Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା; ଏସଆରସି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର:ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ରାଜ୍ୟରେ  ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ…

୧୦ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ବ୍ଲକ୍ ନିଲାମ; ତାଲିକାରେ ଓଡିଶାର ଗ୍ରାଫାଇଟ୍‍ ଖଣି

ଭୁବନେଶ୍ବର: ୨୮ ଜାନୁଆରୀ, ୨୦୨୫ରେ ଆରମ୍ଭ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ବ୍ଲକର ପଞ୍ଚମ ପର୍ଯ୍ୟାୟ ନିଲାମରେ ରଖାଯାଇଥିବା ୧୫ଟି ବ୍ଲକ୍ ମଧ୍ୟରୁ ୧୦ଟି ନିଲାମ ସଫଳତାର ସହିତ ଶେଷ ହୋଇଛି । ଏହି ୧୦ଟି ବ୍ଲକରେ ଓଡିଶାର ଗ୍ରାଫାଇଟ୍ ଖଣି ସମେତ ଫସଫୋରାଇଟ୍, ଫସଫେଟ୍, ବିରଳ…

ବାରଙ୍ଗ ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ବାରଙ୍ଗ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ । ବୃଦ୍ଧା ବାସନ୍ତୀ ବେହେରା ହତ୍ୟା ମାମଲାରେ ଗିରଫ ହେଲେ ଅଭିଯୁକ୍ତ । ଅଭିଯୁକ୍ତ ଚୋରି କରିବାକୁ ଆସି କରିଥିଲା ଏହି ହତ୍ୟାକାଣ୍ଡ । ଅଭିଯୁକ୍ତ ଜଣକ ହେଲା ଭୁବନେଶ୍ୱର ନନ୍ଦନକାନନ ଅଞ୍ଚଳର ଯମୁନା ରାଉତ । ଘଟଣା ଘଟିବା ପରେ ଏକ…

ପୁରୀରୁ ମେ’ ୨୯ରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର କୃଷି ମନ୍ତ୍ରୀ

ଭୁବନେଶ୍ବର: ଦେଶବ୍ୟାପୀ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏହି ଅଭିଯାନର ଶୁଭାରମ୍ଭ ଆସନ୍ତା ୨୯ ତାରିଖରେ ଶ୍ରୀକ୍ଷେତ୍ର ପୁରୀରୁ କରାଯିବ । କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଅଭିଯାନର ଶୁଭାରମ୍ଭ କରିବେ ବୋଲି ସୂଚନ ରହିଛି । ଏହି ୧୫ ଦିନିଆ…

ପ୍ରକାଶ ପାଇଲା ବରଗଡ଼ ଜିଲ୍ଲାର ୬ଟି ବିଦ୍ୟାଳୟର ସିବିଏସଇ ପରୀକ୍ଷାଫଳ

ଭୁବନେଶ୍ବର: ନିକଟରେ କେନ୍ଦ୍ରୀୟ ଶିକ୍ଷା ବୋର୍ଡ଼ ଦଶମ ଓ ଦ୍ବାଦଶ ଶ୍ରେଣୀର ପରୀକ୍ଷାଫଳ ପ୍ରକାଶ ପାଇଥିଲା। ବରଗଡ଼ ଜିଲ୍ଲାର ବାନ୍ଦୁପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ପଦ୍ମପୁର ପବ୍ଲିକ ସ୍କୁଲରେ ପରୀକ୍ଷା ପରିଚାଳନା ସମୟରେ ଅନୈତିକ ନୀତି ଅବଲମ୍ବନ କରିଥିବା ରିପୋର୍ଟ ସାମ୍ନାକୁ ଆସିବା…

ଓଡ଼ିଶା ବିଧାନସଭାର ସଂକ୍ଷିପ୍ତ ଇତିହାସ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଗବେଷଣା ଶାଖା ପକ୍ଷରୁ ପ୍ରକାଶିତ "ଏ ବ୍ରିଫ୍ ହିଷ୍ଟ୍ରୀ ଅଫ୍ ଓଡିଶା ଲେଜିସଲେଟିଭ୍ ଆସେମ୍ବଲି" ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ପୁସ୍ତକଟିକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ଯେ, ଆମ ସମସ୍ତଙ୍କ ପାଇଁ ଏହି ପୁସ୍ତକ…

ସିଏମସି କମିସନରଙ୍କ ନାଁରେ ବଡ଼ ଅଭିଯୋଗ

କଟକ: କଟକ ମହାନଗର ନିଗମ କମିସନରଙ୍କ ନାଁରେ ଅଭିଯୋଗ । ସିଏମସି କମିସନର ଅନାମ ଚରଣ ପାତ୍ର ସରକାରୀ କ୍ବାର୍ଟର୍ସରେ ରହୁଥିବା ସତ୍ତ୍ବେ ସେ ଘର ଭଡ଼ା ବାବଦକୁ ପୁଣି ସରକାରଙ୍କ ଠାରୁ ଟଙ୍କା ନେଉଥିବା ଭଳି ବଡ ଅଭିଯୋଗ ସାମ୍ନାକୁ ଆସିଛି । ତେବେ ସେ ୮ ମାସରେ ଘର ଭଡ଼ା ବାବଦକୁ ବର୍ତ୍ତମାନ ସୁଦ୍ଧା…

ସ୍ପିଡ ବୋଟରେ ସୌରଭ ଗାଙ୍ଗୁଲିଙ୍କ ଭାଇ-ଭାଉଜ ଓଲଟିବା ଘଟଣା: ଆକ୍ସନ ମୋଡରେ ପ୍ରଶାସନ

ପୁରୀ: ପୁରୀ ସମୁଦ୍ରରେ ସ୍ପିଡ ବୋଟରେ ସୌରଭ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜ ଓଲଟିବା ଘଟଣାରେ ଆକ୍ସନ ମୋଡରେ ପ୍ରଶାସନ। ଦୁର୍ଘଟଣାର କାରଣ ଜାଣିବାକୁ ଉପ-ଜିଲ୍ଲାପାଳଙ୍କ ଦ୍ବାରା ତଦନ୍ତ ଚାଲିଥିବାବେଳେ ଆଜି ବୋଟିଂ ସଂସ୍ଥା ସ୍କାଏ ଡ୍ରାଇଭ ଆଡଭେଞ୍ଚର କମ୍ପାନୀ ଅଫିସକୁ ଧୂଳିସାତ୍ କରିଛି ପୁରୀ…

ପୁଇଁତଳାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳାଇ ଗିରଫ

ବଲାଙ୍ଗୀର: ଖବର ସଂଗ୍ରହ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଅକଥନୀୟ ନିର୍ଯାତନାର ଶିକାର ହେବାର ଘଟଣା ବଲାଙ୍ଗୀର ଜିଲ୍ଲା ସମେତ ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା। ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ଏକ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା…

ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ଅଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ କୋଭିଡ ସଂଖ୍ୟା ୧ ହଜାର ଟପିଲାଣି। ଯାହାକୁ ନଜରରେ ରଖି ଆସନ୍ତାକାଲି ଦିନ ୧୨ଟାରେ ସବୁ ରାଜ୍ୟ ସହ କୋଭିଡ ସ୍ଥିତି ନେଇ ସମୀକ୍ଷା ବୈଠକ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ଦେଶରେ ବଢୁଥିବା ମାମଲାକୁ ଦେଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ,…