Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ଦେବାକୁ ପଡ଼ିବ ଜୋରିମାନା

କଟକ: ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ଦେବାକୁ ପଡିବ ଜୋରିମାନା। କଟକ ମହାନଗର ନିଗମ (ସିଏମସି) ଆବର୍ଜନା ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏଭଳି କଠୋର ବ୍ୟବସ୍ଥା ଆପଣାଇବାକୁ ଯାଉଛି। ଘରୋଇ ଲୋକେ ରାସ୍ତାରେ ଅଳିଆ ଫିଙ୍ଗିଲେ ୧୦୦ ଟଙ୍କା ଓ ବ୍ୟବସାୟୀମାନେ ରାସ୍ତାରେ ଫିଙ୍ଗିଲେ…

ଜୁଲାଇ ୮ରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚେତାବନୀ ଦେଲା ରାଜ୍ୟ ପରିବହନ ମଞ୍ଚ

ଭୁବନେଶ୍ଵର: ରାଜ୍ୟରେ ଯାନବାହାନଗୁଡ଼ିକୁ ଚେକିଂ କରିବା କ୍ଷମତା ପୋଲିସକୁ ଦେବା ପ୍ରସଙ୍ଗକୁ ବିରୋଧ ସହିତ ୭ ଦଫା ଦାବିରେ ଏକାଠି ହୋଇଛନ୍ତି ବସ୍‌, ଟ୍ରକ୍‌, ମିନିଟ୍ରକ୍‌ ମାଲିକଙ୍କ ସମେତ ଡ୍ରାଇଭର ସଂଘ। ଆସନ୍ତା ମାସ ୮ ତାରିଖ ସୁଦ୍ଧା ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ମହଲତ ଦେଲା…

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା: ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ମେଳି, ରତ୍ନମଣ୍ଡପ ଛାଡି ସ୍ନାନବେଦୀରେ ଶ୍ରୀଜିଉ

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଆରମ୍ଭ ହେଲା ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି। ଧାଡ଼ି ପହଣ୍ଡିରେ ବିଜେ ହେଉଛନ୍ତି ଶ୍ରୀ ଜଗନ୍ନାଥ। ସ୍ନାନ ବେଦୀକୁ ବିଜେ କରୁଛନ୍ତି ଶ୍ରୀ ଜଗନ୍ନାଥ। ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ଶ୍ରୀମନ୍ଦିର ସ୍ନାନବେଦୀରେ ମହାପ୍ରଭୁଙ୍କ…

ଯାଜପୁରରେ ମାଡୁଛି ଡାଇରିଆ; ୨୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ଗଠନ ହେଲା ସ୍ୱତନ୍ତ୍ର ଡାକ୍ତରୀ ଟିମ

ଯାଜପୁର:ଯାଜପୁରରେ ଡାଇରିଆ ବ୍ୟାପିବାରେ ଲାଗିଛି । ପ୍ରାୟ ୪ଟି ବ୍ଲକ କୋରେଇ, ଧର୍ମଶାଳା,ରସୁଲପୁର ଓ ବ୍ୟାସନଗର ପୌର ପରିଷଦ ଅଞ୍ଚଳ ରେ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଅଛନ୍ତି । ଝାଡ଼ାବାନ୍ତିରେ ପୀଡ଼ିତ ହୋଇ ଶତାଧିକ ରୋଗୀ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆସିଲେଣି । ଏତେ ସଂଖ୍ୟାରେ ଆକ୍ରାନ୍ତ…

ପାର୍ଟ ପ୍ଲଟ୍‌ ବିକ୍ରି ବାଟ ଖୋଲିଲା, ଥରେ ବିକ୍ରି କରିହେବ…

ଭୁବନେଶ୍ବର:ଆସିଲା ODA (ପ୍ଲାନିଙ୍ଗ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ) ଦ୍ବିତୀୟ ସଂଶୋଧନ ରୁଲ୍। ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଖୋଲିଲା । ଥରକେ ୫ ଶହ ବର୍ଗମିଟର ବିକ୍ରି କରିହେବ। ବିନା ଅନୁମୋଦନରେ ୫ ଶହ ବର୍ଗମିଟର ଥରେ ବିକ୍ରି କରିପାରିବେ। ମାତ୍ର ବିକ୍ରି ପାର୍ଟ ପ୍ଲଟ୍ ରିୟଲ ଇଷ୍ଟେଟ୍…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଧର୍ମଗଡ଼ ଉପଜିଲ୍ଲାପାଳ ଆଇଏଏସ ଧୀମାନ ଚକମା ସସପେଣ୍ଡ୍

ଭୁବନେଶ୍ବର:କଳାହାଣ୍ଡି ଜିଲାର ଧର୍ମଗଡ଼ ଉପଜିଲ୍ଲାପାଳ IAS ଧୀମାନ ଚକମା ସସପେଣ୍ଡ୍। ଭିଜିଲାନ୍ସ ଦ୍ବାରା ଗିରଫ ପରେ ତାଙ୍କୁ ନିଲମ୍ବନ କରାଯାଇଛି। ଧୀମାନଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋମବାର ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିବାପରେ,…

ବାହାଘର ଭୋଜିଖାଇ ୩୦ ଅସୁସ୍ଥ, ଜଣେ ମୃତ

କେନ୍ଦୁଝର: ଆନନ୍ଦପୁର ଉପାନ୍ତ ତରାଇଲୋ ଗାଁରେ ଅଘଟଣ । ଖୁସିର ମୁହୁର୍ତ୍ତ ବଦଳିଲା ଦୁଃଖରେ । ବାହାଘର ଭୋଜିଖାଇ ୩୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ, ସେଥି ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସୁଦର୍ଶନ ପାତ୍ର । ସୁଦର୍ଶନଙ୍କ ମୃତ୍ୟୁ…

ଭୁବନେଶ୍ୱର ଡିସିପିଙ୍କ ନୂଆ ବିଲ୍ଡିଂ ଉଦ୍‍ଘାଟିତ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଅର୍ବାନ ପୋଲିସ ଆରକ୍ଷୀ ଉପଆୟୁକ୍ତ (ଡିସିପି)ଙ୍କ ନବନିର୍ମିତ କାର୍ଯ୍ୟାଳୟର ଉଦ୍‍ଘାଟନ କରିଛନ୍ତି । ୨୨୭୨ ବର୍ଗମିଟର ଅଞ୍ଚଳରେ ଚାରିମହଲା ବିଶିଷ୍ଟ ଏହି ନୂତନ କାର୍ଯ୍ୟାଳୟ ସୌଧଟି ନିର୍ମାଣ ହୋଇଛି । ଏଥିପାଇଁ ୭ କୋଟି ୮୦…

ସୋନପୁର-ପୁରୁଣାକଟକ ରେଳ ସେକ୍ସନ ଯାଞ୍ଚ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ଓଡିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂଆ ଲାଇନର ନିର୍ମାଣାଧୀନ ସୋନପୁର-ପୁରୁଣାକଟକ ରେଳ ସେକ୍ସନ ନିରୀକ୍ଷଣ କରିଛନ୍ତି । ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ…

ପ୍ରକାଶ ପାଇଲା OJEE ୨୦୨୫ ରେଜଲ୍ଟ ;୮୬.୮୪ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ

ଭୁବନେଶ୍ବର:ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ଓଜେଇଇ ୨୦୨୫ ରେଜଲ୍ଟ । ଚଳିତ ବର୍ଷ ୮୬.୮୪ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନୁରାଗ ମିଶ୍ର ଏମବିଏ ଟପ୍ପର , ବି.ଫାର୍ମରେ ଯତିନ ମେହେର, ଏମସିଏରେ ଏସ ସିଶେନ୍ଦ୍ରୀ ଟପ୍ପର , ହିତେଶ କୁମାର ଧଳ…