Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସୁଛି ଆଉ ଏକ ଲଘୁଚାପ, ୧୫ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ କ୍ଷେତ୍ର l ୧୫ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା l ଦକ୍ଷିଣପୂର୍ବ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି l ଫଳରେ ଆସନ୍ତା ୨୪ ଘଣ୍ଟାରେ ବାଂଲାଦେଶ ଉପକୂଳରେ ଲଘୁଚାପ ସୃଷ୍ଟି ହେବ ନେଇ ସମ୍ଭାବନା ରହିଛି l ଲଘୁଚାପ ସୃଷ୍ଟି ହେବା ପରେ…

୧୮ରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ ଆରମ୍ଭ

ଭୁବନେଶ୍ୱର: ଆସନ୍ତା ୧୮ରୁ ଯୁକ୍ତ ଦୁଇ ଫର୍ମ ଫିଲଅପ୍ ଆରମ୍ଭ ହେବ। ୨୦୨୫ ବାର୍ଷିକ ପରୀକ୍ଷା ପାଇଁ ହେବ ଏହି ଫର୍ମ ଫିଲଅପ୍।ଏନେଇ ଉଚ୍ଚ ମାଧ୍ଯମିକ ଶିକ୍ଷା ପିରଷଦ ପକ୍ଷରୁ ସୂଚନା ଦିଆଯାଇଛି। ଉଚ୍ଚ ମାଧ୍ଯମିକ ଶିକ୍ଷା ପିରଷଦର ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୮ ତାରିଖରୁ ଯୁକ୍ତ ଦୁଇ କଳା,…

ଆସନ୍ତା ୧୮ରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରିବ ଏଏସଆଇ

ପୁରୀ: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ଆସନ୍ତା ୧୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଅନୁଷ୍ଠିତ ହେବ । ଏନେଇ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦିଆଯାଇଛି । ତଦନୁସାରେ, ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି…

ମିଠା ପ୍ୟାକେଟ୍ ରେ ଲାଞ୍ଚ ଦେଇ ବନ୍ଧା ହେଲେ ସିମେଣ୍ଟ ଅଧିକାରୀ

ବରଗଡ: ବରଗଡ଼ ଜିଲ୍ଲାପାଳଙ୍କୁ ଲାଞ୍ଚ ଦେଉଥିବା ବେଳେ ଭିଜେଲାନ୍ସ ହାତରେ ଧରା ପଡିଲେ ସିମେଣ୍ଟ ଉତ୍ପାଦକ କେନ୍ଦ୍ରର ଜଣେ ଅଧିକାରୀ । ବୁଧବାର ସନ୍ଧ୍ୟା ୫ଟା ସମୟରେ ଛତିଶଗଡ଼ ଅମ୍ବୁଜା ସିମେଣ୍ଟର ମୁଖ୍ୟ ଉତ୍ପାଦନ ଅଧିକାରୀ ରାମଭବ ଗଟ୍ଟୁ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲାପାଳ…

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି: ଜାରି ହେଲା ଗାଇଡଲାଇନ୍‌

ଭୁବନେଶ୍ୱର: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଜାରି ହେଲା ଗାଇଡଲାଇନ୍‌ l କର୍ମଚାରୀଙ୍କୁ କେଉଁ ମାନଦଣ୍ଡରେ ଚୟନ ହେବ ସେନେଇ ବିସ୍ତୃତ ଗାଇଡଲାଇନ ଜାରି କଲା ବିଭାଗ l ପୁନଃ ନିଯୁକ୍ତି ପାଇଁ କର୍ମଚାରୀଙ୍କୁ ଚୟନ କରିବ କମିଟି l କମିଟିରେ ମୁଖ୍ୟ ସଚିବ, ଅତିରିକ୍ତ…

ରଙ୍ଗ ବଦଳିଲା…ଏଥର ଓମଫେଡ୍

ଭୁବନେଶ୍ବର: ଆଳୁ, ପିଆଜ, ରସୁଣ ପରେ ମହଙ୍ଗା ହେଲା ଓମଫେଡ୍ କ୍ଷୀର । ଗେରୁଆ ରଙ୍ଗର କ୍ଷୀର ପ୍ୟାକେଟ୍ ମାର୍କେଟକୁ ଆସିଥିବା ବେଳେ ପ୍ୟାକେଟ୍ ପିଛା ୨ଟଙ୍କା ବଢାଇଛନ୍ତି ସରକାର । ରେଟ୍ ବଢିଥିବା ବେଳେ ପ୍ୟାକେଟରେ କ୍ଷୀରର ପରିମାଣ କମିଛି । ଗ୍ରାହକଙ୍କୁ ସରକାରଙ୍କ ମହଙ୍ଗା ମାଡ ସହ କ୍ଷୀର…

ସୁଭଦ୍ରା ଯୋଜନା: ପୁରୀରେ ୧ ଲକ୍ଷ ୧୭ ହଜାରରୁ ଉର୍ଦ୍ଧ୍ଵ ହୋଇଛି ରେଜିଷ୍ଟ୍ରେସନ୍

ପୁରୀ: ଆସନ୍ତା ୧୭ ତାରିଖରେ ମହିଳାଙ୍କୁ ସୁଭଦ୍ରା ଯୋଜନା ପ୍ରଥମ କିସ୍ତି ବଣ୍ଟନ କରିବେ ପ୍ରଧାନ ମନ୍ତ୍ରୀ ମୋଦି । ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ମହିଳାଙ୍କ ସୁଭଦ୍ରା ଯୋଜନାରେ ରେଜିଷ୍ଟର ସରିଛି । ପୁରୀରେ ପ୍ରାୟ ୧ ଲକ୍ଷ ୧୭ ହଜାରରୁ ଉର୍ଦ୍ଧ୍ଵ ରେଜିଷ୍ଟ୍ରେସନ୍ ହୋଇଛି । ଭେରି ଫାଏଡ ଆକାଉଣ୍ଟ…

‘ସୁଭଦ୍ରା’ ପାଇଁ ଚଞ୍ଚକତା: ସିଲ୍ ହେଲା ଜନସେବା କେନ୍ଦ୍ର

ଖୋର୍ଦ୍ଧା: ଏବେ ରାଜ୍ୟରେ ସୁଭଦ୍ରା କ୍ରେଜ୍ । ଗାଁ ଦାଣ୍ଡ ବଜାର ସବୁଠି ଚର୍ଚ୍ଚା । ଆଉ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ନାହିଁ ନଥିବା ଭିଡ । ହେଲେ ଏହାରି ଭିତରେ କିଛି ଖଳ ପ୍ରକୃତିର ବ୍ୟକ୍ତି ଚଞ୍ଚକତା କରି ଲୋକଙ୍କ ଠାରୁ ଟଙ୍କା ଲୁଟିବାରେ ଲାଗିଛନ୍ତି । ସୁଭଦ୍ରା ଯୋଜନା…

ଓଡିଶା ଆସିବେ ମୋଦି, ସୁରକ୍ଷା ବ୍ୟବସ୍ତା କଡାକଡି

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି l ଜନ୍ମଦିନର ଶୁଭ ଅବସରରେ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ମୋଦି l ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କମିସନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି l ଏନେଇ ସୂଚନା ଦେଇଛନ୍ତି ପୋଲିସ…

୪ କୁଖ୍ୟାତ ବାଘ ଶିକାରୀ ଗିରଫ

ମୟୂରଭଞ୍ଜ:୪ କୁଖ୍ୟାତ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ । ଗତ କିଛି ବର୍ଷ ଧରି ଏହି ଶିକାରୀ ମାନେ ଜଙ୍ଗଲରେ ମହାବଳ ବାଘ ଶିକାର କରୁଥିଲେ । ଗିରଫ ଶିକାରୀମାନେ ହେଲେ ଥୁପୁଲ ହେମ୍ବ୍ରମ, ନିତାଇ ମୁର୍ମୁ, ମହାତୋ କିସ୍କୁ ଓ ସାରୁ ମୁର୍ମୁ । ଏହି ଘଟଣା ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ଘଟିଛି ।…