Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖାକିରେ ଦାଗ: ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ମହିଳା ଥାନା ଏଏସଆଇ

ବ୍ରହ୍ମପୁର: ପୁଣି ଲାଗିଲା ଖାକିରେ ଦାଗ। ପୋଲିସ ଜନସାଧାରଣଙ୍କୁ ସେବା ଯୋଗାଇବା ବଦଳରେ ତାଙ୍କ ଠାରୁ ଲାଞ୍ଚ ଗ୍ରହଣ କରୁଛନ୍ତି ଖୋଦ ପୋଲିସ। ବୁଧବାର ଏମିତି ଏକ ଘଟଣା ଘଟାଇଛନ୍ତି ଜଣେ ମହିଳା ଥାନାର ମହିଳା ଏଏସଆଇ। ଭିଜିଲାନ୍ସ ଜାଲରେ ପଡିଛନ୍ତି ମହିଳା ପୋଲିସ। ଲାଞ୍ଚ ନେଲା ବେଳେ ଧରାପଡ଼ିଲେ…

ବିସ୍ଫୋରକ ଗୋଦାମ ମାଲିକ ଗିରଫ ଘଟଣା: ସ୍ତ୍ରୀଙ୍କ ନାଁରେ ମଧ୍ୟ ରହିଛି ଗୋଦାମ ଲାଇସେନ୍ସ

ରାଉରକେଲା: ବାରୁଦ ଗୋଦାମ ଘଟଣାରେ ନୂଆ ମୋଡ଼। ସ୍ବାମୀ-ସ୍ତ୍ରୀ ଚଳାଉଥିଲେ ବାରୁଦ ଗୋଦାମ। ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ ଘଟଣାରେ ତାଙ୍କ ସହ ପତ୍ନୀ ନିକିତାଙ୍କ ନାଁରେ ମଧ୍ୟ ରହିଛି ଗୋଦାମ ଲାଇସେନ୍ସ। ଉଭୟଙ୍କ ନାଁରେ ୨ଟି ଲେଖାଏଁ ଲାଇସେନ୍ସ ରହିଥିବା ସୂଚନା ମିଳିଛି।…

ପୁଣି ଖାକିରେ ଦାଗ; ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନଷ୍ଟେବଳ ଗିରଫ

ସମ୍ବଲପୁର: ରକ୍ଷକ ସାଜିଲା ଭକ୍ଷକ । ସମ୍ବଲପୁରରେ ଜଣେ ପୋଲିସ କର୍ମଚାରୀ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି । ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନେଷ୍ଟବଳଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଗିରଫ କନଷ୍ଟେବଳ ଜଣକ ହେଲେ ବରେଇପାଲି ଥାନାରେ କାର୍ଯ୍ୟରତ…

ଅତିରିକ୍ତ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ମିଳିଲା ସିସିଟିଭି ଫୁଟେଜ, ୩ ଗିରଫ

ଉଦଳା: ରେଡ୍‌ ବେଳେ ଅତିରିକ୍ତ ତହସିଲଦାର ଭୀମକାନ୍ତି ମାଝୀଙ୍କୁ ଆକ୍ରମଣ ଘଟଣା । ସଂଘବଦ୍ଧ ଆକ୍ରମଣ ସମୟର ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ଆଧାର କରି ଘଟଣାରେ ଏବେ ଯାଏଁ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କୁ ପଚରାଉଚରା କରିବା ସହ ତନାଘନା ଜାରି ରଖିଛି ପୋଲିସ । ଗିରଫ ୩ ଜଣ ଲଘୁ…

ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ନିଜେ ଲାଇସେନ୍ସ ବନ୍ଧୁକ ରଖି ଶିକାରୀଙ୍କୁ ବିକୁଥିଲା ଗୁଳି

ମୟୁରଭଞ୍ଜ: ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀଙ୍କ ଗୁଳି ବେପାର। ନିଜେ ଲାଇସେନ୍ସରେ ବନ୍ଧୁକ ରଖି ଶିକାରୀଙ୍କୁ ଯୋଗାଉଥିଲେ ଗୁଳି। ଏହି ବେଆଇନ ବନ୍ଧୁକ ଗୁଳି କାରବାରର ମୁଖ୍ୟ ଆସାମୀକୁ ଗିରଫ କରିଛି ପୋଲିସ। ଗିରଫ ଅପରାଧୀ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଧିନ ଧୋବଣୀଶୋଳ…

ଦେଶୀ ବନ୍ଧୁକ କାରଖାନା ଉପରେ ଚଢଉ; ୩ ଗିରଫ, ବିପୁଳ ପରିମାଣରେ ସାମଗ୍ରୀ ଜବତ

ନୟାଗଡ଼: ଦଶପଲ୍ଲା ପାହାଡ଼ ଉପରେ ଥିବା ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ପୋଲିସର ଚଢ଼ଉ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକମାନେ ହେଲେ ଦଶପଲ୍ଲା ମଧ୍ୟଖଣ୍ଡ ଅଞ୍ଚଳର ତପନ ପରିଡ଼ା (୨୫) ଓ ଗୋବର୍ଦ୍ଧନ ପରିଡ଼ା (୪୮), ଢିଅସାହିର ରାଜେଶ କୁମାର ପ୍ରଧାନ (୨୭) ।…

ଗୁଳୁଗୁଳିରେ ନୟାନ୍ତ, ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ

ଭୁବନେଶ୍ୱର: ଗୁଳୁଗୁଳିରେ ନୟାନ୍ତ ରାଜ୍ୟବାସୀ। ଆଗାମୀ ତିନି ଦିନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ। ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ହୋଇପାରେ। ୫ ଓ ୬ ତାରିଖରେ ବି ଅସମ୍ଭାଳ ତାତିରୁ ନିସ୍ତାର ମିଳିବନି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ…

ସବୁ ଟ୍ରାଫିକ୍‌ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲାଗିବ ତୁଳସୀ ଗଛ

ଭୁବନେଶ୍ୱର: ରାଜଧାନୀର ସବୁ ଟ୍ରାଫିକ୍‌ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲାଗିବ ତୁଳସୀ ଗଛ । ଏଭଳି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଅମ୍ଳଜାନ କମିକମି ଯାଉଛି । ତୁଳସୀ ଗଛ ଅମ୍ଳଜାନ ଦେଉଥିବାରୁ ଏହାକୁ ଯେତେ…

ଭୁଲ ଇଞ୍ଜେକ୍ସନ ଯୋଗୁଁ ୫ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

କୋରାପୁଟ: ଭୁଲ୍ ଇଞ୍ଜେକସନ୍ ଦିଆଯିବା ଯୋଗୁ ଚାଲିଗଲା ୫ ରୋଗୀଙ୍କ ଜୀବନ । ଏଭଳି ଅଭିଯୋଗ ଆସିଛି କୋରାପୁଟର ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜରୁ । ଆଇସିୟୁରେ ଚିକିତ୍ସିତ ୩ ଜଣ ଓ ଓ୍ବାର୍ଡରେ ଥିବା ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି ଘଟଣା…

ବର୍ଷା ଯୋଗୁଁ ଭୁଶୁଡ଼ିଲା ନିର୍ମାଣଧିନ କୋଠା; ଜଣେ ଶ୍ରମିକ ମୃତ, ୨ ଆହତ 

ଭୁବନେଶ୍ୱର: ଭୁବନେଶ୍ୱରରେ ମଙ୍ଗଳବାର ଦିନ ଏକ ପୁରୁଣା କୋଠାର ନବୀକରଣ କାର୍ଯ୍ୟ ସମୟରେ ଏକ କଂକ୍ରିଟର କିଛି ଅଂଶ ଖସିପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀତ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ପୋଖରିପୁଟ ଅଞ୍ଚଳର ଲିଙ୍ଗରାଜ ବିହାରରେ ସାତ…