Latest Odisha News

BREAKING NEWS

Browsing Category

ଓଡିଶା

Odisha

ମମତାଙ୍କ ପରେ ପୁଣି ପଦ୍ମ ଧରିଲେ ବିଜେଡିର ଆଉ ଜଣେ ରାଜ୍ୟସଭା ସାଂସଦ 

ଭୁବନେଶ୍ୱର: ପୁଣି ଆଉ ଜଣେ ବିଜେଡ଼ି ରାଜ୍ୟସଭା ସାଂସଦ ବିଜେପି ସହ ହାତ ମିଳାଇଛନ୍ତି । ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ବିଜେଡିରୁ ବହିଷ୍କୃତ ହୋଇଥିବା ସୁଜିତ କୁମାର। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ତେବେ ଏଇ କିଛି ସମୟ…

ଦଳରୁ ବହିଷ୍କାର ହେଲେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର 

ଭୁବନେଶ୍ୱର: ଦଳରୁ ବହିଷ୍କାର ହେଲେ ବିଜେଡି ରାଜ୍ୟସଭା ସାଂସଦ ସୁଜିତ୍ କୁମାର। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ସଭାପତି ନବୀନ ପଟ୍ଟନାୟକ। ଏନେଇ ବିଜେଡି ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ଯେଉଁଥିରେ ଲେଖାଯାଇଛି, "ଦଳ ବିରୋଧୀ ନୀତି ପାଇଁ ସାଂସଦ…

ବଞ୍ଚାଇବାକୁ ଯାଇ ମାଡ଼ ଖାଇଲେ ପୋଲିସ, ୨ ଆହତ

ଯାଜପୁର: ରକ୍ଷା କରିବାକୁ ଯାଇଥିଲେ ହେଲେ ନିଜେ ଆକ୍ରମଣର ଶିକାର ହେଲେ ରକ୍ଷକ। ଏମିତି କିଛି ଅଭାବନୀୟ ଘଟଣା ଘଟିଛି ଯାଜପୁରରେ। ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବାପା ପୁଅଙ୍କ ଝଗଡ଼ା ତୁଟାଇବାକୁ ଯାଇ ପୋଲିସ ଆହତ ହୋଇଛନ୍ତି। ଉକ୍ତ ଗାଁର ଜଣେ ବ୍ୟକ୍ତି ପାରିବାରିକ କଳହକୁ ନେଇ ୧୧୨କୁ କଲ୍‌…

ହଷ୍ଟେଲରେ ସିନିୟରଙ୍କ ଦାଦାଗିରି: ୨୨ ଜଣଙ୍କୁ ମାଡ଼ ମାରିଥିବା ଅଭିଯୋଗ

ନୂଆପଡ଼ା: ପୁଣି ହଷ୍ଟେଲରେ ସିନିୟରଙ୍କ ଦାଦାଗିରି । ୨୨ ଜଣ ଜୁନିୟରଙ୍କୁ ମାଡ଼ ମାରିଥିବା ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ତରବୋଡ ନବୋଦୟ ବିଦ୍ୟାଳୟରେ। ଉକ୍ତ ବିଦ୍ୟାଳୟ ହଷ୍ଟେଲରେ ରାଗିଂ ହେଉଥିବା ଅଭିଯୋଗ ଆସିଛି। ହଷ୍ଟେଲର ଦ୍ଵାଦଶ ଶ୍ରେଣୀର ୭ ଜଣ ଛାତ୍ର ଦଶମ ଶ୍ରେଣୀର ୨୨…

ସୁଭଦ୍ରା ସଚେତନତା ପାଇଁ ଗଡିବ ରଥ

ଭୁବନେଶ୍ୱର: ରାଜ୍ୟରେ ସୁଭଦ୍ରା ଯୋଜନାକୁ ନେଇ ସୃଷ୍ଟି ହେଉଥିବା ବିଭିନ୍ନ ଦ୍ୱନ୍ଦ୍ଵ କରିବା ପାଇଁ ଏଣିକି ଗଡିବ ସୁଭଦ୍ରା ରଥ। ଏନେଇ ସୁଭଦ୍ରା ଯୋଜନା କାର୍ଯ୍ୟ ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଲୋଚନା ହୋଇଛି। ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା…

ମହଙ୍ଗା ପଡ଼ିଲା ଲୋଭ, ସୁଭଦ୍ରା ସହାୟତା ପାଇଁ ଟଙ୍କା ମାଗି ହେଲେ ହଟହଟା 

ଭୁବନେଶ୍ୱର: ରାଜ୍ୟରେ ଏବେ ସୁଭଦ୍ରା କ୍ରେଜ୍। ସୁଭଦ୍ରା ସହାୟତା ପାଇଁ ଫର୍ମ ଏବଂ ଆବେଦନ ସଂପୂର୍ଣ୍ଣ ନିଶୁଳ୍କ ହୋଇଥିବା ବେଳେ ଏଥିରେ କିଛି ସରକାରୀ କର୍ମଚାରୀ ନିଜର ସ୍ୱାର୍ଥର ରୁଟି ସେକୁଛନ୍ତି। ଆବେଦନକାରୀମାନଙ୍କଠାରୁ ଟଙ୍କା ମାଗୁଛନ୍ତି। ଯାହାକୁ ନେଇ ଏବେ ପୁରା ଆକ୍ସନ ମୋଡରେ ପ୍ରଶାସନ।…

ପୁଲିସ ଏସଆଇଙ୍କ କ୍ୱାର୍ଟର୍ସରୁ ଚୋରି

ଭୁବନେଶ୍ୱର: ଭୁବନେଶ୍ୱରରେ କମିଶନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଚୋର। ଏଥର ସାଧାରଣ ଲୋକଙ୍କ ଘରୁ ନୁହେଁ ବରଂ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଉଥିବା ଜଣେ ପୁଲିସ ଏସ୍‌ଆଇଙ୍କ ଘରୁ ହୋଇଛି ଚୋରି। ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ-୩ ଆର୍‌ବିଆଇ ଅଫିସ ପଛପାର୍ଶ୍ୱ ଏସ୍‌ଆଇ…

ଭୟାବହ ଅଗ୍ନିକାଣ୍ଡ; ୮ ବଖରା ଘର ଜଳିପୋଡ଼ି ପାଉଁଶ

କେନ୍ଦ୍ରାପଡ଼ା: ରାଜକନିକା ଥାନା ଅନ୍ତର୍ଗତ କାଟଣା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ୪ଟି ପରିବାରର ୮ ବଖରା ଚାଳ ଛପର ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ଛାରଖାର ହୋଇଯାଇଛି। ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଆଖି ପିଛୁଳାକେ ସମସ୍ତ ବଖରା…

କୂଳରେ ଲାଗିଲା ପୁରୀ ସମୁଦ୍ରରେ ଭାସୁଥିବା ଅଜଣା କଣ୍ଟେନର, ବଢୁଛି ସନ୍ଦେହ

ପୁରୀ: କୂଳରେ ଲାଗିଲା ପୁରୀ ସମୁଦ୍ରରେ ଭାସୁଥିବା ଅଜଣା କଣ୍ଟେନର। ଗତକାଲି ପୁରୀ ସମୁଦ୍ରରେ ଭାସୁଥିବା ଅଜଣା କଣ୍ଟେନରଟି ରାତି ଅଧରେ କୂଳରେ ଆସି ଲାଗିଛି। କଣ୍ଟେନରକୁ ଦେଖିବାକୁ ପୁରୀ ପେଣ୍ଠକଟା ନିକଟ ବେଳାଭୂମିରେ ଲୋକଙ୍କ ଭିଡ଼ ଲାଗିଥିବା ବେଳେ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି।…

୯ରୁ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

କେନ୍ଦ୍ରାପଡ଼ା: ଆସନ୍ତା ୯ ତାରିଖରୁ ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହେବାକୁ ଯାଉଛି। ଭିତରକନିକା ଜାତୀୟ ଉଦ୍ୟାନରେ କେତେ ପ୍ରଜାତୀର ଓ କେତେ ସଂଖ୍ୟାରେ ଦେଶୀୟ ପକ୍ଷୀ ଅଛନ୍ତି ତାହାର ହେବ ଗଣନା। ଆସନ୍ତା ୯ ତାରିଖରୁ ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବ। ୫…