Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ

ଭୁବନେଶ୍ୱର: ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ। ଏନେଇ ପ୍ରସ୍ତୁତି ସହିତ ଘୋଷଣା କରିଛନ୍ତି ରାଜ୍ୟ ସରକାର। ନୂଆ ରାସନ କାର୍ଡ ପ୍ରସ୍ତୁତ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ ହେବ ନୂଆ ରାସନ କାର୍ଡ। ସେମାନଙ୍କୁ…

ରାଜ୍ୟର ଏହି ସହରରେ ଚାଲିବ ୩୦ ସେକେଣ୍ଡରେ ଚାର୍ଜ ହେଉଥିବା ହାଇ-ଟେକ୍ ଇଲେକ୍ଟ୍ରିକ ବସ୍

ଭୁବନେଶ୍ୱର: ଓଡ଼ିଶାରେ ଫ୍ଲାସ୍-ଚାର୍ଜିଂ ଇଲେକ୍ଟ୍ରିକ ବସ୍ ପରିଚାଳନର ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ। ସ୍ଥାୟୀ ଏବଂ ହାଇ-ଟେକ୍ନୋଲୋଜି ସମ୍ପନ୍ନ ସାର୍ବଜନୀନ ପରିବହନ ଆଡ଼କୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପଦକ୍ଷପ ଦ୍ୱାରା…

ମାସକ ମଧ୍ୟରେ ସରିବ ପୁରୀ ଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ମରାମତି କାମ

ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରର ମରାମତି ଏବଂ ସଂରକ୍ଷଣ ଏକ ମାସ ମଧ୍ୟରେ ସମାପ୍ତ ହେବ। ଏନେଇ ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଶୁକ୍ରବାର ସୂଚନା ଦେଇଛନ୍ତି। "ମନ୍ଦିର ପ୍ରଶାସନ ଏବଂ ଏଏସଆଇ କାର୍ଯ୍ୟର ଶୀଘ୍ର ସମାପ୍ତି ପାଇଁ ସମସ୍ତ ପ୍ରୟାସ କରୁଛନ୍ତି।…

ଖରାଛୁଟିରେ ପିଲାଙ୍କୁ ଦିଆଯିବ ହୋମୱାର୍କ, ହ୍ୱାଟସ୍‌ଆପ୍‌ ଜରିଆରେ ଶିକ୍ଷଣ କାର୍ଯ୍ୟ ପଠାଇବେ ଶିକ୍ଷକ

ଭୁବନେଶ୍ୱର: ଆସନ୍ତା ମେ’ ୬ ତାରିଖରୁ ସମସ୍ତ ସ୍କୁଲ ଖରା ଛୁଟି ହେବା ନେଇ ଘୋଷଣା ହୋଇସାରିଛି। ମେ ୬ ତାରିଖରୁ ଜୁନ ୧୯ ତାରିଖ ଯାଏଁ ଖରା ଛୁଟି ପାଇଁ ବନ୍ଦ ରହିବ ସ୍କୁଲ। ଏନେଇ ଗଣଶିକ୍ଷା ବିଭାଗର କ୍ୟାଲେଣ୍ଡର ପ୍ରକାଶ ପାଇଛି। ହେଲେ ଏହି ସମୟରେ ପିଲାଙ୍କୁ ଦିଆଯିବ ଗୃହକାର୍ଯ୍ୟ (ହୋମୱାର୍କ)।…

ଆସନ୍ତାକାଲି ନବମ ଥର ପାଇଁ ସଭାପତି ଭାବେ ଦାୟିତ୍ୱ ନେବେ ନବୀନ

ଭୁବନେଶ୍ୱର: ଆସନ୍ତାକାଲି ନବମ ଥର ପାଇଁ ସଭାପତି ଦାୟିତ୍ୱ ନେବେ ନବୀନ। ଏହି ଦାୟିତ୍ଵ ନେବା ପରେ ଦଳକୁ କି ଆହ୍ଵାନ ଦେବେ ତାହା ଉପରେ ସମସ୍ତଙ୍କର ନଜର। ତେବେ ଦଳକୁ କ’ଣ ଉପଦେଶ ଦେବେ ନବୀନ? ନବୀନ ପଟ୍ଟନାୟକ ବିଜେଡି ନେତା ଓ କର୍ମୀଙ୍କୁ କି ବାର୍ତ୍ତା ଦେବେ ତାହା ଉପରେ ଏବେ ସମସ୍ତଙ୍କର ନଜର…

ଆଜି ଓଡ଼ିଶାରେ ବ୍ୟାଙ୍କ୍ ବନ୍ଦ ନା ଖୋଲା?

ଭୁବନେଶ୍ୱର: ଚଳିତ ବର୍ଷ ଗୁଡ ଫ୍ରାଇଡେ ୧୮ ଏପ୍ରିଲରେ ପଡୁଅଛି। ତେଣୁ ଏହି ଅବସରରେ ଓଡିଶା ସମେତ ଅନେକ ରାଜ୍ୟର ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କର କ୍ୟାଲେଣ୍ଡରରେ ଗୁଡଫ୍ରାଇଡେକୁ  ଅଧିକାଂଶ ରାଜ୍ୟରେ ଛୁଟିଦିନ ଭାବରେ ସାମିଲ କରାଯାଇଛି। ତେବେ ଏଥିମଧ୍ୟରେ ତ୍ରିପୁରା,…

ବର୍ଷାରେ ଭିଜୁଛି ଟୁଇନସିଟି ଭୁବନେଶ୍ବର-କଟକ

ଭୁବନେଶ୍ୱର: ସକାଳୁ ସକାଳୁ ହଠାତ୍ ଘୋଟିଆସିଲା କଳାହାଣ୍ଡିଆ ମେଘ। ବର୍ଷାରେ ଭିଜୁଛି ଟୁଇନସିଟି ଭୁବନେଶ୍ବର-କଟକ। ସୃଷ୍ଟି ହେଲା ସନ୍ଧ୍ୟାର ଭ୍ରମ । କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହୁଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)…

ସୁନ୍ଦରଗଡ଼ରେ କୋଇଲା ଦୁର୍ନୀତି ମାମଲା; ସ୍ଥିତି ପରଖିବେ ମନ୍ତ୍ରୀ ଓ ସଚିବ

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲାର କୁଲାପଡା, ତେଲେନଡିହି ଜଙ୍ଗଲରେ ଶହ ଶହ ଚୋରା କୋଇଲା ଖଣିରେ ଦୁର୍ନୀତି ମାମଲାରେ ସ୍ଥିତି ପରଖିବେ ଖଣି ମନ୍ତ୍ରୀ ଓ ସଚିବ। ଚୋରା କୋଇଲା ଖଣି ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବେ। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଖଣି ମନ୍ତ୍ରୀ…

କାଳବୈଶାଖୀ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଜାରି ରହିଛି। ଆଜି ୧୫ ଜିଲ୍ଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକରେ କାଳବୈଶାଖୀର ବିଶେଷ ପ୍ରଭାବ ଦେଖିବାକୁ ମିଳିବ। ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ…

ଗୋପବନ୍ଧୁ ଓ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ନେଇ ଅସନ୍ତୋଷ, ବ୍ୟବସ୍ଥାରେ ପରିବର୍ତ୍ତନ…

ଭୁବନେଶ୍ୱର: ଇଣ୍ଡିଆନ୍ ମେଡିକାଲ ଆସୋସିଏସନ, ଭୁବନେଶ୍ୱର ସଭାଗୃହରେ ଓଡ଼ିଶାର ଘରୋଇ ଓ କର୍ପୋରେଟ ଡାକ୍ତରଖାନାର ସିଇଓଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୋପବନ୍ଧୁ ଓ ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟକାରିତା ନେଇ ଗଭୀର ଉଦବେଗ ପ୍ରକାଶ ପାଇଛି। ଘରୋଇ ହସ୍ପିଟାଲ…