Latest Odisha News

BREAKING NEWS

Browsing Category

ଓଡିଶା

Odisha

ବନ୍ଧୁକ ମୁନରେ ଲୁଟ୍, ନେଇଗଲେ ବହୁ ମୂଲ୍ୟ ସୁନା ଅଳଙ୍କାର

ରାଉରକେଲା: ରାଉରକେଲାରେ ମାତିଛନ୍ତି ଲୁଟେରା । ସହରର ଆମ୍ବେଦକର ଛକରେ ଏକ ଗହଣା ଦୋକାନରୁ ହୋଇଛି ଲୁଟ୍ । ଜଣେ ଦୋକାନୀଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଠାରୁ ୫୦ ହଜାର ଟଙ୍କାର ସୁନା ନେଇଗଲେ ଲୁଟେରା । ଖବର ମୁତାବକ, ଜଣେ ସୁନା ଦୋକାନୀ ଦୋକାନ ବନ୍ଦ କରୁଥିବା ବେଳେ ଦୁଇ ଜଣ ଦୁର୍ବୁତ୍ତ ଆସି…

ଗିରଫ ହେଲେ ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ

ଭୁବନେଶ୍ୱର: ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ରେଡ୍‌ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଭୁବନେଶ୍ବରରେ ଦେଢ଼ କୋଟିର ୪ ମହଲା କୋଠା ଠାବ ହୋଇଛି। ତାଙ୍କର ଅମାପ…

ଆଜିଠୁ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ

ଭୁବନେଶ୍ବର: ଆଜିଠୁ ଗଡ଼ିଲା ‘ସୁଭଦ୍ରା’ ରଥ । ଭୁବନେଶ୍ବର ଗାନ୍ଧୀମାର୍ଗରୁ ଗଡିଲା ଶୁଭଦ୍ରା ରଥ । ‘ସୁଭଦ୍ରା’ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗଡ଼ିବ ଏହି ସୁଭଦ୍ରା ରଥ । ଗଣେଶ ପୂଜା ଅବସରରେ ପତାକା ଦେଖାଇ ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।…

ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି ପାଇଁ ୩୦ ପ୍ଲାଟୁନ ଫୋର୍ସ ମୁତୟନ

ସମ୍ବଲପୁର: ଆସନ୍ତାକାଲି ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୁରକ୍ଷା କଡ଼ାକଡ଼ି ପାଇଁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି। ଏହା ପୂର୍ବରୁ ସମ୍ବଲପୁରରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଗତକାଲି ସନ୍ଧ୍ୟା ୬ଟାରେ ଧନକଉଡ଼ା ଛକ ନିକଟରୁ ଫ୍ଲାଗମାର୍ଚ୍ଚ ଆରମ୍ଭ…

ଆସନ୍ତା ସୋମବାର ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ

ଭୁବନେଶ୍ବର: ଆସନ୍ତା ୯ ତାରିଖ ସୋମବାର ଦିନ ରାଜ୍ୟରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ । ନୂଆଁଖାଇ ପାଇଁ ୯ ତାରିଖ ଛୁଟିଥିବାରୁ ବନ୍ଦ ରହିବ ବ୍ୟାଙ୍କ । ଏହି ଦିନ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ବନ୍ଦ ରହିବ । ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଁଖାଇ ହୋଇଥିବାରୁ ଏହି ପର୍ବକୁ…

ବାଇକ ଧକ୍କାରେ ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ନୟାଗଡ: ବାଇକ ଧକ୍କାରେ ଆଖି ବୁଜିଲେ ଦୁଇ ଯୁବକ । ଏହି ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁ ଛକରେ । ଏତେ ଭୟଙ୍କର ଦୁର୍ଘଟଣା ଥିଲା ଯେ, ରାସ୍ତା ଉପରେ ମୃତକଙ୍କ ଶରୀର ଛିନ୍ନ ବିଛିନ୍ନ ହୋଇ ପଡ଼ିଛି । ତେବେ ମୃତକ ଦ୍ୱୟ ହେଲେ ଡିଗିରି ଗ୍ରାମର ଶୁକ୍ର ବାଜୁ ଓ ଡିହଗାଁ…

ଫୁଡ୍ ଷ୍ଟଲରେ ସିଏମସିର ଚଢ଼ାଉ

କଟକ: କଟକ ରାଣୀହାଟ ଛକର ରାସ୍ତାକଡ଼ରେ ଥିବା ବିଭିନ୍ନ ଫୁଡ୍ ଷ୍ଟଲରେ ଚଢାଉ କରିଛି ସିଏମସି। ରାସ୍ତାକଡ଼ରେ ଥିବା ବିଭିନ୍ନ ଫୁଡ୍ ଷ୍ଟଲକୁ ଯାଇ ଖାଦ୍ୟମାନ ଯାଞ୍ଚ କରିଛି ସିଏମସି। ରାଣୀହାଟ, କଲେଜ ଛକ, ଯୋବ୍ରା ତାଳଦଣ୍ଡା ପାର୍ଶ୍ୱରେ ଥିବା ଶତାଧିକ ଚାଟ୍ ଦୋକାନ, ଗୁପଚୁପ, ମୋମୋ ଓ ବରା ପିଆଜି…

ବାଲୁକା କଳାରେ ପ୍ରଭୁ ଗଜାନନ, ଗଣେଶ ପୂଜା ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ହେଉଛି ଗଣେଶ ଚତୁର୍ଥୀ। ପବିତ୍ର ଗଣେଶ ପୂଜା ଅବସରରେ ଚାରିଆଡେ ଉତ୍ସବର ମାହୋଲ। ଧୁମଧାମ୍‌ରେ ଚାଲିଛି ଗଣେଶ ପୂଜା। ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସାହ ଉଦ୍ଦୀପନା। ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଗଜାନନ। ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ…

ଫିକା ପଡ଼ିବ ଗଣେଶ ପୂଜା: ୪ ଦିନ ଯାଏ ପ୍ରବଳ ବର୍ଷା, ୨୧ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ଫିକା ପଡିବ ଗଣେଶ ପୂଜା। ରାଜ୍ୟରେ ଗଣେଶ ପୂଜାକୁ ନେଇ ଚାରିଆଡେ ଉତ୍ସାହର ମାହୋଲ ଥିବା ବେଳେ ବର୍ଷା ପାଇଁ ଫିକା ପଡିପାରେ ଗଣେଶ ପୂଜା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ସୃଷ୍ଟ ଲଘୁଚାପ ଯୋଗୁଁ ଆଜିଠୁ ପ୍ରବଳ ବର୍ଷା। ଆଜିଠୁ ୪ ଦିନ ଯାଏଁ ବିଭିନ୍ନ…

ଆଜି ଗଣେଷ ଚତୁର୍ଥୀ: ଧରାବତରଣ କରିବେ ବିଘ୍ନବିନାଶକ

ଭୁବନେଶ୍ଵର: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ । ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀକୁ ଗଣେଷ ଚତୁର୍ଥୀ ରୂପେ ପାଳନ କରାଯାଏ । ଏହି ଦିନରେ ବିଦ୍ୟାର ଦେବତା ତଥା ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା କରାଯାଏ । ଅଗ୍ରପୂଜ୍ୟଙ୍କ ପୂଜା ପାଇଁ ଗାଁ ଠାରୁ ସହର ସବୁଆଡ଼େ ଉତ୍ସବ ମୁଖର । ସମସ୍ତଙ୍କ…