Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗୁଣୁପୁରରେ ୬୮୭ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ଦୁଇ ଗିରଫ

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁରରୁ ୬୮୭ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏଥି ସହ ଦୁଇଟି ମୋବାଇଲ ସହ ନଗଦ ୭୫୦ ଟଙ୍କା ମଧ୍ୟ ଜବତ କରିଛି । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଜୁସାୟା ରଇତ ଏବଂ ଅନ୍ୟ ଜଣେ ମୁକେଶ ମଣ୍ଡଳ । ଦୁହେଁ ଗଜପତି ଜିଲ୍ଲା ଓଡ଼ବା ଗ୍ରାମର…

ଆରମ୍ଭ ହେଲା ସୁଭଦ୍ରା ପଞ୍ଜିକରଣ, ଜାଣନ୍ତୁ କେମିତି କରିବେ ଫର୍ମ ପୁରଣ

ଭୁବନେଶ୍ଵର: ଆଜିଠାରୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ । ପଞ୍ଜିକରଣ ପାଇଁ ଅଙ୍ଗନବାଡି କେନ୍ଦ୍ର, ବ୍ଲକ୍‌ ଅଫିସ୍, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଦିନ ସାରା ଭିଡ ଦେଖିବାକୁ ମିଳିଛି । ସେଠାରୁ ଫର୍ମ ଆଣି ପୂରଣ କରିବା ପରେ ମୋ ସେବା କେନ୍ଦ୍ର, ସାଧାରଣ ସେବା…

‘ରେଭେନ୍ସାର ନାମ ବଦଳାଇବା ପ୍ରସଙ୍ଗକୁ ମୁଁ କଦାପି ଗ୍ରହଣ କରିବି ନାହିଁ’

ଭୁବନେଶ୍ବର: ରେଭେନ୍ସାର ନାମ ବଦଳାଇବା ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ କହିଲେ ''ମୁଁ ରେଭେନ୍ସାର ଜଣେ ଛାତ୍ର । ରେଭେନ୍ସାର ନାମ ବଦଳାଇବା ପ୍ରସଙ୍ଗକୁ ମୁଁ…

ଚିକିଟି ମଦ ବିଭୀଷିକା: ଆଉ ଜଣଙ୍କର ମୃତ୍ୟୁ

ବ୍ରହ୍ମପୁର: ଚିକିଟି ମଦ ବିଭୀଷିକା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ । ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ । ମୃତ ବ୍ୟକ୍ତି ଜଣଙ୍କ କରବାଲୁଆର ଗାଁର ବାୟା ସେଠୀ । ତାଙ୍କୁ ମିଶାଇ ମଦ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି । ମଦ ପିଇ ଗୁରୁତର ହେବା ପରଠାରୁ ଏମକେସିଜିରେ…

ଭୁବନେଶ୍ଵରରୁ ବ୍ରାଉନସୁଗାର ଜବତ, ୩ ଇଞ୍ଜିନିୟରିଂ ଛାତ୍ର ଛାତ୍ରୀ ଗିରଫ

ଭୁବନେଶ୍ବର: ଡିଲ୍‌ ବେଳେ ୨୭୫ ଗ୍ରାମ୍ ବ୍ରାଉନସୁଗାର ଜବତ କଲା ଅବକାରୀ ପୋଲିସ । ବଡ଼ଗଡ଼ ଥାନା କଳ୍ପନା ଅଞ୍ଚଳରୁ ଜବତ କଲା ଅବକାରୀ ପୋଲିସ । ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ମୋଟ ୩ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ସୂଚନା ଅନୁସାରେ, ବଡ଼ଗଡ଼ ଥାନା କଳ୍ପନା ଅଞ୍ଚଳରୁ…

ବିଡିଏର ୪୨ତମ ପ୍ରତିଷ୍ଠା ଦିବସ: ‘ଭୁବନେଶ୍ବରକୁ ଏକ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ଆମର ଲକ୍ଷ୍ୟ’

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୪୨ତମ ପ୍ରତିଷ୍ଠା ଦିବସ ଆଜି ଜୟଦେବ ଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର…

ବାର୍ଡ ଫ୍ଲୁ ସନ୍ଦେହ :ରାସ୍ତା କଡ଼ରୁ ୪ ବସ୍ତା ମୃତ କୁକୁଡ଼ା ଠାବ

କେନ୍ଦ୍ରାପଡ଼ା: ରାସ୍ତା କଡ଼ରୁ ମିଳିଲା ୪ ବସ୍ତା ମୃତ କୁକୁଡ଼ା । ଡେରାବିଶ ଥାନା ନରସିଂହପୁର ପଞ୍ଚାୟତ ବାଇକିଆ ରାସ୍ତାରେ ପଡ଼ିଛି ୪ ବସ୍ତା ମୃତ କୁକୁଡା । ତେବେ କିଏ ଓ କାହିଁକି ମୃତ କୁକୁଡ଼ା ଫିଙ୍ଗିଛି ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ବାର୍ଡ ଫ୍ଲୁ ଏହାର କାରଣ ହୋଇଥିବା ନେଇ…

ଏଥର ଦୁର୍ଗାପୂଜାରେ ମଦମୁକ୍ତ ଭସାଣି, ଡିଜେ ମୁକ୍ତ ରୋଷଣି

କଟକ: ଫିକା ପଡିବ ଦୁର୍ଗାପୂଜା ଭସାଣି । ଦୁର୍ଗାପୂଜା ଭସାଣିରେ ଡିଜେ ବାରଣ । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କମିଶନରେଟ ପୋଲିସ । ଏଥର ଅକ୍ଟୋବର ୧୪ ତାରିଖରେ ପଡୁଛି ଭସାଣି । ଭସାଣିରେ ଡିଜେ ବଜେଇବାକୁ ବାରଣ କରିଛି ପୋଲିସ । ତେବେ ଭସାଣି…

ନକଲି ପୋଲିସ ଅଫିସର ଗିରଫ

ଭୁବନେଶ୍ବର: ନକଲି ପୋଲିସ କୁ ବାନ୍ଧିଲା ଅସଲି ପୋଲିସ । ପୋଲିସ ଡ୍ରେସ ପିନ୍ଧି ଫେସବୁକ ରେ ଯୁବତୀ ମାନଙ୍କୁ ଫସାଇ ପ୍ରେମ ବିବାହ କରୁଥିଲେ । ଏଭଳି ଜଣେ ନକଲି ପୋଲିସକୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଭଦ୍ରକର ସୁବାସ କଅଁର (୫୫) । ଖବର ମୁତାବକ, ସୁବାସ କଅଁର…

କଲରାପତରିଆ ବାଘ ଛାଲ ଡିଲ୍ ବେଳେ ଧରିଲା ବନବିଭାଗ, ଓଆଇଏସଏଫ କର୍ମୀଙ୍କ ସହ ୭ ଗିରଫ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରୁ କଲରାପତରିଆ ବାଘ ଛାଲ ଜବତ । ଏବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡ଼ିବସିଲା ବନବିଭାଗ। ଏହି ଘଟଣାରେ ବନବିଭାଗ ଜଣେ ଓଆଇଏସଏଫ ଯବାନଙ୍କ ସହ ମୋଟ ୭ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ବୌଦ୍ଧ ଜଙ୍ଗଲରେ ଗୋଟିଏ କଲରାପତରିଆ ବାଘକୁ ଶିକାର…