Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଗ୍ଲୋବାଲ୍ ବାୟୋ ଇଣ୍ଡିଆ-୨୦୨୪’ରେ ପ୍ରଦର୍ଶନ କରିବ ଓଡ଼ିଶା

ଭୁବନେଶ୍ୱର: ଭାରତର ଅର୍ଥନୀତିକୁ ଆଗାମୀ ଦିନରେ ବାୟୋଟେକ୍ନୋଲୋଜି କ୍ଷେତ୍ର ବିଶେଷ ଭାବେ ସମୃଦ୍ଧ କରିବାକୁ ଯାଉଛି। ଏଥିରେ ଓଡ଼ିଶାର ଏକ ବଳିଷ୍ଠ ଯୋଗଦାନ ରହିବ। ସେପ୍ଟେମ୍ବର ୧୨ରୁ ୧୪ ତାରିଖ ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ହେବାକୁ ଥିବା ‘ଗ୍ଲୋବାଲ ବାୟୋ ଇଣ୍ଡିଆ-୨୦୨୪’ ଅନ୍ତର୍ଜାତୀୟ…

ଭାରସାମ୍ୟ ହରାଇ ଓଲଟିଲା ବସ୍, ୫ ପୁଲିସ କର୍ମଚାରୀ ଆହତ

କେନ୍ଦୁଝର: ଓଲଟିଲା ପୁଲିସ ବସ୍, ୫ କର୍ମଚାରୀ ଆହତ। କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ପୁଲିସ୍‌ ବସ୍। ତେଲକୋଇ ବନ୍ଦ ସ୍ଥାନକୁ ଡ୍ୟୁଟିରେ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ଆହତ ହୋଇଥିବା ପୁଲିସ କର୍ମଚାରୀଙ୍କର ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା…

ଅନିର୍ଦ୍ଦିଷ୍ଟ କାଳ ପାଇଁ କୁଚିଣ୍ଡାରୁ ଘରୋଇ ବସ୍ ଚଳାଚଳ ବନ୍ଦ

ସମ୍ବଲପୁର: ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କୁଚିଣ୍ଡାରୁ ଘରୋଇ ବସ୍ ଚଳାଚଳ ବନ୍ଦ। କୁଚିଣ୍ଡାରୁ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼କୁ ବସ୍ ବନ୍ଦ। କୁଚିଣ୍ଡାରୁ ଗଡିବନି ଘରୋଇ ବସ। ବସ ଚଳାଚଳ ବନ୍ଦ ନେଇ ଡାକରା ଦେଇଚି ଘରୋଇ ବସ୍ ମାଲିକ ସଂଘ । କୁଚିଣ୍ଡା-ଝାରସୁଗୁଡା ଘରୋଇ ବସ…

୧୨ ଘଣ୍ଟିଆ ତେଲକୋଇ ବନ୍ଦ

କେନ୍ଦୁଝର: ୧୨ ଘଣ୍ଟିଆ ତେଲକୋଇ ବନ୍ଦ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତେଲକୋଇ ବନ୍ଦ ଡାକରା ଦେଇଛି। ସମାକୋଇ-ଚକଦର ପ୍ରକଳ୍ପକୁ ବିରୋଧ କରି ବନ୍ଦ ପାଳନ କରାଯାଉଛି। ଜଗମୋହନପୁର ଠାରେ ୪୯ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି। ସମାକୋଇ-ଚକଦର ପ୍ରକଳ୍ପ ସମନ୍ୱୟ ସମିତି ପକ୍ଷରୁ ଏହି…

ପୋଲିସ ହେପାଜତରେ ଶ୍ରୀମନ୍ଦିର ଦଧି ନଉତିରେ ଚଢ଼ିଥିବା ବ୍ୟକ୍ତି

ପୁରୀ: ପୋଲିସ ହେପାଜତରେ ଶ୍ରୀମନ୍ଦିର ଦଧି ନଉତିରେ ଚଢ଼ିଥିବା ବ୍ୟକ୍ତି। ବ୍ୟକ୍ତି ଜଣକ କିଛି ସମୟ ପୂର୍ବରୁ ଶ୍ରୀମନ୍ଦିର ଦଧି ନଉତି ଉପରେ ଚଢ଼ିବା ସହ ସେଠାରେ ଅନେକ ସମୟ ଧରି ବୁଲା ଚଲା କରିଥିଲେ। ବ୍ୟକ୍ତି ଜଣଙ୍କୁ ତଳକୁ ଓହ୍ଲାଇ ଅଣାଯିବା ପରେ ତାଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖାଯାଇଛି।…

କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ସ୍ଥାନାନ୍ତର ୩୧ ଶହ ଲୋକ

ବାଲେଶ୍ୱର: କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ସ୍ଥାନାନ୍ତର ହେଉଛନ୍ତି ୬ଟି ଗାଁର ୩୧ ଶହ ଲୋକ। ସମସ୍ତଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ। ଆସନ୍ତାକାଲି ଚାନ୍ଦିପୁର ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ ମିସାଇଲ ପରୀକ୍ଷଣ କରାଯିବ। ବୁଧବାର ଗଣମାଧ୍ୟମକୁ ସୂଚନା ଦେଇ…

୨୦୨୪-୨୫ ଆର୍ଥିକ ବର୍ଷରେ କ୍ରୀଡା ବିକାଶ ପାଇଁ ୧,୩୧୫ କୋଟି ଟଙ୍କା ଆବଣ୍ଟନ କଲେ ସରକାର

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ରେ ଓଡିଶା ସରକାର ୧,୩୧୫ କୋଟି ଟଙ୍କା କ୍ରୀଡା ଏବଂ ଯୁବସେବା ପାଇଁ ବ୍ୟୟ କରିବାକୁ ନିର୍ଧାରିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷର କ୍ରୀଡା ବଜେଟ କୁ ବିଗତ ବର୍ଷ ଠାରୁ ୯୮ କୋଟି ଟଙ୍କା ଅଧିକ ବଢାଇଛନ୍ତି, ଯାହା ବିଗତ ବର୍ଷ ୧,୨୧୭ କୋଟି…

ବରଗଡରେ ସ୍କ୍ରବ ଟାଇଫସ, ଗଲାଣି ୩ ଜୀବନ

ବରଗଡ: ଚଳିତ ସପ୍ତାହରେ ବରଗଡର ଏକ ଘରୋଇ କ୍ଲିନିକରେ ସ୍କ୍ରବ୍ ଟାଇଫସରେ ତିନି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ନେଇ ବୁଧବାର ଦିନ ସୂଚନା ଦେଇଛନ୍ତି ସିଡିଏମଓ ନିରୁପମା ଷଡଙ୍ଗୀ। ସେ କହିଛନ୍ତି, ଏହି ମାସରେ ELISA ଟେଷ୍ଟ ଦେଇଥିବା ୨୦ଜଣଙ୍କ ମଧ୍ୟରେ ତିନୋଟି ମାମଲା ଚିହ୍ନଟ ହୋଇଛି।…

‘ବାଲିଯାତ୍ରାକୁ ନେଇ ଲାଗୁ ହେଉ ପୁରୁଣା ପ୍ରକ୍ରିୟା’

ଭୁବନେଶ୍ୱର: ଆଜି ବିଧାନସଭାରେ ବାଲିଯାତ୍ରା କଥା ଉଠାଇଛନ୍ତି କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସେ କହିଛନ୍ତି ବାଲିଯାତ୍ରାରେ ଦୋକାନ ନିଲାମ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଯାଉ । ପୂର୍ବ ରୁ ଯାହା ଚାଲିଥିଲା ସେହି ପ୍ରକ୍ରିୟାରେ ଦୋକାନ କରିବା ପାଇଁ ସୁଲଭ ମୂଲ୍ୟରେ ଦୋକାନ…

ରାସନ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର: ରାସନକାର୍ଡକୁ ନେଇ ଆସିଲା ବଡ ଅପଡେଟ୍ । ବିଧାନସଭାରେ ବିଧାୟିକା ସୋଫିଆ ଫିରର୍ଦ୍ଦୋସଙ୍କ ପ୍ରଶ୍ନରେ ଉତ୍ତର ରଖି ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ୨୦୧୬-୧୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାସନ କାର୍ଡରୁ ୧୬ ଲକ୍ଷ ୨୭ ହଜାର ୯୨୦ ଜଣଙ୍କ…