Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟ୍ରେନ ଧକ୍କାରେ ମାଆ ମୃତ, ବର୍ତ୍ତିଗଲା ୪ ବର୍ଷର ଶିଶୁ

ଝାରସୁଗୁଡା: ଟ୍ରେନ ଧକ୍କାରେ ଚାଲିଗଲା ମାଆର ଜୀବନ। ବଞ୍ଚିଗଲା ପୁଅ। କୁନି ପୁଅ ଆଖି ଆଗରେ ଚାଲିଗଲା ମାଆର ଜୀବନ। ଟ୍ରେନ ଧକ୍କାରେ ମାଆ ମୃତ, ବର୍ତ୍ତିଗଲା ୪ ବର୍ଷର ଶିଶୁପୁତ୍ର। ଝାରସୁଗୁଡା ବେଲପାହାଡ଼ ରେଳ ଫାଟକ ନିକଟରେ ଘଟିଛି ଏହି ଅଭାନୀୟ ଦୁର୍ଘଟଣା। ଉତ୍କଳ ଏକ୍ସପ୍ରେସ ଧକ୍କାରେ…

ଓଡ଼ିଶାରେ ଗରମ ସାଙ୍ଗକୁ ବର୍ଷା ଓ ଘଡ଼ଘଡ଼ିର ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାରେ ଗରମ ବଢୁଛି। ଝାରସୁଗୁଡ଼ାରେ ସୋମବାର ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍‌ ହୋଇଛି। ସମ୍ବଲପୁରରେ ୩୯.୮, ରାଉରକେଲାରେ ୩୯ ଓ ହୀରାକୁଦରେ ୩୮.୮ ଡିଗ୍ରୀ ରେକର୍ଡ ହୋଇଛି। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ।…

ନବୀନ ନିବାସ ବାହାରେ ପାଣ୍ଡିଆନ ବିରୋଧୀ ନାରା, ମୁନ୍ନା ଖାନଙ୍କୁ ମାଫ୍? ଏକୁଟିଆ ପଡ଼ିଗଲେ ଦେବାଶିଷ!

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଭିତରେ ଅସନ୍ତୋଷ ବଢ଼ିଚାଲିଛି। ପୂର୍ବତନ ଆଇଏଏସ୍‌ ଅଧିକାରୀ ଭି. କେ. ପାଣ୍ଡିଆନଙ୍କୁ ନେଇ ଦଳ ଭିତରେ ଓ ବାହାରେ ଅସନ୍ତୋଷ ପ୍ରକାଶ ପାଉଛି। ନବୀନ ନିବାସ ବାହାରେ ‘ପାଣ୍ଡିଆନ ଫେରିଯାଅ’ ଓ ‘ବିଜେଡି ବଞ୍ଚାଅ’ ନାରା ଶୁଣାଯାଉଥିବା ବେଳେ ଦଳର ଚାରି ଜଣ…

ଜୟନାରାୟଣଙ୍କ ବିରୋଧରେ ମାମଲା: ପୋଲିସ ସଂଗଠନ ଦାବି କଲା ଗିରଫ

ସମ୍ବଲପୁର: ଭାରତୀୟ ଜନତା ପାର୍ଟି (ବିଜେପି)ର ବିଧାୟକ ଜୟନାରାୟଣ ମିଶ୍ରଙ୍କ ପାଇଁ ସମସ୍ୟା ବଢ଼ିଚାଲିଛି। ସମ୍ବଲପୁର ସହରରେ ଜଣେ ପୋଲିସ ଅଧିକାରୀଙ୍କୁ ଗାଳିଗୁଲଜ ଓ ଧମକ ଦେଇଥିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏହି ଘଟଣାକୁ ନେଇ ସୋମବାର ଦିନ ପୋଲିସ ଅଧିକାରୀମାନଙ୍କ ଏକ…

ନବୀନଙ୍କ ଉପରେ ଚାପ: କାର୍ଯ୍ୟାନୁଷ୍ଠାନ ଦାବି କଲେଣି ନେତା

ଭୁବନେଶ୍ୱର: ବିଜେଡିରେ ଓ୍ଵାକଫ ସଂଶୋଧନ ବିଲ୍‌କୁ ନେଇ ବିବାଦ ଜାରି ରହିଛି। ଏହି ବିଲ୍‌ ଉପରେ ଦଳ ତରଫରୁ ‘ବିବେକ ଅନୁସାରେ ଭୋଟ୍‌ ଦେବା’ ନିଷ୍ପତ୍ତି ପରେ ଅସନ୍ତୋଷ ବଢ଼ିଛି। ସୋମବାର ଦିନ ଏହି ଘଟଣାକୁ ନେଇ ଅନେକ ନେତା ପ୍ରତିକ୍ରିୟା ଦେଇଛନ୍ତି। ବିଜେପି ସାଂସଦ ମନସ ମଙ୍ଗରାଜ ତାଙ୍କ ଏକ୍ସ…

ଏଚସିଏଲ୍ ଟେକ୍ ଖୁବଶୀଘ୍ର ରାଜ୍ୟରେ ଏକ କ୍ୟାମ୍ପସ ଏବଂ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଚସିଏଲ୍ ଟେକ୍ ଖୁବଶୀଘ୍ର ଓଡିଶାରେ ଏକ କ୍ୟାମ୍ପସ ଏବଂ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀ ନିବେଶକ ସମ୍ମିଳନୀରେ ଅଂଶଗ୍ରହଣ ପରେ ଏଚସିଏଲ ଟେକ୍ କ୍ୟାମ୍ପସ ପରିଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ସେ…

ଓଡ଼ିଶାରେ ପାଇଲଟ୍ ଭାବରେ ଆରମ୍ଭ ହେଲା ଏଆଇ ଆନ୍ଥରୋପୋମେଟିକ ଟୁଲ୍

ଭୁବନେଶ୍ୱର: ସୋମବାର ଭୁବନେଶ୍ୱରର ଆଇସିଏମଆର୍ ଅଡିଟୋରିୟମ ହଲରେ “ଶିଶୁ ମାନଙ୍କ ଅଭିବୃଦ୍ଧି ନିରୀକ୍ଷଣ ନିମନ୍ତେ ଏଆଇ ଉପକରଣ” ଶୀର୍ଷକ ଏକ ୫ ଦିନିଆ ତାଲିମ ତଥା କର୍ମଶାଳା ଉଦଘାଟନ ହୋଇଯାଇଛି । ଭାରତ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ, ୱାଧୱାନୀ ଏଆଇ, ଆଇସିଏମଆର- ଆରଏମଆରସି…

ଓଡିଶା ରାଜ୍ୟ ଵିଧି ଆୟୋଗ କାର୍ଯ୍ୟାଳୟ ଉଦଘାଟିତ

ଭୁବନେଶ୍ୱର: ଓଡିଶା ରାଜ୍ୟ ଵିଧି ଆୟୋଗ କାର୍ଯ୍ୟାଳୟ ଆଜି ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି I ଭୁବନେଶ୍ୱର ସ୍ଥିତ ତୋଷାଳୀ ଭବନ ପରିସରରେ ସ୍ଥାପିତ ଆୟୋଗଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଚଳିତ ଆଇନର ତର୍ଜମା, ପରିବର୍ତ୍ତନ ଓ ସଂଶୋଧନ…

ବିଜେଡିରେ କ୍ଷମତା ଲଢେଇ

ଭୁବନେଶ୍ବର: ବିଜେଡି ରାଜନୀତିରେ ଟୁଇଷ୍ଟ ପରେ ଟୁଇଷ୍ଟ। ଓ୍ବକଫ୍ ସଂଶୋଧନ ବିଲ ସମର୍ଥନରେ ଭୋଟ୍ ପରଠୁ ନେତାଙ୍କ ବୟାନବାଜିରେ ଉଠୁଛି ପଡୁଛି ରାଜନୀତି। ଦଳର ଆଭିମୁଖ୍ୟରେ ୟୁ-ଟର୍ଣ୍ଣ ପରଠୁ ଅନେକ ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କୁ କାଠଗଡାକୁ ଟାଣିଲେ। ମୁନା ଖାଁ ନବୀନଙ୍କୁ ଭେଟିଲେ ତ…

୨୦୨୪-୨୫ ଆର୍ଥିକ ବର୍ଷରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର: ପୂର୍ବତଟ ରେଳପଥ ୨୦୨୪-୨୫ ଆର୍ଥିକ ବର୍ଷରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ନୂତନ ରେକର୍ଡ ସ୍ଥାପନ କରିଛି । ଏହି ସମୟ ମଧ୍ୟରେ ପୂର୍ବତଟ ରେଳପଥ ସଫଳତାର ସହିତ ମୋଟ ୨୮୧.୫ କିଲୋମିଟର ନୂତନ ରେଳ ଲାଇନ ଏବଂ ମଲ୍ଟି-ଟ୍ରାକିଂ ସଂଯୋଗ କରିଛି…