Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଗାମୀ ୩ ଘଣ୍ଟା ପାଇଁ ବର୍ଷିବ: ଘଡ଼ଘଡ଼ି ସହ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ଆଗାମୀ ୩ ଘଣ୍ଟା ପାଇଁ ପ୍ରବଳ ବର୍ଷିବ କାଳବୈଶାଖୀ ବର୍ଷା । ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସାଙ୍ଗକୁ ପବନର ସମ୍ଭେବନା । ଏନେଇ ୩ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ଆଗାମୀ ୨ରୁ ୩ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ…

ଏହି ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ସତର୍କ ରାଜ୍ୟ

ଭୁବନେଶ୍ୱର: ହଂକଂ ଏବଂ ସିଙ୍ଗାପୁର ସମେତ ବିଭିନ୍ନ ଏସୀୟ ଅଞ୍ଚଳରେ କୋଭିଡ୍-୧୯ ମାମଲା ବୃଦ୍ଧି ପାଇବା ପରେ ଓଡ଼ିଶା ସତର୍କ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ବିପଦର ମୂଲ୍ୟାଙ୍କନ ଏବଂ ତଦନୁସାରେ ପ୍ରସ୍ତୁତି ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ…

ଘର ବାହୁଡ଼ିବେ କି ଭୂପିନ୍ଦର ସିଂ? ଆସିଲା ବରିଷ୍ଠ ବିଜେଡି ନେତାଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର: ଘର ବାହୁଡ଼ିବେ କି ଭୂପିନ୍ଦର ସିଂ? କଂଗ୍ରେସ ଆଡ଼କୁ ଢଳୁଛନ୍ତି କି ବରିଷ୍ଠ ବିଜେଡି ନେତା? ବିଜେଡି ନେତାଙ୍କ ଆଇପିଏଲ୍ ଉଦାହରଣକୁ ନେଇ ରାଜ୍ୟ ରାଜନୀତିରେ ଜୋର ଧରିଲା ଚର୍ଚ୍ଚା। ଏବେ ଭୂପିନ୍ଦର ସିଂଙ୍କ ଆସିଲା ବିସ୍ଫରକ ବୟାନ। ସେ କହିଛନ୍ତି, ଏବେ ଆଇପିଏଲ ଚାଲିଛି। ଭଲ…

ଭିଜିଲାନ୍ସ ଜାଲରେ ବାସୁଦେବପୁର ଜେଇ ଅଶୋକ ଦାସ

ଭଦ୍ରକ: ଭିଜିଲାନ୍ସ ଜାଲରେ ବାସୁଦେବପୁର ଜେଇ ଅଶୋକ ଦାସ। ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ। ନିୟୁଇଣ୍ଡିଆ ସାହି ସ୍ଥିତ ଭଡ଼ା ଘରେ ଠିକାଦାରଙ୍କଠୁ ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଜେଇ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ରାସ୍ତା…

ଟ୍ରେନରେ ଅସୁସ୍ଥ ବିଏସଏଫ ଯବାନଙ୍କ ମୃତଦେହ ଉଦ୍ଧାର

ରାଉରକେଲା: ଗତ ବୁଧବାର ରାତିରେ ରାଉରକେଲା ଷ୍ଟେସନରେ ଗୀତାଞ୍ଜଳି ଏକ୍ସପ୍ରେସରୁ ଜଣେ ବିଏସଏଫ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛୁଟି ସାରି ସେ ଛତିଶଗଡ଼ର ସୋନପୁର ସ୍ଥିତ ତାଙ୍କ ବେସ୍ କ୍ୟାମ୍ପକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ଆସାମର ବାରପେଟାର ସଞ୍ଜୟ ଦାସ (୩୯) ବୋଲି ଚିହ୍ନଟ…

ପୁଣି ତେଜିଲା ଇସ୍କନର ଅଦିନିଆ ରଥଯାତ୍ରା ବିବାଦ, ତୁରନ୍ତ ବନ୍ଦ କରିବାକୁ ଦାବି

ପୁରୀ: ପୁଣି ତେଜିଲା ଇସ୍କନର ଅଦିନିଆ ରଥଯାତ୍ରା ବିବାଦ। ମେ ୧୮ ତାରିଖରେ ହେବାକୁ ଥିବା ରଥଯାତ୍ରାକୁ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜ୍ୟ ଓ କେନ୍ଦ୍ର ସରକାର ହସ୍ତକ୍ଷେପ ଦାବି କଲେ ସେବାୟତ। ତୁରନ୍ତ ଇସ୍କନର ଅଦିନିଆ ରଥଯାତ୍ର ବନ୍ଦ କରିବାକୁ ଦାବି କରାଯାଇଛି।…

ଜୁଆ ଆଡ୍ଡା ଉପରେ ପୋଲିସର ରେଡ୍‌; ୧୫ ଗିରଫ

ନୂଆପଡ଼ା: ଜୁଆ ଆଡ୍ଡା ଉପରେ ପୋଲିସ ରେଡ୍‌ କରିଛି। ଏହାସହ ୧୫ ଜଣଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ନୂଆପଡ଼ା ଜିଲ୍ଲା କୁରୁମପୁରୀ ଗାଁରେ ଜୁଆ ଆଡ୍ଡା ଚାଲିଥିଲା। ଏନେଇ ଖବର ପାଇବା ପରେ ଲଖନା ପୋଲିସ ଚଢଉ କରିଛି। ଚଢଉ ବେଳେ ପ୍ରାୟ ୨୮ ହଜାର ଟଙ୍କା, ୯ଟି ବାଇକ, ୧୪ଟି ମୋବାଇଲ ଜବତ…

ମେ’ ୨୦ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ!

ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ। ଖୁବଶୀଘ୍ର ପ୍ଲଟୁ ରେଜଲ୍ଟ ପ୍ରକାଶ କରିବାକୁ ସିଏଚ୍‌ଏସ୍‌ଇ ଲକ୍ଷ୍ୟ ରଖିଛି। ଏହି ପ୍ରକ୍ରିୟା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି।…

୩ ଦିନ ଯାଏଁ କାଳବୈଶାଖୀ ଆଲର୍ଟ: ଆଜି ବଜ୍ରପାତ ଓ ବର୍ଷା ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ। ଆହୁରୀ ୩ ଦିନ ଯାଏଁ କାଳବୈଶାଖୀ ଆଶଙ୍କା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ସାମନ୍ୟ ହ୍ରାସ ପାଇବ ତାତି।…

ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଅଧିକାରୀ; ନେଉଥିଲେ ଠିକାଦାରଙ୍କ ଠାରୁ ଲାଞ୍ଚ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ। ଆଜି ସନ୍ଧ୍ୟାରେ ଜୈନେକ ଠିକାଦାରଙ୍କ ବକେୟା ବିଲ କରାଇଦେବାକୁ କହି ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ବର ଭିଜିଲାନ୍ସ ଟିମ ଧରିଛି । ବିଲ କରାଇ ଦେବାକୁ ଠିକାଦାରଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ…