Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡିଶା ଆସିବେ ମୋଦି, ସୁରକ୍ଷା ବ୍ୟବସ୍ତା କଡାକଡି

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି l ଜନ୍ମଦିନର ଶୁଭ ଅବସରରେ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ମୋଦି l ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କମିସନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି l ଏନେଇ ସୂଚନା ଦେଇଛନ୍ତି ପୋଲିସ…

୪ କୁଖ୍ୟାତ ବାଘ ଶିକାରୀ ଗିରଫ

ମୟୂରଭଞ୍ଜ:୪ କୁଖ୍ୟାତ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ । ଗତ କିଛି ବର୍ଷ ଧରି ଏହି ଶିକାରୀ ମାନେ ଜଙ୍ଗଲରେ ମହାବଳ ବାଘ ଶିକାର କରୁଥିଲେ । ଗିରଫ ଶିକାରୀମାନେ ହେଲେ ଥୁପୁଲ ହେମ୍ବ୍ରମ, ନିତାଇ ମୁର୍ମୁ, ମହାତୋ କିସ୍କୁ ଓ ସାରୁ ମୁର୍ମୁ । ଏହି ଘଟଣା ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ଘଟିଛି ।…

ମାଈ ହାତୀର ମୃତଦେହ ମିଳିବା ଘଟଣା: ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ

ବାରିପଦା: ଗାଁ ମଝିରୁ ମାଈ ହାତୀର ମୃତଦେହ ମିଳିବା ଘଟଣା l ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ରେଞ୍ଜରଙ୍କ ସୂଚନା l ଗାଁ ମୁହାଁ ହାତୀକୁ ରୋକିବାକୁ ବିଦ୍ୟୁତ ତାର ଲଗାଇଥିଲେ ଗ୍ରାମବାସୀ l ୩ ଦିନ ତଳେ ବିଭିନ୍ନ ସ୍ଥାନରେ ଗ୍ରାମବାସୀ କରେଣ୍ଟ ଲଗାଇଥିଲେ ବୋଲି ସୂଚନା ଦେଇଛନ୍ତି…

ଉପରମୁହାଁ ଡେଙ୍ଗୁ, ଡରାଇଲାଣି ସ୍କ୍ରବ୍ ଟାଇଫସ୍‌, ମଙ୍କିପକ୍ସ

ଭୁବନେଶ୍ବର: ରାଜ୍ୟରେ ଥମିବାର ନାଁ ନେଉନି ଡେଙ୍ଗୁ । ଏଯାବତ ୫ ହଜାର ଟପିଲାଣି । ସେପଟେ ମୁଣ୍ଡ ଟେକିଲାଣି ମଙ୍କିପକ୍ସ ଆଉ ସ୍କ୍ରବ ଟାଇଫସ୍ । ଯାହା ଏବେ ଚିନ୍ତାର କାରଣ ହୋଇଥିବା ବେଳେ ମଙ୍କିପକ୍ସ ଓ ବାର୍ଡଫ୍ଲୁ ନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ମିଳିଥିବା ସୂଚନା…

ଆଦାନୀ ହାତକୁ ଗଲା ଗୋପାଳପୁର ବନ୍ଦର

ଭୁବନେଶ୍ବର: ଆଦାନୀ ହାତକୁ ଗଲା ଗୋପାଳପୁର ବନ୍ଦର । ବନ୍ଦରର ୯୫% ଅଂଶଧନ ହାସଲ କଲା ଆଦାନୀ ଗ୍ରୁପ । ଆଉ ବାକି ୫% ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ ହାତରେ ରହିଲା । ଆଜି ରାଜ୍ୟ କ୍ୟାବିନେଟରେ ଏହି ୯୫%:୫% ଅଂଶଧନ ଚୁକ୍ତିନାମାକୁ ମଞ୍ଜୁରୀ ମିଳିଛି । ତେବେ ଗୋପାଳପୁର  ପୋର୍ଟସ ଲିମିଟେଡ…

ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଉପରେ ବାଜିଲା ମୋହର

ଭୁବନେଶ୍ବର: ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଉପରେ ବାଜିଲା କ୍ୟାବିନେଟ ମୋହର । ଅଗ୍ନିବୀରଙ୍କ ପାଇଁ ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦% ସ୍ଥାନ ସଂରକ୍ଷଣକୁ  କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ତେବେ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଗ୍ନିବୀରଙ୍କ ସଂରକ୍ଷଣ ନେଇ ଘୋଷଣା…

ଏଣିକି ବାପା/ମାଙ୍କ ଅନ୍ତେ ଝିଅକୁ ମିଳିବ ଚାକିରି

ଭୁବନେଶ୍ବର: ଏଣିକି ବାପାଙ୍କ ଅନ୍ତେ ଝିଅଙ୍କୁ ମିଳିବ ଚାକିରି । ସରକାରୀ ଚାକିରିରେ କାର୍ଯ୍ୟରତ ଥିବା ବେଳେ ବାପାଙ୍କ ମୃତ୍ୟୁ ହେଲେ ତାଙ୍କ ଅନ୍ତେ ତାଙ୍କ ଝିଅ ଉକ୍ତ ଚାକିରିରେ ଥଇଥାନ ହୋଇପାରିବେ । ଆଜି କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ବାଜିଛି । ଝିଅ ବିବାହିତ ହୁଅନ୍ତୁ…

ଚାନ୍ଦିପୁରରୁ ପରୀକ୍ଷଣ ହେବ ସ୍ବଳ୍ପ ଦୂରଗାମୀ ମିସାଇଲ

ବାଲେଶ୍ବର: ଚାନ୍ଦିପୁର ଆଇଟିଆର ଏଲସି-୩ କ୍ଷେପଣାସ୍ତ୍ର ଘାଟିରୁ ସ୍ବଳ୍ପ ଦୂରଗାମୀ ମିସାଇଲ ପରୀକ୍ଷଣ କରାଯିବ । ଏଥିପାଇଁ କ୍ଷେପଣାସ୍ତ୍ର ଘାଟି ଆଖପାଖ ଅଞ୍ଚଳ ଖାଲି କରାଯାଉଛି । ସକାଳ ୬ଟାରୁ ପରୀକ୍ଷା ଶେଷ ପର୍ଯ୍ୟନ୍ତ ଖାଲି ରହିବ ଅଞ୍ଚଳ । ପରୀକ୍ଷା ପାଇଁ ପାଖାପାଖି ୩ନଂ ଲଞ୍ଚପ୍ୟାଡର ଅଢେଇ…

ମାଲକାନଗିରି ଗ୍ରାଉଣ୍ଡରେ ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ଆଜି ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମାଲକାନଗିରିରେ ବନ୍ୟା ବିତ୍ପାତରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଆଜି ଅପରାହ୍ଣରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ବ ମନ୍ତ୍ରୀ…