Latest Odisha News

BREAKING NEWS

Browsing Category

ଓଡିଶା

Odisha

ତହସିଲଦାର ଅଫିସ୍ ଲୋକଙ୍କ ପାଇଁ ଭୟ ନୁହେଁ, ବିଶ୍ୱାସର ସ୍ଥାନ ହେଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତହସିଲଦାର ଅଫିସ୍ ଲୋକଙ୍କ ପାଇଁ ଭୟ ନୁହେଁ, ବିଶ୍ୱାସର ସ୍ଥାନ ହେଉ। ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ। ଏଣୁ  ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ l ଆପଣଙ୍କ ଅଫିସ୍…

ବଡ଼ଦାଣ୍ଡରୁ ହଟିବେ ଖଜା ବିକ୍ରି କରୁଥିବା ଉଠା ଦୋକାନୀ ଓ ବ୍ୟବସାୟୀ

ପୁରୀ: ପୁରୀ ବଡ଼ଦାଣ୍ଡରେ ଖଜା ବିକ୍ରି କରୁଥିବା ଉଠା ଦୋକାନୀ ମହାପ୍ରସାଦ ନାମ କହି ଖଜା ବିକ୍ରି କରୁଛନ୍ତି। ନିମ୍ନମାନର ଖଜାକୁ ଚଢ଼ା ଦାମରେ ବିକ୍ରି କରିବା ସହ ଓଜନ ମାପରେ ମଧ୍ୟ ଠକେଇ କରୁଛନ୍ତି। ଏନେଇ ସିଂହ ଦ୍ଵାର ଥାନାରେ ଅଭିଯୋଗ ହେବାପରେ ଆକ୍ସନ ମୋଡକୁ ଆସିଛି ଜିଲ୍ଲା ପ୍ରଶାସନ।…

ଜୁନ୍ ୪…ବର୍ଷେ ପରେ କିଏ କେଉଁଠି?

ଭୁବନେଶ୍ବର: ଜୁନ୍ ୪ । ଓଡିଶା ରାଜନୈତିକ ଇତିହାସରେ ପରିବର୍ତ୍ତନର ଦିନ । ବର୍ଷକ ତଳେ ୨୪ବର୍ଷର ବିଜେଡି ସରକାରକୁ ହଟାଇ ବିଜେପିକୁ ସରକାରରେ ବସାଇଥିଲେ ଜନତା । ବଦଳିଥିଲା ଦଳର ପରିଚୟ । ଶାସକରୁ ବିରୋଧୀ ସିଟରେ ବସିଥିଲା ବିଜେଡି । ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟନାୟକ…

ଭୁଲ ଇଞ୍ଜେକସନରୁ ମୃତ୍ୟୁ ମାମଲା: ଘଟଣାର ତଦନ୍ତ କରିବ ପାଞ୍ଚ ଜଣିଆ ଟିମ

ଭୁବନେଶ୍ୱର: ଭୁଲ୍ ଇଞ୍ଜେକସନ୍ ଦିଆଯିବା ଯୋଗୁଁ ଚାଲିଗଲା ୫ ରୋଗୀଙ୍କ ଜୀବନ। ଏହି ଘଟଣାର ତଦନ୍ତ କରିବ ପାଞ୍ଚ ଜଣିଆ ଟିମ। ଡିଏମଇଟି ଗଠନ କରିଛନ୍ତି ପାଞ୍ଚ ଜଣିଆ ଟିମ। ଏହି ଟିମରେ ଏମକେସିଜି ବ୍ରହ୍ମପୁରରୁ ତିନି ଜଣ ଓ ଏସସିବିରୁ ଦୁଇ ଜଣ ସଦସ୍ଯ ରହିଛନ୍ତି। ଏମାନେ ସହିଦ ଲଷ୍ମଣ ନାୟକ…

ଜଗତପୁରରେ ନକଲି ମୋବିଲ କମ୍ପାନୀ ଉପରେ ରେଡ୍‌

କଟକ: କଟକ ଜଗତପୁରରେ ନକଲି ମୋବିଲ କମ୍ପାନୀ ଠାବ ହୋଇଛି । ବୁଧବାର ଜଗତପୁର ଥାନା ଅନ୍ତର୍ଗତ ଖଇରାପୋଲ ନିକଟରେ ଥିବା ସୁନାରୀବଣ ଅଞ୍ଚଳରେ ଥିବା ଏହି ନକଲି କମ୍ପାନୀ ଉପରେ ପୋଲିସ ଏବଂ ଓଜନ ମାପ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଚଢାଉ ସମୟରେ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ ହୋଇଛ ।…

ଓଡ଼ିଶାର ୩ ଜିଲ୍ଲାରେ ଝଡ଼ବର୍ଷା ନେଇ ଅରେଞ୍ଜ ସତର୍କତା ଜାରି 

ଭୁବନେଶ୍ୱର: ଓଡ଼ିଶାର ୩ଟି ଜିଲ୍ଲା ପାଇଁ ବୁଧବାର ଅରେଞ୍ଜ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଆଗାମୀ ୨ ଘଣ୍ଟା ମଧ୍ୟରେ କଳାହାଣ୍ଡି, ମୟୂରଭଞ୍ଜ ଏବଂ ନୂଆପଡାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିବା ସହିତ ମଧ୍ୟମ ଧରଣର ଝଡ଼ବର୍ଷା…

ଆସନ୍ତାକାଲିଠୁ ଡେଙ୍ଗୁ ପ୍ରତିହତ ପାଇଁ ବିଏମସି ପାଳିବ ଡ୍ରାଏ ଡେ

ଭୁବନେଶ୍ବର: ଆସନ୍ତାକାଲିଠୁ ଡେଙ୍ଗୁ ପ୍ରତିହତ ପାଇଁ ବିଏମସି ପାଳିବ ଡ୍ରାଏ ଡେ । ରାଜଧାନୀର ସମସ୍ତ ୱାର୍ଡରେ ଡ୍ରାଏ ଡେ ପାଳନ ନେଇ କର୍ପୋରେଟରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ଅଧିକ ସଂଖ୍ୟକ ଷ୍ଟାଫ ନିୟୋଜିତ କରାଯାଇଛି । ବିଏମସିର ୭୦ କର୍ମଚାରୀ…

ପୁରୀରୁ ୫ ଧାର୍ମିକ ସ୍ଥଳ ପାଇଁ ଗଡ଼ିଲା ବସ୍‌

ପୁରୀ: ପୁରୀରୁ ୫ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳ ପାଇଁ ଗଡ଼ିଲା ସୁପର ପ୍ରିମୟମ ବସ୍‌ । ତିରୁପତି, ଅଯୋଧ୍ୟା, ଉଜ୍ଜୟିନୀ, ହାଇଦ୍ରାବାଦ ଓ ଭିଲାଇକୁ ଗଡ଼ିଲା ବସ୍‌ । କିଲୋମିଟର ପିଛା ପୁରୁଷଙ୍କ ପାଇଁ ୨ ଟଙ୍କା ଓ ମହିଳାଙ୍କ ପାଇଁ ୧ ଟଙ୍କା ଲାଗୁ କରାଯାଇଛି । ଗତକାଲି ଏହି ଯୋଜନାକୁ…

ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କେଜି ବିସ୍ଫୋରକ ମିଳିଲା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜିର ବିସ୍ଫୋରକ । ଜଙ୍ଗଲର ବିଭିନ୍ନ ସ୍ଥାନରୁ ସୁରକ୍ଷାକର୍ମୀମାନେ ଏହି ବିସ୍ଫୋରକ ମାନ ଜବତ କରିଛନ୍ତି । ଏହାପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସୋମବାର ରାଉରକେଲା ଏସପି ନିତେଶ ୱାଧୱାନୀଙ୍କ…

ଆଇସ୍ ଫ୍ୟାକ୍ଟ୍ରି ରୁ ଆମୋନିଆ ଗ୍ୟାସ ଲିକ୍, ୪ ଅସୁସ୍ଥ

ପାରାଦ୍ଵୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଲକ୍‍ ଥାନା ପାରଦ୍ୱୀପଗଡ ପ୍ଲାଣ୍ଟରେ ଅଘଟଣ। ଏଠାରେ ଥିବା ଆଇସ୍‍ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍‍ ଲିକ୍‍ ହୋଇଥିବା ସୂଚନା ମିଳିଛି । ଗ୍ୟାସ୍‍ ଲିକ୍‍ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ୪ଜଣ ଶ୍ରମିକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି।…