୍କୀ ! ୨୦୧୮ରୁ ରହୁଥିଲା ବୁଖାରୀ

ଯାଜପୁର:  କ୍ରାଇମବ୍ରାଞ୍ଚ ଏସଟିଏଫ୍ କବଜାରେ କାଶ୍ମୀରର ସନ୍ଦିଗ୍ଧ ଆତଙ୍କୀ । ଯାଜପୁର ଧର୍ମଶାଳାରୁ ସୟଦ ଇଶାନ ବୁଖାରୀକୁ ଏସଟିଏଫ୍ ଗିରଫ କରିଛି । ଠକେଇ ଏବଂ ଦେଶ ବିରୋଧୀ ତତ୍ତ୍ବ ସହ ଲିଙ୍କ୍ ଅଭିଯୋଗରେ ଗିରଫ କରାଯାଇଛି । ଅଭିଯୁକ୍ତଠାରୁ ୧୦୦ରୁ ଉର୍ଦ୍ଧ୍ବ ଡକ୍ୟୁମେଣ୍ଟ ଜବତ କରାଯାଇଛି ।…

ପିହୁ ନିଖୋଜ ଘଟଣାର ତଦନ୍ତ ନେଇ ମିଳିଲା ପ୍ରତିଶୃତି, ଆମରଣ ଅନଶନରୁ ଓହରିଲେ ମୋନାଲିସା

ଯାଜପୁର: ଆମରଣ ଅନଶନରୁ ଓହରିଲେ ପିହୁର ମା ମୋନାଲିସା ନାୟକ । ନିଖୋଜ ପିହୁକୁ ଖୋଜିବାରେ  ଜିଲ୍ଲା ପୋଲିସ ସହ ରାଜ୍ୟ ସରକାର ଆନ୍ତରିକତା ଦେଖାଉ ନଥିବା ଅଭିଯୋଗ କରି ଗତ କାଲି ଠାରୁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେଇଥିଲେ ମୋନାଲିସା । ତେବେ ଘଟଣାର ତଦନ୍ତ ନେଇ…

ଅନ୍ଧବିଶ୍ବାସର ଅନ୍ଧଗଳିରେ ହଜିଛି ସମାଜ, ମନକୁ ମନ ଜଳିଯାଉଛି ଘର, ଗୁଣି ଗାରେଡି ସନ୍ଦେହ

ଯାଜପୁର: ବିଜ୍ଞାନ ଯେତେ ଆଗଉ ନା କାହିଁକି ଆଜି ବି ଅନ୍ଧବିଶ୍ବାସର ଅନ୍ଧଗଳିରେ ରହିଛି ସମାଜ । ଯାଜପୁର ବ୍ଲକ ଗୋବିନ୍ଦପୁର ଗାଁରେ ଗତ କିଛି ଦିନ ହେଲା ଘଟୁଛି ଆକସ୍ମିକ ଘଟଣା । ଚାହୁଁ ଚାହୁଁ ଲାଗି ଯାଉଛି ନିଆଁ । ଘରର କବାଟ ,ଝରକା ଠାରୁ ଆରମ୍ଭ କରି ଚେୟାର ଓ ଅନ୍ୟାନ୍ୟ ଆସବାବପତ୍ର ରେ…

ନ୍ୟାୟ ଅପେକ୍ଷାରେ ହତଭାଗିନୀ ମାଆ

ଯାଜପୁର: ବାରମ୍ବାର ଦାବି ପରେ ବି ମିଳିଲାନି ନ୍ୟାୟ  । ବାଧ୍ୟ ହୋଇ ପୁର୍ନବାର ଆମରଣ ଅନଶନରେ ବସିଲେ ଜଣେ ହତଭାଗିନୀ ମାଆ  । ଆମେ କହୁଛୁ ବହୁ ଚର୍ଚ୍ଚିତ ନିଖୋଜ ଶିଶୁ ପିହୁର କଥା  । ୨୦୨୦ ମସିହା ଅଗଷ୍ଟ ୯ ତାରିଖ  । ଏହାରି ମଧ୍ୟରେ ଘଟଣାକୁ ୩ ବର୍ଷ ବିତିଯାଇଛି । ହେଲେ ଏବେ ଯାଏ ପିହୁର…

ଓମକୁ ବଞ୍ଚାଇଦେଲା ଉପସ୍ଥିତ ବୁଦ୍ଧି

ଯାଜପୁର : ବୁଦ୍ଧି ଥିଲେ ଉପାୟ ଆପେ ଆସେ  । ଅସୁବିଧା ସମୟରେ ଉପସ୍ଥିତ ବୁଦ୍ଧି ଆମକୁ ବଡ ବିପତ୍ତିରୁ ରକ୍ଷା କରିଥାଏ  । ସେମିତି କିଛି ଘଟଣା ଘଟିଛି ଓମ୍ ସହିତ  । ନିଜର ଉପସ୍ଥିତ ବୁଦ୍ଧି ଆଜି ଓମକୁ ଦୁର୍ବୁତ୍ତ ମାନଙ୍କ କବଳରୁ ରକ୍ଷା କରିଛି । ଓମ୍ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା…

କାହିଁକି ଜେଲରେ ଆତ୍ମହତ୍ୟା କଲେ ବିଚାରଧୀନ କଏଦୀ ? କାରଣ ଖୋଜୁଛି ପୋଲିସ

ଯାଜପୁର: ରଗଡି ସବଜେଲରେ ବିଚାରଧୀନ କଏଦୀ ଙ୍କ ଆତ୍ମହତ୍ୟା। ସୂଚନା ମୁତାବକ ଆଜି ସକାଳ ପ୍ରାୟ ୧୧ଟା ବେଳେ  ଜେଲ ଭିତରେ ଥିବା ନିର୍ମାଣଧୀନ ଗୃହ ମଧ୍ୟରେ କଏଦୀ ଜଣକ ଏକ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସୁରକ୍ଷା କର୍ମୀ ଙ୍କ ସହାୟତା ରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର…