Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଲି ମାଫିଆଙ୍କ ଦାଦାଗିରି; ଆକ୍ରମଣରେ ଜୁନିୟର ମାଇନିଂ ଅଫିସର ଆହତ

ବାଲେଶ୍ୱର: ଜୁନିୟର ମାଇନିଂ ଅଫିସରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ। ବାଲି ଚାଲାଣ ସୂଚନା ପାଇ ଚଢ଼ାଉ ବେଳେ ଅଫିସରଙ୍କୁ ଆକ୍ରମଣ। ରେମୁଣା ବ୍ଲକ୍ କାଠସଙ୍ଗଡ଼ା ତ୍ରିବେଣୀ ଘାଟରେ ଆକ୍ରମଣ ହୋଇଥିବାର ସୂଚନା ରହିଛି । ତେବେ ବାଲେଶ୍ବର ରେମୁଣା କାଠସଙ୍ଗଡାରେ ବାଲି ମାଫିଆଙ୍କ ଆକ୍ରମଣରେ ଜୁନିୟର…

ଲାଞ୍ଚ ନେଲା ବେଳେ ମହିଳା ସହକାରୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

କୋରାପୁଟ:୮ ହଜାର ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ମନରେଗା ଟଙ୍କା ରିଲିଜ କରିବାକୁ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜୟପୁର ଭିଜିଲାନ୍ସ ଦ୍ୱାରା ଧରା ପଡିଛନ୍ତି।…

ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା; ଚାଲିଛି ଯୋରଦାର ପ୍ରସ୍ତୁତି

ପୁରୀ: ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧା ମୂରତି । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀବିଗ୍ରହ । ଏଥିପାଇଁ ଶ୍ରୀମନ୍ଦିର ଭିତରେ ଥିବା ସୁନା କୂଅରୁ ଜଳ ଆସିଥାଏ । ଜଳଲାଗି ନୀତି ପରେ ବର୍ଷକୁ…

ଓଡ଼ିଆ ପୁଅ IPS ଉତ୍କଳ ରଂଜନଙ୍କୁ ମିଳିଲା RPSC ଅଧ୍ୟକ୍ଷ ଦାୟିତ୍ବ

ଭୁବନେଶ୍ବର:ଓଡ଼ିଆ ପୁଅ IPS ଉତ୍କଳ ରଂଜନ ସାହୁ ରାଜସ୍ଥାନ ଲୋକ ସେବା ଆୟୋଗ( Rajasthan Public Service Commission-RPSC) ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ରାଜସ୍ଥାନର ଡିଜିପି ଭାବେ କାର୍ଯ୍ୟ କରୁଥିଲେ ଉତ୍କଳ ରଂଜନ । ନୂଆ ଦାୟିତ୍ବ ନେଇ ବିଜ୍ଞପ୍ତି ଜାରି କରିଛନ୍ତି ରାଜସ୍ଥାନ…

ବର୍ଷକ ଭିତରେ ରାଜ୍ୟରେ ବିଜେପି ସରକାର ୨୮ ହଜାର ନିଯୁକ୍ତି ଦେଇଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜୁନ୍ ୧୨ ତାରିଖ ଅର୍ଥାତ୍ ଗୁରୁବାର ଓଡିଶାରେ ବିଜେପି ସରକାର ତାର ଶାସନର ପ୍ରଥମ ବର୍ଷ ପୂରଣ କରିବ । ଏହା ପୂର୍ବରୁ ରାଜ୍ୟ ସରକାର ଲୋକଙ୍କ ପାଇଁ କ’ଣ ସବୁ କରିଛନ୍ତି ସେନେଇ ଟିକ ନିକ କରି ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଣମାଧ୍ୟମରେ ସେ କହିଛନ୍ତି ଯେ, ୧…

ସରକାରଙ୍କ ବର୍ଷପୂର୍ତ୍ତି ନେଇ ନବୀନଙ୍କ ସମାଲୋଚନା: ‘କହୁଛନ୍ତି ଲୋକଙ୍କ ସରକାର, ହେଲେ ଲୋକ କାହାନ୍ତି?’

ଭୁବନେଶ୍ବର: ବିଜେପି ସରକାରଙ୍କ ବର୍ଷପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସରକାରଙ୍କୁ ଖାଲି ପ୍ରଚାର ପ୍ରଚାର ସର୍ବସ୍ବ କହି କଡା ସମାଲୋଚନା କରିଛନ୍ତି ନବୀନ । ତେବେ ଆଜି ଶଙ୍ଖ ଭବନରେ ଆୟୋଜିତ ବିଜେଡିର ଜନଜାଗରଣ କାର୍ଯ୍ୟକ୍ରମରେ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଗଲେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ଜଣେ ଠିକାଦାରଙ୍କଠାରୁ ୮,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ମଙ୍ଗଳବାର ଦିନ ଜଣେ କନିଷ୍ଠ ଯନ୍ତ୍ରୀ (JE)ଙ୍କୁ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ବରଗଡ଼ ଗାଇସିଲେଟ ବ୍ଲକ୍ ଡାଙ୍ଗବାହାଲ ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ…

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣାରେ ୧୦ ଗିରଫ

ଗଜପତି: ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣାରେ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ। ଗଜପତି ଜିଲ୍ଲା ମୋହନା ଥାନା କୁଇହୁରୁ ଗାଁରେ କାମ୍ବି ମଳିକ ହତ୍ୟା ଘଟଣାର ସମ୍ପୃକ୍ତ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫଙ୍କ ମଧ୍ୟରେ ୮ ମହିଳା ଥିବାବେଳେ ୨ ଜଣ ପୁରୁଷ ଅଛନ୍ତି । ହତ୍ୟାକାଣ୍ଡରେ…

ଆଜି ପ୍ରକାଶ ପାଇବ OJEE 2025 ଫଳାଫଳ; ଏହି ସମୟରେ ରେଜଲ୍ଟ କରିପାରିବେ ଚେକ୍

ଭୁବନେଶ୍ବର: ମଙ୍ଗଳବାର ଅର୍ଥାତ୍ ଆଜି ପ୍ରକାଶ ପାଇବ OJEE-୨୦୨୫ ରେଜଲ୍ଟ। ସନ୍ଧ୍ୟା ୫ରୁ ୬ ମଧ୍ୟରେ ଆସିବ ରେଜଲ୍ଟ। ଶିଳ୍ପମନ୍ତ୍ରୀ ଆନୁଷ୍ଠାନିକ ଭାବେ OJEE-୨୦୨୫ ରେଜଲ୍ଟ ଘୋଷଣା କରିବେ। ojee.nic.in ୱେବ୍‌ସାଇଟ୍‌ରେ ଛାତ୍ରୀଛାତ୍ର ନିଜ ର଼୍ୟାଙ୍କ୍‌ କାର୍ଡ ପାଇପାରିବେ। ଆସନ୍ତା ମେ ୨…

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଘଟଣା: ୮ ଗିରଫ

ବାରିପଦା: ଜୁନ୍ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅତିରିକ୍ତ ତହସିଲଦାରଙ୍କୁ ନିର୍ଘାତ ମାଡ଼ ମାରିବା ସହ ପଥର ଛେଚି ତାଙ୍କ କାର୍‌ ଭାଙ୍ଗିବା ଘଟଣାରେ ଆଠ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଡିଆଇଜି (ପୂର୍ବ ରେଞ୍ଜ) ସତ୍ୟଜିତ ନାୟକ ଗଣମାଧ୍ୟମକୁ କହିଛନ୍ତି ଯେ କପ୍ତିପଦାର ଅତିରିକ୍ତ…