Latest Odisha News

BREAKING NEWS

Browsing Category

ଓଡିଶା

Odisha

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ ଭୁଟାନ ଗସ୍ତ, ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସରେ ଦେବେ ଯୋଗ

ଭୁବନେଶ୍ୱର: ଦୁଇ ଦିନିଆ ଭୁଟାନ ଗସ୍ତରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ବିଶ୍ଵବ୍ୟାଙ୍କ ଦ୍ୱାରା ଆୟୋଜିତ ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସରେ ଦେବେ ଯୋଗଦେବା। ଆସନ୍ତା ୨୦ ଓ ୨୧ ତାରିଖରେ ଦୁଇଦିନ ଧରି ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସ ଭୁଟାନର ଥିମ୍ପୁ…

ବସିବ ପୋଲାଭରମ ବୈଠକ: ୪ ରାଜ୍ୟ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବସିବ ବିବାଦରେ ଥିବା ପୋଲାଭରମ ପ୍ରକଳ୍ପ ବୈଠକ । ଆସନ୍ତା ୨୮ ତାରିଖରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପୋଲାଭରମ ବିବାଦ ନେଇ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହିତ ପୋଲାଭରମ୍ ପ୍ରକଳ୍ପ…

ଆସନ୍ତା ୪ ଦିନ ଯାଏଁ ଝଡ଼ବର୍ଷା ଚେତାବନୀ, ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ପୂର୍ବ ଅପେକ୍ଷା ଖରାର ପ୍ରକୋପ ହ୍ରାସ ପାଇଛି ସତ ହେଲେ ଉପକୂଳବର୍ତ୍ତୀ ଜିଲ୍ଲା ଓ ଏହାର ଆଖପାକ ଅଞ୍ଚଳଗୁଡ଼ିକରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଛି । ଆଜି ସକାଳ ୮ଟା ୩୦ ସୁଦ୍ଧା ଆର୍ଦ୍ରତା…

କାଠଯୋଡ଼ିରେ ୨ ଇଞ୍ଜିନିୟର ବୁଡିଯିବା ଘଟଣା; ମିଳିଲା ଆଉ ଜଣଙ୍କ ମୃତଦେହ

କଟକ: ଗାଧୋଇବାବେଳେ କଟକ କାଠଯୋଡିରେ ବୁଡି ୨ ଇଞ୍ଜିନିୟର ନିଖୋଜ ଘଟଣା । ତେବେ ରବିବାର ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ସୋମବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଇଞ୍ଜିନିୟର୍ ହେଲେ ରୁତିକେସ ମାତାଲ (୨୫) ଏବଂ ଋତିକ୍‌ ବ୍ରିଜନେ (୨୫) । ଉଭୟ ମହାରାଷ୍ଟ୍ରର ବାସିନ୍ଦା ବୋଲି…

ୟୁନିଟ-୨ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୀର୍ଘ ୩୦ ବର୍ଷ ପରେ ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଠିକଣା । ଭୁବନେଶ୍ୱରର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପରିବର୍ତ୍ତେ ଆଜିଠୁ ୟୁନିଟ୍-୨ ସ୍ଥିତ କ୍ୟାପିଟାଲ ନର୍ସରି ନିକଟସ୍ଥ ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ସାଧାରଣ…

ବିଏମସି କର୍ମଚାରୀଙ୍କୁ ମଦ ବୋତଲରେ ଆକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) କର୍ମଚାରୀଙ୍କୁ ମଦ ବୋତଲରେ ଆକ୍ରମଣ କରାଯାଇଥିବା ସୂଚନା ରହିଛି । ଭିଏସଏସ ନଗର ଫାଣ୍ଡି ସମ୍ମୁଖରେ ଷ୍ଟ୍ରିଟ ଲାଇଟ ମରାମତିବେଳେ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ମୁଣ୍ଡରେ ମଦ ବୋତଲ ଫଟାଇବା ସହିତ ଗୋଡ଼ାଇ ଗୋଡ଼ାଇ…

ମହିଳା ଭକ୍ତଙ୍କ ପାଇଁ ଖୁସି ଖବର; ଆରମ୍ଭ ହେଲା ଶ୍ରୀଜଗନ୍ନାଥ ମନ୍ଦିରରେ ‘ପିଙ୍କ ହେଲ୍ପ ଡେସ୍କ’

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଆସୁଥିବା ମହିଳା ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏକ ନୂତନ ପଦକ୍ଷେପ ନେଇଛି ପୋଲିସ ପ୍ରଶାସନ । ଶ୍ରୀଜଗନ୍ନାଥ ମନ୍ଦିରରେ ମହିଳାଙ୍କ ପାଇଁ ଆରମ୍ଭ ହେଲା ପିଙ୍କ ହେଲ୍ପ ଡେସ୍କ। ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ଏହାକୁ ଗଭୀର ଆଶା ବ୍ୟକ୍ତ…

ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ, ୭ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଧନୁପାଲି ପୋଲିସ ପକ୍ଷରୁ ନିଶା ବିରୋଧି ଅଭିଯାନ ନେଇ ଚଢାଉ ସମୟରେ ବିପୁଳ ନିଶା ଦ୍ରବ୍ୟ ଜବତ କରାଯାଇଛି । ଏହି ଘଟଣାରେ ମୋଟ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଏହା ସହିତ ଲଗଜୁରିୟସ କାର୍, ବୁଲେଟ୍ ଓ ଦାମୀ ଦାମୀ ମୋବାଇଲ ଆଦି ଜବତ କରାଯାଇଛି । ଖବର ମୁତାବକ,…

ଭୁବନେଶ୍ୱରରେ ଖୋଲିବ ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା ଶାଖା

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା (ଏନଆଇଏ) ର ଏସପି କାର୍ଯ୍ୟାଳୟ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଭୁବନେଶ୍ୱରର ଭିଏସଏସନଗରରେ ପ୍ରାରମ୍ଭିକ ଭାବେ ଏନଆଇଏର ଶାଖା କାର୍ଯ୍ୟ କରିବ ବୋଲି ଗୃହ ସଚିବ ସତ୍ୟବ୍ରତ ସାହୁଙ୍କ ଦ୍ୱାରା…

୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ପିଶାଚ ବାପାକୁ ୨୦ ବର୍ଷ ଜେଲ୍‌

କଟକ: ନିଜର ୬ ବର୍ଷିୟା ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ପିଶାଚ ବାପାକୁ ୨୦ବର୍ଷ ସଶ୍ରମ ଜେଲ ଦଣ୍ଡ ପ୍ରଦାନ କରିଛନ୍ତି କଟକ ଆଡ୍ ହକ୍ ଅତିରିକ୍ତ ଦୌରା ଜଜ୍ ଅଦାଲତ ବିଚାରପତି ସବିତା ଦାସ । ଜରିମାନା ରାଶି ପଇଠ ନ କଲେ ଆସାମୀକୁ ଅଧିକ ୪ ମାସ ଜେଲ ଦଣ୍ଡ ଭୋଗ କରିବାକୁ ପଡ଼ିବ ବୋଲି…