Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଣି ଡରାଇଲାଣି କରୋନା: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨କୁ ବୃଦ୍ଧି

ଭୁବନେଶ୍ବର: ପୁଣି ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତ କେଇ ଘଣ୍ଟା ଭିତରେ ବଢିଲେଣି ୫ ସଂକ୍ରମଣ । ଗତକାଲି ସକାଳ ସୁଦ୍ଧା ୭ ଜଣ ଚିହ୍ନଟ ହୋଇଥିବା ବେଳେ ରାତି ସୁଦ୍ଧା ୯କୁ ବଢିଥିଲା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ଆଜି ସକାଳେ ଆଉ ୩ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ…

ଜାତୀୟ ରାଜପଥରେ ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

କଳାହାଣ୍ଡି: ଜୁନାଗଡ଼-ଭବାନୀପାଟଣା ଯାଉଥିବା ୨୬ ନମ୍ବର ଜାତୀୟ ରାଜପଥର ବନମାଳିପୁର ଛକ ନିକଟରେ ରବିବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଏଏସଆଇ ପବିତ୍ର ଗୋଲାପିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ନିକଟରେ ଦରପୋଡ଼ା ବାଇକ ମଧ୍ୟ ପଡ଼ି ରହିଛି। କେଗାଁ ଥାନା…

ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍‌, ପତାକା ପରିବର୍ତ୍ତନ ସମୟର ଫଟୋ ଆସିଲା ସାମ୍ନାକୁ

ପୁରୀ: ବାରମ୍ବାର ବାରଣ ସତ୍ତ୍ବେ ବୋଲ ମାନୁନାହାନ୍ତି ଅମାନିଆ । ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିରର ଡ୍ରୋନ୍‌ ଭିଡିଓ । ମୁଖ୍ୟ ବାନା ଲଗାଯାଉଥିବା ଦୃଶ୍ୟ ଭିଡିଓରେ ଆସିଥିବାବେଳେ, ଜଣେ ଚୁନେରା ସେବାୟତ ନମସ୍କାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା…

କରୋନାରେ ରାଜ୍ୟରେ ପ୍ରଥମ ମୃତ୍ୟୁ: ସଂକ୍ରମଣ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର: ବେଶ୍ କିଛି ବର୍ଷର ନିଦ୍ରା ପରେ ଏବେ ପୁଣି କଡ଼ା ଲେଉଟାଇଛି କରୋନା। ମାସକ ଭିତରେ ଦେଶରେ ସଂକ୍ରମଣ ସଂଖ୍ୟା ୩୦୦୦ ପାର୍ କରିଛି। ଏହାରି ଭିତରେ ରାଜ୍ୟ ତାର ପ୍ରଥମ କରୋନା ମୃତ୍ୟୁ ରେକର୍ଡ କରିଛି। କୋଭିଡ୍-୧୯ ପରୀକ୍ଷାରେ ପଜିଟିଭ୍ ବାହାରିବାର ଚାରି ଦିନ ପରେ, ବହୁ ସ୍ୱାସ୍ଥ୍ୟ…

ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣରେ ଯୁବକ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଜରେଇକେଲା ସୀମାନ୍ତରୁ ମାତ୍ର ୨୫ କିଲୋମିଟର ଦୁରରେ ଥିବା ସରଣ୍ଡା ଜଙ୍ଗଲ ଅଞ୍ଚଳ ବଲିବାଠାରେ ପୁଣି ଏକ ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣ ହୋଇଛି । ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବଲିବା ଗାଁର ସାଉ ବାରଜୋ (୩୦) । ସାଉ ବାରଜୋ ପତ୍ର…

ଜୁନ୍ ୧୨ରୁ ଭୁବନେଶ୍ବରରୁ ଆବୁଧାବିକୁ ସିଧାସଳଖ ବିମାନ ସେବା

ଭୁବନେଶ୍ବର: ଓଡ଼ିଶା ବିମାନ ଯାତ୍ରାରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ଫର୍ଦ । ଜୁନ୍‌ ୧୨ରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସଂଯୁକ୍ତ ଆରବ ଏମିରାତ୍‌ (ୟୁଏଇ) ରାଜଧାନୀ ଆବୁଧାବିକୁ ଉଡ଼ିବ ବିମାନ । ଏଭଳି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା…

ଲିଙ୍ଗରାଜ ମନ୍ଦିରରେ ମଙ୍ଗଳଆଳତି ନହେଉଣୁ ହେଲା ସାହାଣମେଲା; ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ବର: ଶୀତଳଷଷ୍ଠୀ ଭଳି ଦିନରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିଦେଲେ ସେବାୟତ । ମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ଏବେ ସ୍ଵାଭାବିକ ହେଲା ମନ୍ଦିର ରୀତିନୀତି । ମହାସ୍ନାନ ପରେ ପୁଣି ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତି । ପ୍ରାୟ ୬ ଘଣ୍ଟା ବିଳମ୍ବ ହୋଇଛି ନୀତି ।…

ଇନ୍ଫୋଭାଲି ଥାନା ଅଞ୍ଚଳରେ ଫୁଟିଲା ୪ ରାଉଣ୍ଡ ଗୁଳି…

ଭୁବନେଶ୍ବର: ପୁଣି ରାଜଧାନୀରେ ଅଧରାତିରେ ଫୁଟିଲା ଗୁଳି । ପିତାପଲ୍ଲୀ ଅଞ୍ଚଳରେ ଏହି ଗୁଳିକାଣ୍ଡ ହୋଇଛି । ଜଣେ ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳିମାଡ଼ କରିଥିଲେ ହେଁ ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ସମସ୍ତ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇଛି । ତେବେ ଖୋର୍ଦ୍ଧା ଓ ନୂଆପଲ୍ଲୀ ଅଞ୍ଚଳର…

ରାଜ୍ୟରେ ପ୍ରଥମ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ; ଏପଟେ ୩୦୦୦ ଟପିଲା କରୋନା ମାମଲା

ଭୁବନେଶ୍ବର: ଓଡ଼ିଶାରେ ଚଳିତବର୍ଷର ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ ଭୁବନେଶ୍ବରରେ ଜଣେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରା ଯାଇ ନାହିଁ । ସୂଚନାମୁତାବକ, ମୃତକ ଜଣେ ବୃଦ୍ଧ ।  କିଛି…

ବଲାଙ୍ଗୀରରେ ସାମ୍ବାଦିକଙ୍କୁ ମାଡ଼ ମାମଲା:ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ମିଳିଲା ଜାମିନ

ବଲାଙ୍ଗୀର:କାର୍ଯ୍ୟରତ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଆକ୍ରମଣ ଘଟଣାକୁ ରାଜ୍ୟବ୍ୟାପୀ ତୀବ୍ର ନିନ୍ଦା ହେଉଛି । ବଲାଙ୍ଗୀର ଜିଲ୍ଲାର କୁଲାଥିପାଲି ଗାଁରେ ଏକ ନିର୍ମାଣ ସ୍ଥାନରେ ଦୁର୍ନୀତି ଅଭିଯୋଗର ରିପୋର୍ଟ କରୁଥିବାବେଳେ ଜଣେ ଟିଭି ସାମ୍ବାଦିକଙ୍କୁ ହୋଇଥିବା ଆକ୍ରମଣକୁ ନେଇ ୪ ଜଣଙ୍କୁ ଗିରଫ…