Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀରେ ଲଜ୍ଜା; ମା’ ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ବର: ରାଜଧାନୀରେ ମାଆ ଓ ଝିଅକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ । ଏନେଇ ବଡ଼ଗଡ଼ ଥାନାରେ ମାମଲା ରୁଜୁ ହୋଇଛି । ଅଶ୍ଲୀଳ ଫଟୋ ଉଠାଇ ଦୁଷ୍କର୍ମ କରିଥିବା ଅଭିଯୋଗ । ରବିବାର ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ବରଗଡ଼ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ଟମକା ଥାନା…

ସମୁଦ୍ର ପଥରେ ଚୋରାଚାଲାଣ; ୧୦ ଲକ୍ଷ ଟଙ୍କାର ଚୋରା ସାମଗ୍ରୀ ଜବତ, ୩ ଗିରଫ

ପାରାଦୀପ: ସମୁଦ୍ର ପଥରେ ଚୋରାଚାଲାଣ ନେଇ ପୋଲିସର ରେଡ୍ । ଘଟଣାରେ ୧୦ ଲକ୍ଷ ଟଙ୍କାର ଚୋରା ସାମଗ୍ରୀ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ନେହରୁବଙ୍ଗଳା ଫିସିଙ୍ଗ୍ ହାର୍ବର୍‌ ପରିସରରୁ ଏହି ସବୁ ସାମଗ୍ରୀ ଜବତ ହୋଇଛି । ପୋଲିସର ସୂଚନା ମୁତାବକ, ପିକ୍‌ଅପ୍‌ ଭ୍ୟାନ୍‌ରେ ଚୋରା…

୮ ତାରିଖରୁ ପୁଣି ଗ୍ରୀଷ୍ମ ରାଜ୍ୟରେ ପ୍ରବାହ, ଆଜି ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ହେବ କାଳବୈଶାଖୀ ଲାଗି ରହିଛି । ଫଳରେ ଅସହ୍ୟ ଗରମରୁ କିଛି ମାତ୍ରାରେ ଆଶ୍ବସ୍ତି ମିଳୁଛି । ଆହୁରି ଦୁଇ ଦିନ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହା ପରେ ପୁଣି କଲବଲ କରିବ ତାତି । ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ୟ ଗରମରେ ଛଟପଟ…

୬ ସାଇବର ଲୁଟେରା ଗିରଫ; ୪ ଲକ୍ଷରୁ ଅଧିକ ଟଙ୍କା ଜବତ

କଟକ: କମିଶନରେଟ ପୋଲିସ ପକ୍ଷରୁ ୬ଜଣ ସାଇବର ଲୁଟେରାଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ସମସ୍ତ ଲୁଟେରା ବଲାଙ୍ଗିର ପାଟଣାଗଡ଼଼ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ଲୁଟେରାଙ୍କଠାରୁ ମୋବାଇଲ ଫୋନ ଏବଂ ଏଟିଏମ୍‌‌ କାର୍ଡ ପୋଲିସ ଜବତ କରିଛି। ମୁଖ୍ୟ…

ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପକ୍ଷରୁ କଳିଙ୍ଗ ଉତ୍ସବ ଆୟୋଜିତ

ପର୍ଥ: ଅଷ୍ଟ୍ରେଲିଆ ଓଡ଼ିଆ ସମାଜ (ଓରିଓଜ ଇଙ୍କ) ପକ୍ଷରୁ ନିକଟରେ କଳିଙ୍ଗ ଉତ୍ସବ ମହାସମାରୋହରେ ଆୟୋଜନ କରାଯାଇଛି। ପର୍ଥସ୍ଥିତ ସବୁଜିମା ଭରା ପଏଣ୍ଟ ୱାଲ୍ଟର ରିକ୍ରିଏସନ ସେଣ୍ଟରକୁ ଖୁବ ସରସ ସୁନ୍ଦର ଭାବରେ ସଜାଯାଇଥିବା ଦେଖାଯାଇଥିଲା। ଏଠାରେ ଆୟୋଜିତ ଏକାଦଶତମ ତିନିଦିନିଆ ଦ୍ଵିବାର୍ଷିକ…

ୟୁସୁଫ ପଠାନଙ୍କ ଚିଠିକୁ ନେଇ ବର୍ଷିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ତୃଣମୂଳ କଂଗ୍ରେସ ସାଂସଦ ୟୁସୁଫ ପଠାନ ପଶ୍ଚିମବଙ୍ଗରୁ ଆସିଥିବା ଶ୍ରମିକଙ୍କ ପ୍ରତି ରାଜ୍ୟ ସରକାର ଦୁର୍ବ୍ୟବହାର କରୁଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ନିଜର ଚିନ୍ତା ବ୍ୟକ୍ତ କରିଥିଲେ। ଅମିତ ଶାହଙ୍କୁ ଲେଖାଯାଇଥିବା ଚିଠିରେ ନିଜର ପ୍ରତିକ୍ରିୟା…

ନବଯୌବନ ଦର୍ଶନରୁ ନୀଳାଦ୍ରୀବିଜେ ଯାଏଁ ନିରନ୍ତର ସ୍ବାସ୍ଥ୍ୟସେବା ଲାଗି ନିର୍ଦ୍ଦେଶ

ଭୁବନେଶ୍ବର: ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଆରମ୍ଭ କରିଛି। କିଭଳି ଭାବରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘନଘନ ଉଚ୍ଚ ସ୍ତରୀୟ ବୈଠକ ବସୁଛି। ଯାହା ସ୍ବାସ୍ଥ୍ୟ ବିଭାଗ ଅନ୍ତର୍ଗତ ବିଭିନ୍ନ…

ଦୀଘା ଜଗନ୍ନାଥ ମନ୍ଦିର ବିବାଦ: ପଶ୍ଚିମବଙ୍ଗକୁ ଚିଠି ଲେଖିବେ ଓଡ଼ିଶା ସରକାର

ଭୁବନେଶ୍ୱର: କାହିଁକି ଦୀଘାରେ ନବନିର୍ମିତ ମନ୍ଦିରକୁ 'ଜଗନ୍ନାଥ ଧାମ' ନାମକରଣ କରାଯାଇଛି, ଏହାକୁ ଯଥା ଶୀଘ୍ର ହଟାଇବାକୁ ଓଡ଼ିଶା ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବେ। ଏନେଇ ଆଜି ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଓଡ଼ିଶାର ପୁରୀ…

ପ୍ରଶାସନିକ ସୀମା ପୁନର୍ଗଠନ: ଜୁନ ୩୦ ଶେଷ ତାରିଖ

ଭୁବନେଶ୍ୱର: ରାଜ୍ୟରେ ପ୍ରଶାସନିକ ସୀମା ପୁନର୍ଗଠନ ନେଇ ଜାରି ହେଲା ଶେଷ ସମୟସୀମା। ଆସନ୍ତା ଜୁନ୍ ୩୦ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ପ୍ରଶାସନିକ ସୀମା ପୁନର୍ଗଠନ କାର୍ଯ୍ୟ ସମାପ୍ତ ହେବା। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ଦେଶରେ ଚଳିତ ବର୍ଷ ଜନଗଣନା…

ସିଏମଓରେ ରହିଛି କି କାର୍ଯ୍ୟଚାପ; କାହିଁକି ଏଭଳି କହିଲେ ନିକୁଞ୍ଜ ଧଳ

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ଅନୁମତି ମିଳିବାର ଗୋଟିଏ ଦିନ ପରେ ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଶନିବାର ସୋସିଆଲ ମିଡିଆରେ ତାଙ୍କ ଗତ ୧୮ ମାସର ଅସନ୍ତୁଳିତ କାର୍ଯ୍ୟ-ଜୀବନ କିପରି ତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥିଲା ତାହା ପ୍ରକାଶ କରିଛନ୍ତି।…