Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଲଟିଲା ଯାତ୍ରୀବାହୀ ବସ୍‌,ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ଖୋର୍ଦ୍ଧା: ଖୋର୍ଦ୍ଧାର ପିତାପଲ୍ଲୀଠାରେ ଆଜି ଏକ ଦୁର୍ଘଟଣା ଘଟିଛି । ନୀଳକଣ୍ଠ ନାମକ ଘରୋଇ ବସ୍‌ଟି ଭୁବନେଶ୍ୱରରୁ ଆସ୍କା ଯାଉଥିଲା ବେଳେ ଖୋର୍ଦ୍ଧା ଠାରେ ଓଲଟି ପଡିଲା । ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ଶିଳ୍ପାଞ୍ଚଳ ଥାନା ଆଇଆଇସି ବାସୁଦେବ ରଣସିଂ ଓ ସହକାରୀ ମୋଟର ଯାନ ନିରୀକ୍ଷକ…

ସୁନ୍ଦରଗଡରୁ ବିସ୍ଫୋରକ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ସୁନ୍ଦରଗଡ: ଗତ ମାସରେ ସୁନ୍ଦରଗଡର କେ ବଳଙ୍ଗ ଥାନା ଅନ୍ତର୍ଗତ ବାଙ୍କୋରେ ବିସ୍ଫୋରକ ଭର୍ତି ଏକ ଟ୍ରକ୍ କୁ ପଥର ଖଣି ନିକଟରୁ ଲୁଟ କରିବାକୁ ଚେଷ୍ଟା କରାଯାଉଥିଲା। ସେହି ଘଟଣାରେ ପୋଲିସ ଜର୍ଜ ମୁଣ୍ଡା ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିବା ବେଳେ ମାଓବାଦୀ ସହ ସଂପୃକ୍ତି ଥିବା ନେଇ ସନ୍ଦେହ…

‘ରାଜ୍ୟ ସରକାର ହଇଜାର ବ୍ୟାପକତାକୁ ରୋକିବା ପାଇଁ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ’

ଭୁବନେଶ୍ବର: ରାଜ୍ୟରେ ଏବେ ଯାଜପୁର ସମେତ କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଟକ ଓ କେନ୍ଦୁଝର ଆଦି ଜିଲ୍ଲାରେ ହଇଜା ଭୟଙ୍କର ରୂପ ନେଉଛି । ବର୍ତ୍ତମାନ ସୁଦ୍ଧା ହଇଜାରେ ୧୪ ଜଣ ପ୍ରାଣ ଯାଇଛି । ଏହି ପ୍ରରିପେକ୍ଷିରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।…

ଚଳଚଞ୍ଚଳ ରଥଖଳା: ନିର୍ମାଣ କାମରେ ବ୍ୟସ୍ତ ମହାରଣା ସେବାୟତ

ପୁରୀ: ଏବେ ଚଳଚଞ୍ଚଳ ରଥଖଳା । ନିହଣ ମୁଗୁରର ଠୁକୁଠୁକୁ ଶବ୍ଦରେ ବେଶ୍ ଯୋରସୋରରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥକାମ । ଶନିବାର ତିନି ରଥରେ ତୃତୀୟ ଭୂଇଁ ଟୁଙ୍ଗୁରା ପରେ ବଡ଼ ପୋଟଳ ଉଠା ଯାଇଛି । ଏହା ପୂର୍ବରୁ ରଥରେ ପ୍ରଥମ ଓ ଦ୍ୱିତୀୟ ଭୂଇଁ ଉଠିଥିବା ବେଳେ ପୋଟଳ ଓରା, ପୋଟଳ ଖମ୍ୱି ଓ ପୋଟଳ…

ବରଗଡ଼ରେ ଭୋଜି ଖାଇ ୧୮ ଅସୁସ୍ଥ

ବରଗଡ଼: ବରଗଡ଼ ଜିଲ୍ଲାର ପାଇକମାଳ ଅଞ୍ଚଳର ଏକ ଗାଁରେ ଭୋଜିରେ ଖାଇ ପ୍ରାୟ ୧୮ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ପାଇକମାଲ ବ୍ଲକ ଅନ୍ତର୍ଗତ କୁଆପାଲି ଗାଁରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଶୁକ୍ରବାର ଦିନ ଜଣେ ବ୍ୟକ୍ତିଙ୍କ ଶବଦାହ ପରେ ରୀତିନୀତି ଅନୁଯାୟୀ ଏହି ଭୋଜି ଅନୁଷ୍ଠିତ ହୋଇଥିଲା।ଏହି…

ଡାଇରିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି

ଭୁବନେଶ୍ବର: ରାଜ୍ୟର ଅନେକ ଜିଲ୍ଲାରେ ଡାଇରିଆ ରୋଗ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଗୃହନିର୍ମାଣ ଓ ନଗରଉନ୍ନୟନ (ଏଚ ଆଣ୍ଡ ୟୁଡି) ବିଭାଗ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ତୁରନ୍ତ ପ୍ରତିଷେଧକ ଏବଂ ପ୍ରତିକ୍ରିୟା ପଦକ୍ଷେପ ଗ୍ରହଣ…

ଓଡ଼ିଶାର ୧୬ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ୧୬ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ସୂଚନା ଦେଇଛି। https://youtu.be/DsQE5oZsETA?si=1yGdXW8eoEGwXFOn ଏହି ସମୟ ମଧ୍ୟରେ ଅନୁଗୁଳ, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ,…

କେନ୍ଦ୍ରୀୟ ଡେପୁଟେସନରେ ଯାଇପାରନ୍ତି ଓଡ଼ିଶା କ୍ୟାଡରର ୨ ବରିଷ୍ଠ ଆଇପିଏସ ଅଧିକାରୀ

ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସ ଅଧିକାରୀ ସଞ୍ଜୟ କୁମାର ଏବଂ ରେଖା ଲୋହାନିଙ୍କୁ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ସ୍ତରରେ କେନ୍ଦ୍ରୀୟ ଡେପୁଟେସନ ପାଇଁ ତାଲିକାଭୁକ୍ତ କରାଯାଇଛି। ଏହି ଦୁଇ ଅଧିକାରୀ ୧୯୯୭ ବ୍ୟାଚର ଆଇପିଏସ ଅଫିସର। ସେମାନଙ୍କ ନାମକୁ କ୍ୟାବିନେଟର…

ଚଳିତ ବର୍ଷ ସମସ୍ତ ବିଦ୍ୟାଳୟରେ ହେବ ଯୋଗ ଦିବସ

ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ ଦେଶ ପାଳିବ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଚଳିତବର୍ଷ ଐତିହାସିକ ଯୋଗ ସଙ୍ଗମ (ଗଣ ଯୋଗ ପ୍ରଦର୍ଶନ) ସକାଳ ସାଢ଼େ ୬ଟାରୁ ୭ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ।…

ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି । ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ମୌସୁମୀ ଆହୁରି ସକ୍ରିୟ ହୋଇ ବର୍ଷା କରାଇବ । ଯାହାର ପ୍ରଭାବରେ ଆଜିଠୁ ମୌସୁମୀ ଜନିତ ବର୍ଷାର ପରିମାଣ ବଢିବ । ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ରହିଥିବା…