Latest Odisha News

BREAKING NEWS

Browsing Category

ଓଡିଶା

Odisha

ନନ୍ଦନକାନନକୁ ଆସିଲେ ନୂଆ ଅତିଥି

ଭୁବନେଶ୍ବର: ନନ୍ଦନକାନନକୁ ପ୍ରାଣୀ ଅଦଳ ବଦଳ ପ୍ରକ୍ରିୟାରେ ନୂଆ ଅତିଥି ଆସିଛନ୍ତି । ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନା ଏବଂ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ପଶୁ ଅଦଳବଦଳ ପ୍ରକ୍ରିୟା ସଫଳ ହୋଇଛି । ତେବେ ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନାରୁ ଆସିଥିବା ଅତିଥି ମାନେ ହେଲେ…

ଜଙ୍ଗଲ ଜଗିବେ ସନ୍ଧାନୀ କୁକୁର

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ବନଖଣ୍ଡ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ସୁରକ୍ଷା, ପ୍ରାଣଘାତୀ ବୋମା ଏବଂ ପଶୁ ଶିକାରୀଙ୍କ ଜନ୍ତା (ଫାସ)ର ସନ୍ଧାନ କରିବାକୁ ପ୍ରଶିକ୍ଷଣପ୍ରାପ୍ତ କୁକୁର ପାଇଁ ଟେଣ୍ଡର ଆହ୍ବାନ କରିଛି ବନ ବିଭାଗ। ରାଜ୍ୟରେ ପ୍ରଥମଥର ପାଇଁ ବନବିଭାଗ ପକ୍ଷରୁ ଡଗ୍‌ ସ୍କ୍ବାଡର…

ସୋଫା ଉପରେ ବସିଥିଲେ ବ୍ୟକ୍ତି, ସେଥିରୁ ଗର୍ଜନ କରି ବାହାରିଲା….

ବରଗଡ଼: ବରଗଡ଼ ମ୍ୟୁନିସପାଲିଟି ର ୧୭ ନମ୍ବର ୱାର୍ଡ ଅନ୍ତର୍ଗତ ଅମ୍ବାପାଲି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସଞ୍ଜୀବ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ସୋଫା ରୁ ବାହାରିଲା ସାଢେ଼ ତିନି ଫୁଟ ଲମ୍ବର ନାଗ ସାପ । ଖବର ମୁତାବକ, ସକାଳୁ ସଞ୍ଜୀବ ସାହୁ ନିଜ ଘର ସୋଫା ଉପରେ…

ସିଏଚଏସଇ ଅଧିକାରୀଙ୍କ ଘରେ ରେଡ୍, ୩ଟି ସ୍ଥାନରେ ଏକକାଳୀନ ଚଢାଉ

ଭୁବନେଶ୍ବର: CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଏକକାଳୀନ ୩ଟି ସ୍ଥାନରେ ଚାଲିଛି ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ । ଭୁବନେଶ୍ବରରେ ୨ଟି ଓ…

କଟକରେ ବସିବ କଳାଧନ ସମ୍ପର୍କିତ ଏସଆଇଟି ବୈଠକ, ଯୋଗଦେବେ ଇଡି ନିର୍ଦ୍ଦେଶକ

କଟକ: ଆଜି କଟକରେ ବସୁଛି ଏସଆଇଟି ବୈଠକ। ଉପାଧ୍ୟକ୍ଷ ତଥା ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତି ଅରିଜିତ୍‌ ପଶାୟତଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ। କଳାଧନ ସମ୍ପର୍କିତ ଏସଆଇଟି ବୈଠକ ବସିବ। ଏଥିରେ ଯୋଗଦେବେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ । ବୈଠକରେ ସିବିଆଇ, ଆଇଟି, ଇଡି,…

ଆସୁଛି ଆଉ ଏକ ଲଘୁଚାପ: ଆହୁରୀ ୩ ଦିନ ପ୍ରବଳ ବର୍ଷିବ, ଆଜି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୩୧ ତାରିଖ ଯାଏ ରାଜ୍ୟରେ ଭାରି ବର୍ଷା ହେବ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଗୁରୁବାର ପୂର୍ବକେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି…

‘ଯୁବପିଢ଼ି ପାରମ୍ପରିକ ଖାଦ୍ୟ ପ୍ରତି ଆକୃଷ୍ଟ ହେଲେ ବିଲୁପ୍ତପ୍ରାୟ ଶସ୍ୟ ଗୁଡ଼ିକୁ ପୁନର୍ଜୀବିତ…

ଭୁବନେଶ୍ୱର: ଚଳିତ ନଭେମ୍ବର ୧୦ ତାରିଖରେ ଅନ୍ତର୍ଜାତୀୟ ଶ୍ରୀ-ଅନ୍ନ ସମ୍ମିଳନୀ ଅନୁଷ୍ଠିତ ହେବ । ସେନେଇ ଆଜି ଏକ ପ୍ରସ୍ତୁତି ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହଜିଯାଉଥିବା…

ମହଙ୍ଗା ପଡିଲା ମହିଳାଙ୍କ ସହ ସଂପର୍କ, ଚାକିରିରୁ ବିଦା ହେଲେ ଏମ୍ସ ସୁରକ୍ଷାକର୍ମୀ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ସିକ୍ୟୁରିଟି ଗାର୍ଡଙ୍କ ଦ୍ୱାରା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ସ୍ୱାମୀ ବ୍ଲଡ଼ କ୍ୟାନ୍‌ସରରେ ଚିକିତ୍ସିତ ହେଉଥିବା ବେଳେ ଶାରିରୀକ ସମ୍ପର୍କ ରଖିବାକୁ ସିକୁରିଟି ଗାର୍ଡ ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ଏପରି ଏକ ସାଂଘାତିକ ଅଭିଯୋଗ ପରେ…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ୍ ବାବୁ

କନ୍ଧମାଳ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ୍ ବାବୁ । ଲାଞ୍ଚ ନେଲା ବେଳେ କୋଟଗଡ଼ ଥାନା ଏଏସଆଇ ରଜନୀକାନ୍ତ ଦାସଙ୍କୁ ମାଡି ବସିଲା ଭିଜିଲାନ୍ସ। ଏକ ମାମଲାର ରଫାଦଫା କରିବାକୁ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏଏସଆଇ ରଜନୀକାନ୍ତ । ସୂଚନା ଅନୁସାରେ, କୋଟଗଡ଼…

‘ଜଳକ୍ଲିଷ୍ଟ ଅଞ୍ଚଳରେ ଫସଲହାନି ରୋକିବା ପାଇଁ ଜଳଧାରା-ପୋଖରୀ ଖନନ କରାଯିବ’

ଭୁବନେଶ୍ୱର: ଜଳକ୍ଲିଷ୍ଟ ଅଞ୍ଚଳରେ ଫସଲହାନି ରୋକିବା ପାଇଁ ନୂତନ ଜଳଧାରା-କ୍ଷେତ ପୋଖରୀ ନିର୍ମାଣ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷି ଭବନସ୍ଥିତ ବୋର୍ଡରୁମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…