Latest Odisha News

BREAKING NEWS

Browsing Category

ଓଡିଶା

Odisha

କିଟରେ ପାଣିପାଗ ଓ ଜଳବାୟୁ ହାକାଥନ ଉଦ୍‍ଯାପିତ

ଭୁବନେଶ୍ୱର: କିଟରେ ପାଣିପାଗ ଓ ଜଳବାୟୁ ହାକାଥନ ଉଦ୍‍ଯାପିତ। ଆମେରିକାର ସିଟି ୟୁନିଭରସିଟି ଅଫ୍‍ ନିଉୟର୍କ (କ୍ୟୁନି) ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦସ୍ଥିତ ଆମେରିକା କନ୍‍ସୁଲ୍‍ ଜେନେରାଲ, ମୁମ୍ବାଇସ୍ଥିତ ଆମେରିକା କନ୍‍ସୁଲ୍‍ ଜେନେରାଲ୍‍, କିଟ୍‍ ଓ କିସ୍‍ ମିଳିତ ଆନୁକୂଲ୍ୟରେ ୧୯ରୁ…

ସେନା ଅଧିକାରୀଙ୍କୁ ଆକ୍ରମଣ ଘଟଣା; ଗିରଫ ହୋଇଥିବା ୭ ଜଣଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଭୁବନେଶ୍ୱରରେ ଜଣେ ସେନା ଅଧିକାରୀଙ୍କୁ ଆକ୍ରମଣ ଏବଂ ତାଙ୍କ ବାନ୍ଧବୀଙ୍କୁ ହଇରାଣ କରିବା ଅଭିଯୋଗରେ ଶନିବାର ଗିରଫ ହୋଇଥିବା ସମସ୍ତ ୭ ଜଣଙ୍କୁ ସ୍ଥାନୀୟ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୂଚନାନୁସାରେ, ଭୁବନେଶ୍ୱରର ଜେଏମଏଫସି କୋର୍ଟ ଏହି ମାମଲାର ସମସ୍ତ ୭ ଜଣ…

ମଙ୍କିପକ୍ସ ମୁକାବିଲା ପାଇଁ ଓଡିଶା ପ୍ରସ୍ତୁତ, ସମସ୍ତ ପ୍ରବେଶ ପଥରେ ସତର୍କତା

ଭୁବନେଶ୍ୱର: ଓଡିଶାରେ ମଙ୍କିପକ୍ସ ରୋଗରେ ଅଦ୍ୟାବଧି କେହି ଜଣେ ବି ବ୍ୟକ୍ତି ସଂକ୍ରମିତ ହୋଇନାହାଁନ୍ତି। ମଙ୍କିପକ୍ସ ରୋଗକୁ ନେଇ ଓଡିଶାର ଜନସାଧାରଣ ଭୟଭୀତ ନହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି। ଏହାସହ ମଙ୍କି ପକ୍ସ ସଂକ୍ରମିତ ୧୪ଟି…

ଏଥର ଦଶହରାରେ ଡିଜେ ଏବଂ ବାଣଫୁଟା ଉପରେ କଟକଣା

ଭୁବନେଶ୍ୱର: ଏଥର ଦଶହରାରେ ଡିଜେ ଏବଂ ବାଣଫୁଟା ଉପରେ କଟକଣା ଲଗାଇଛି କମିଶନରେଟ ପୋଲିସ। ଭୁବନେଶ୍ୱର ଓ କଟକରେ ପୂଜା କମିଟି ସହିତ ବୈଠକ ପରେ ଶନିବାର ଦିନ ନିର୍ଦ୍ଦେଶନାମା ଜାରି ହୋଇଛି। ଭସାଣ ସମୟରେ ଡିଜେ ଏବଂ ବାଣଫୁଟା ଉପରେ କମିଶନରେଟ୍ ପୋଲିସ୍ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି।…

ଏନଆରଏଆଇର ନୂଆ ଅଧ୍ୟକ୍ଷ କଳିକେଶ

ଭୁବନେଶ୍ୱର: ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ ବିଜେଡି ନେତା କଳିକେଶ ନାରାୟଣ ସିଂ ଦେଓ ଜାତୀୟ ରାଇଫଲର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଶନିବାର ଦିନ ଦିଲ୍ଲୀର ସମ୍ବିଧାନ କ୍ଲବ ଅଫ୍ ଇଣ୍ଡିଆରେ ହୋଇଥିବା ରାଇଫଲ ସଂଘର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀ ଭି.କେ ଧଲ୍ ଙ୍କୁ ୩୬-୨୧ ଭୋଟରେ…

ଭରତପୁର ଘଟଣା ପଛର ସତ

ଭୁବନେଶ୍ବର: ଶନିବାର କଳା ରାତିର କାହାଣୀ। ସେଦିନ ରାତିରେ କଣ ହୋଇଥିଲା? ଭରତପୁର ଥାନାକୁ ଯିବା ପୂର୍ବରୁ ସେନା ଅଧିକାରୀ ଓ ବାନ୍ଧବୀଙ୍କ ସହ କଣ ହୋଇଥିଲା? କାହିଁକି ବାଟରେ ଅଟକାଇ ଝଗଡା କରିଥିଲେ ଯୁବକ? କାହିଁକି ରାସ୍ତାରେ ଝଗଡା ହୋଇଥିଲା? ଅଭିଯୋଗ ପାଇଁ ଥାନାକୁ ଯିବା ପରେ ସେଠାରେ କଣ…

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ଗିରଫ ହେଲେ ୭ ରୋଡ ରୋମିଓ

ଭୁବନେଶ୍ବର: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ୍ । ଚନ୍ଦକା ପୋଲିସ୍ ୭ ଜଣଙ୍କୁ ମହିଳାଙ୍କ ଉପରକୁ ହାତ ଉଠାଇଥିବା ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହିତ ସେମାନଙ୍କ ମୋବାଇଲ ଓ ତା…

ଭରତପୁର ଥାନା ଘଟଣା: ଜାତୀୟ ମହିଳା କମିଶନଙ୍କୁ ରିପୋର୍ଟ ପ୍ରଦାନ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଭରତପୁର ଥାନା ଘଟଣାକୁ ନେଇ ରିପୋର୍ଟ ଦେଲା କ୍ରାଇମବ୍ରାଞ୍ଚ l ଜାତୀୟ ମହିଳା କମିଶନଙ୍କୁ ରିପୋର୍ଟ ପ୍ରଦାନ କଲା କ୍ରାଇମବ୍ରାଞ୍ଚ l ଗତକାଲି ତଦନ୍ତର ଅଗ୍ରଗତି ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଥିଲେ ଜାତୀୟ ମହିଳା କମିଶନ l ସେପଟେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ଦୁର୍ବବ୍ୟହାର…

ପରଲୋକରେ ବର୍ଷୀୟାନ କବି ଶୁଭେନ୍ଦୁ ମୋହନ ଦାସ

ବାଲେଶ୍ୱର: ଆରପାରିର ବିଶିଷ୍ଟ କବି ଶୁଭେନ୍ଦୁ ମୋହନ ଦାସ l ଗତକାଲି ବାଲେଶ୍ବର ସ୍ଥିତ ନିଜ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ବର୍ଷୀୟାନ କବି ଶୁଭେନ୍ଦୁ ମୋହନ ଦାସ । ମୃତ୍ୟୁ ବେଳକୁ ତା’ଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ ଓଡ଼ିଆ, ଇଂରାଜୀ ଓ ବଙ୍ଗଳା ସାହିତ୍ୟର ଜଣେ ସ୍ଵାଭିମାନୀ…