Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭିଜିଲାନ୍ସ ଜାଲରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ, ୭ଟି ସ୍ଥାନରେ ଏକକାଳୀନ ଚଢାଉ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ । କେନ୍ଦୁଝର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁଙ୍କ ଘରେ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ କରିଛି। କେନ୍ଦୁଝର ଅଫିସ ସହ ଭୁବନେଶ୍ବରରେ ଏକକାଳୀନ ରେଡ୍ ଚାଲିଛି। ଭୁବନେଶ୍ୱରରୁ ଏକ…

ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ମିଳିବ ଶ୍ରମ ଭିତ୍ତିକ ନିଯୁକ୍ତି

ଭୁବନେଶ୍ୱର:  ଜଙ୍ଗଲ ଅଞ୍ଚଳରେ ଅବୈଧ ଗଛ କଟାକୁ ବନ୍ଦ କରିବା ପାଇଁ ଏବଂ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ଶ୍ରମ ଭିତ୍ତିକ ନିଯୁକ୍ତି ଦେବାପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରି ୨୦୧୯-୨୦ ବର୍ଷ…

ଅକ୍ଟୋବର ୫ ତାରିଖ ଛୁଟି ସତ୍ତ୍ଵେ ମଧ୍ୟ ଖୋଲା ରହିବା ହାଇକୋର୍ଟ

କଟକ: ଅକ୍ଟୋବର ୫ ତାରିଖକୁ କାର୍ଯ୍ୟଦିବସ ଘୋଷଣା କଲେ ହାଇକୋର୍ଟ । ଅକ୍ଟୋବର ୫ ତାରିଖ ଶନିବାର ସତ୍ତ୍ୱେ ମଧ୍ୟ ଖୋଲା ରହିବ ହାଇକୋର୍ଟ । ନୂଆଖାଇ ପାଇଁ ଆସନ୍ତା ୯ ତାରିଖ ଛୁଟିଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ପଶ୍ଚିମ ଓଡିଶାର ଗଣପର୍ବ…

ବିଆଇପିଏଫର ଆଇଡିଏଟ୍‌-୨୦୨୪ ଅନୁଷ୍ଠିତ: ସମ୍ମିଳନୀରେ ଗୋଷ୍ଠୀ-କେନ୍ଦ୍ରିକ ଜଳବାୟୁ ସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍‌) ପକ୍ଷରୁ ଦସରା ସହଭାଗିତାରେ ଏହାର ପ୍ରମୁଖ ବାର୍ଷିକ ସମ୍ମିଳନୀର ୧୩ତମ ସଂସ୍କରଣ ଆଇଡିଏଟ୍‌-୨୦୨୪ ଆୟୋଜିତ ହୋଇଯାଇଛି । ଚଳିତ ବର୍ଷର ବିଷୟବସ୍ତୁ  ଥିଲା “ଉତ୍କଳ ଉଦ୍ୟମ: ଜଳବାୟୁ ସ୍ଥାୟିତ୍ୱ ପାଇଁ ଗୋଷ୍ଠୀ-କେନ୍ଦ୍ରିକ ବିକାଶ” ।…

ଋଣ ଠକେଇ ମାମଲାରେ ୬ ଜଣଙ୍କୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ଵର: ଏସବିଆଇରୁ ଋଣ ଠକେଇ ମାମଲାରେ ୬ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ । ଭୁବନେଶ୍ବର, ଖଣ୍ଡପଡ଼ା, ବଡ଼ମ୍ବା ଓ କାକଟପୁରରୁ ୬ ଜଣଙ୍କୁ ଗିରଫ କରିଛି ଇଓଡବ୍ଲୁ । ଫେକ୍ ଡକ୍ୟୁମେଣ୍ଟ ଦେଇ ୧୬.୭୧ କୋଟି ଠକେଇ ହୋଇଥିବା ଅଭିଯୋଗ ହୋଥିଲା । ଝାରପଡ଼ା, ରଘୁନାଥପୁର, ପଟିଆ ଏସବିଆଇ ଶାଖାରୁ ଲୋନ୍…

ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ଶିକ୍ଷକ ପୁରସ୍କାର ପାଇଲେ ଦୁଇ ଓଡିଆ ଶିକ୍ଷକ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଶିକ୍ଷକ । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନଠାରେ ଏକ ଭବ୍ୟ ସମାରୋହରେ ଏହି ସମ୍ମାନସ୍ଫଦ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଯଶସ୍ବୀ ଶିକ୍ଷକ । କଳାହାଣ୍ଡି ଜିଲ୍ଲାର…

ଗୁରୁଦିବସରେ ଲଞ୍ଚ ହେଲା ଶିକ୍ଷାର୍ଥୀଙ୍କ ସ୍ୱାର୍ଥରେ ବିଭିନ୍ନ କାର୍ଯ୍ୟକ୍ରମ: ଜାଣନ୍ତୁ, କେଉଁ ପୋର୍ଟାଲ ରେ ମିଳିବ କି…

ଭୁବନେଶ୍ୱର: ଆଜି ଗୁରୁଦିବସ ଅବସରରେ ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିକ୍ଷକମାନେ ଭବିଷ୍ୟତ ସମାଜର ମାର୍ଗଦର୍ଶକ। ସେ କେବଳ ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତ…

କର୍ମଚାରୀଙ୍କ ଆର୍ଥିକ ସୁରକ୍ଷା ବୃଦ୍ଧି ପାଇଁ ପୂର୍ବତଟ ରେଳପଥ ଓ ଏସବିଆଇ ମଧ୍ୟରେ ଏମଓୟୁ ସ୍ୱାକ୍ଷର

ଭୁବନେଶ୍ବର: ରେଳ କର୍ମଚାରୀମାନଙ୍କ ଆର୍ଥିକ ନିରାପତ୍ତାକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ । ଏନେଇ ପୂର୍ବତଟ ରେଳପଥ ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି । ଏହି ଚୁକ୍ତିନାମା…

‘ୱାକଫ ବିଲ କୁ ବିଜେଡି ବିରୋଧ କରିବ’

ଭୁବନେଶ୍ୱର: ଏ ଦେଶ ଆମର ଏ ମାଟି ଆମର ଏ ଭାବନା ନେଇ ଆମର ପ୍ରିୟ ଭାରତ ତଥା ପ୍ରିୟ ଓଡିଶାର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସଂଖ୍ୟଲଘୁ ଭାଇ ଭଉଣୀ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ଆଜି ଶଙ୍ଖ ଭବନ ଠାରେ ବିଜେଡି ସଂଖ୍ୟଲଘୁ ଭାଇ…

‘ଆସନ୍ତା ୩ ସପ୍ତାହରେ ୧୬,୦୧୦ ଶିକ୍ଷକଙ୍କୁ ନିଯୁକ୍ତି’

ଭୁବନେଶ୍ବର: ଶିକ୍ଷକଙ୍କ ଅଭାବ ପୂରଣ ପାଇଁ ରାଜ୍ୟରେ ୨୭ ହଜାର ୧୯୭ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ସେହିପରି ଆଗାମୀ ୩ ସପ୍ତାହ ଭିତରେ ୧୬ ହଜାର ୧୦ କନିଷ୍ଠ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି । ଏନେଇ ଆଜି ଗୁରୁ ଦିବସରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହିତ…