Latest Odisha News

BREAKING NEWS

Browsing Category

ଓଡିଶା

Odisha

ଉଛୁଳୁଛି ହୀରାକୁଦ ଜଳଭଣ୍ଡାର, କ୍ରାଷ୍ଟ ଗେଟ୍ ଦେଇ ଲିକ୍ ହେଉଛି ପାଣି

ସମ୍ବଲପୁର: ଲିକ୍ ହେଉଛି ପାଣି । ଉଛୁଳୁଛି ହୀରାକୁଦ। ହୀରାକୁଦର କ୍ରାଷ୍ଟ ଗେଟ୍ ଦେଇ ପାଣି ଲିକ୍‌ ହେଉଥିବା ନେଇ ସୂଚନା ମିଳିଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୩୦ଫୁଟ ଥିବା ବେଳେ ସମସ୍ତ ଗେଟ୍ ବନ୍ଦ ରଖିଛନ୍ତି ହୀରାକୁଦ କତ୍ତୃପକ୍ଷ । ସେପଟେ ଉପରମୁଣ୍ଡରୁ ୪୧ ହଜାର କ୍ୟୁସେକ୍…

ବାବା ଧବଳେଶ୍ବରଙ୍କ ପୀଠରେ କାର୍ତ୍ତିକ ବ୍ରତ ଏବଂ ବଡଓଷା ପାଇଁ ପ୍ରସ୍ତୁତି ଆରମ୍ଭ

କଟକ: କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ଵର ପୀଠରେ ଚଳିତ କର୍ତ୍ତିକ ମାସ ପୂଜା ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଚଳିତମାସ ୧୮ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଛି । ଏହା ଏକ ମାସ ଧରି ଚାଲିବାକୁ ଥିବା ବେଳେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିବ । ଏହାକୁ…

ପୂଜା ପେଣ୍ଡାଲରେ ଆଦୌ ବ୍ୟବହାର ହେବନି ପ୍ଲାଷ୍ଟିକ: ମେୟର

ଭୁବନେଶ୍ବର: ଆଜିଠୁ ପୀଠରେ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଯାଇଥିବାବେଳେ, ମଣ୍ଡପ ଗୁଡିକରେ ପୂଜା ପାଇଁ ଜୋରଦାର ଚାଲିଛି ସାଜସଜ୍ଜା । କମିଟି ଅଧ୍ୟକ୍ଷ ମାନେ ନିଜ ମଣ୍ଡପକୁ ଆକର୍ଷଣୀୟ ଓ ମନୋରମ କରିବାକୁ ବିଭିନ୍ନ ପ୍ରକାର ଢଙ୍ଗରେ ସଜାଇ ଚାଲିଛନ୍ତି । ଭୁବନେଶ୍ୱରରେ ଯେପରି ପୂଜା ଅବସରରେ…

କିଏ ଅସଲି….କିଏ ନକଲି….ଜାଣିବା ମୁସ୍କିଲ୍

ଜଗତସିଂପୁର: ବିଜ୍ଞାନ କହେ ସମାନ ଚେହେରା ଥିବା କାଳେ ୭ ଜଣ ମନୁଷ୍ୟ ଏ ଦୁନିଆରେ ଅଛନ୍ତି । ସେମାନଙ୍କ ଗଢଣ ଏକାଭଳି । ସେମାନଙ୍କ ସହ ଆପଣଙ୍କର କିଛି ସଂପର୍କ ଥାଉ କି ନଥାଉ କିନ୍ତୁ ସେମାନଙ୍କ ସହ ଆପଣଙ୍କ ଚେହେରା ମିଶିଥାଏ । ଯାହାର ଅନେକ ନିଦର୍ଶନ ମଧ୍ୟ ଆମେ ଦେଖିଛୁ । ବେଳେ ବେଳେ ଏହା ଆମକୁ…

ଲୋକଙ୍କ ବିଶ୍ବାସ ସହ ଧୋକା, ନକଲି ଘିଅ କାରଖାନା ଠାବ

କଟକ: ପୁଣି ଏକ ନକଲି ଘିଅ କାରଖାନା ଠାବ ହୋଇଛି । କଟକ ଜଗତପୁର ସ୍ଥିତ ନ୍ୟୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ ଭିତରୁ ଏହି ନକଲି ଘିଅ କାରଖାନା ମିଳିଛି । ବନସ୍ପତିରେ ବିଭିନ୍ନ ଏସେନ୍ସ ମିଶାଇ ତିଆରି ହେଉଥିଲା ବାଲ୍ ଗୋପାଲ ନାମକ ଘିଅ । ଖବରପାଇ ଏହି କମ୍ପାନୀରେ ଜଗତପୁର ଥାନା ପୋଲିସ ଓ କଟକ…

ଦୁର୍ଗାପୂଜାରେ ଏହି ସର୍ତ୍ତ ସହ ଡିଜେ ପାଇଁ ଅନୁମତି ଦେଲେ ହାଇକୋର୍ଟ

କଟକ: ଆଜି ଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ମା’ଙ୍କ ପୂଜାର୍ଚ୍ଚନା ଚଳଚଞ୍ଚଳ ସମସ୍ତ ଦେବୀ ପୀଠ । ଅନ୍ୟପଟେ ମଣ୍ଡପ ଗୁଡିକରେ ମା’ଙ୍କ ପୂଜାର୍ଚ୍ଚନା ପାଇଁ ଚାଲିଛି ସାଜସଜ୍ଜା । ସପ୍ତମୀ ଠାରୁ ମଣ୍ଡପରେ ଆରମ୍ଭ ହୋଇଯିବ ମା’ଙ୍କ ପୂଜା । ଏହି ଅବସରରେ ଦୁର୍ଗା ପୂଜାକୁ ନେଇ ଏକ ରାୟ…

ଓଡିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ଓ୍ବାରରୁମ୍ !

ଭୁବନେଶ୍ବର: ରାଜଭବନ ହୋଇଛି କି ପଲିଟିକାଲ୍ ହବ୍? ପାଲଟିଛି କି ଝାଡ଼ଖଣ୍ଡ ନିର୍ବାଚନର ଓ୍ବାରରୁମ୍? କାହିଁକି ବିଜେପି ନେତା ରାଜ୍ୟପାଳଙ୍କୁ ଭେଟୁଛନ୍ତି ? କାରଣ ବ୍ୟକ୍ତିଗତ ନା ରାଜନୈତିକ? ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡ ରାଜନୀତିକୁ ଫେରିବା ଚର୍ଚ୍ଚା ଭିତରେ ଏଭଳି ପ୍ରଶ୍ନ ପଚାରିଛି…

ବବିଙ୍କ ବୟାନ…ସରକାରୀ ଚାପ ନା ବିଜେଡିରେ କୋଣଠେସା?

ଭୁବନେଶ୍ବର: ଦଶରଥପୁରରେ ବବିଙ୍କ ବୟାନ। ମାଆ ପାଖକୁ ପୁଅ ଆସିଲେ କେହି ଅଟକାଇ ପାରିବେନି । ଯାଜପୁର ବିକାଶ କରିବା ଯଦି ପାପ, ହଜାରେ ପାପ କରିବି । ପୁଣି ଲଢିବାକୁ ପ୍ରସ୍ତୁତ ଅଛି । ଯାଜପୁର ଜିଲ୍ଲା ଦଶରଥପୁରରେ ବିଜେଡି ଜନସଂପର୍କ ପଦଯାତ୍ରା ଅବସରରେ ପ୍ରଣବ ପ୍ରକାଶ ଦାସଙ୍କ ଏହି ବୟାନକୁ ନେଇ…

‘ଅପରାଧ ଓ ଅପରାଧୀଙ୍କ ବିରୁଦ୍ଧରେ ପୁରୀ ପୋଲିସ ଜିରୋ ଟଲେରାନ୍ସ ନୀତି ଆପଣାଇବ’

ପୁରୀ: ପୁରୀର ନୂତନ ଏସପି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ବିନୀତ ଅଗ୍ରୱାଲ । ସେ ୨୦୧୬ ବ୍ୟାଚର ଆଇପିଏସ ଅଧିକାରୀ । ଗତକାଲି ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ । ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀମନ୍ଦିର ସୁରକ୍ଷା,…

ନିବେଶକଙ୍କୁ ନିମନ୍ତ୍ରଣ: ‘ଶିଳ୍ପ ହବ୍ ହେବ ଓଡିଶା’

ଭୁବନେଶ୍ବର: ପୁଣି ଅଗ୍ରଗତି ପଥରେ ଆଗେଇବ ଓଡିଶା । ଦେଶ ବିଦେଶ ସବୁଠି ଶିଖର ଛୁଇଁବ । ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା କରି ନିବେଶକଙ୍କୁ ଓଡିଶା ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାରେ ପୁଞ୍ଜି ବିନିଯୋଗ ନେଇ…