Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖୋଲିଲା ହୀରାକୁଦର ଆଉ ୮ଟି ଗେଟ୍

ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା ଜାରି ରହିଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି । ଯାହାକୁ ନେଇ ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୮ଟି ଗେଟ୍ ଖୋଲାଯାଇଛି । ଏହାକୁ ମିଶାଇ ମୋଟ ୧୪ ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ମୁଖ୍ୟଯନ୍ତ୍ରୀ l…

ଏହିସବୁ ଜିଲ୍ଲାରେ ବର୍ଷିବ, ୧୬ ଜିଲ୍ଲାକୁ ସତର୍କତା

ଭୁବନେଶ୍ୱର: ଓଡିଶାର ୧୬ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ଶନିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୨ଘଣ୍ଟା ମଧ୍ୟରେ ଏହି ଦୁଇଟି ଜିଲ୍ଲାରେ ସାମାନ୍ଯରୁ ମଧ୍ଯମ ଧରଣର ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ବାଲେଶ୍ୱର,…

ଫ୍ୟାନ୍ ରେ ଝୁଲୁଛି କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ବାଲେଶ୍ୱର: ବନ୍ଦ କୋଠରୀ ଭିତରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ । ଏପରି ଅଘଟଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ । ମୃତକ ମୋନାଲିସା ହେମ୍ବ୍ରମ ବୋଲି ଜଣାଯାଇଛି । ସେ ଭୋଗରାଇ ବ୍ଲକରେ ଗତ ୬ ମାସ ହେବ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ ।…

ସାଲିଆ ସାହିରେ ମଦ ସମ୍ଭାର, ଚାଲିଲା ବୁଲଡୋଜର

ଭୁବନେଶ୍ୱର: ସାଲିଆ ସାହିରେ ବୁଲିଲା ବୁଲଡୋଜର । ଗୋଟିଏ ନୁହେଁ କି ଦୁଇଟି ନୁହେଁ ତିନି ତିନି ଟି ମଦ କାରଖାନାକୁ ମାଟିରେ ମିଶାଇଲା । ଶନିବାର ନୟାପଲ୍ଲୀ ସ୍ଥିତ ସାଲିହା ସାହିରେ ଚଢାଉ କରି ୩ଟି ଦେଶୀ ମଦ କାରଖାନା ଠାବ କରିଥିଲା କମିଶନରେଟ ପୋଲିସ । ଏହାପରେ ଏନେଇ ତୁରନ୍ତ ଆକ୍ସନ…

ବିଡିଏ ଓ ବିଏମସି ପାଇଁ ବଢିଲା ଅଡୁଆ

ଭୁବନେଶ୍ବର: ବିଡିଏ ଓ ବିଏମସି ପାଇଁ ବଢିଲା ଅଡୁଆ । ସରକାରୀ ଜମି ବିଲ୍ଡର୍ସଙ୍କୁ ଦେବା ପ୍ରସଙ୍ଗରେ ସାଧାରଣ ପ୍ରଶାସନ ବିଭାଗ ଉଭୟଙ୍କୁ ସ୍ପଷ୍ଟୀକରଣ ମାଗିଛି । କେଉଁ ପରିସ୍ଥିତିରେ ବିଭାଗର ବିନା ଅନୁମତିରେ ବିଲ୍ଡର୍ସଙ୍କୁ ରାସ୍ତା ପାଇଁ ସରକାରୀ ଜମି ଦିଆଯାଇଛି, ସେନେଇ ବିଡିଏ ଓ ବିଏମ୍‌ସି…

ଅଗଷ୍ଟ ୨୬ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି 

ଭୁବନେଶ୍ବର: ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଅଗଷ୍ଟ ୨୬ ତାରିଖରେ ସରକାରୀ ଛୁଟି ପଡୁଥିବା ଯୋଗୁ ଭୁବନେଶ୍ୱର ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ଏହି ଦିନ ଜନ୍ମାଷ୍ଟମୀ ପଡୁଥିବାରୁ ସରକାରୀ ଛୁଟି…

ବୋର୍ଡ ଅଫିସ ଆଗରେ ଧାରଣା ଦେଲେ ଓଟିଇଟି ପରୀକ୍ଷାର୍ଥୀ

କଟକ: ବୋର୍ଡ ଅଫିସ ଆଗରେ ଧାରଣାରେ ବସିଲେ ଓଟିଇଟି ପରୀକ୍ଷାର୍ଥୀ । ଦାବି କଲେ ଗ୍ରେସ ମାର୍କ । ଚଳିତ ଓଟିଇଟି ପରୀକ୍ଷାରେ ଉପୁଜିଥିବା ସମସ୍ୟାକୁ ନେଇ ଆଜି କଟକ ବୋର୍ଡ ଅଫିସ ଆଗରେ ଓଟିଇଟି ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ନାରାବାଜି କରିଛନ୍ତି । ବିଭିନ୍ନ ଜିଲ୍ଲାରୁ…

ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ, ଜଣେ ଗୁରୁତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଯମନକିରା ଥାନା ପୁକୁଡ଼ା ଗାଁରେ ଅଘଟଣ । ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ ଭରତ ରଣା, ବସନ୍ତ ଦେହୁରୀ ଓ ଶ୍ରୀକାନ୍ତ ମୁଣ୍ଡା ।…

ଏସସିବି ଲଜ୍ଜା: ବହିଷ୍କୃତ ହେଲେ ଅଭିଯୁକ୍ତ ଡାକ୍ତର

କଟକ: ଗୋଟେପଟେ ସାରା ଦେଶ ଏବେ କୋଲକାତା ମେଡିକାଲ କଲେଜ ଘଟଣାକୁ ନେଇ ମର୍ମାହତ ଥିବା ବେଳେ ଏହାରି ଭିତରେ କଟକ ଏସସିବିରୁ ସାମ୍ନାକୁ ଆସିଥିଲା ଏକ ଜଘନ୍ୟ କାଣ୍ଡ । ୨ ମହିଳା ରୋଗୀଙ୍କୁ ଚିକିତ୍ସା କରିବା ବାହାନାରେ ଜଣେ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ…

ଯୁକ୍ତ ୩ରେ ନାମଲେଖାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ମନ୍ତ୍ରୀ ଦେଲେ ଖୁସି ଖବର

ଭୁବନେଶ୍ବର: ଚଳିତ ଶିକ୍ଷାବର୍ଷରେ ଯୁକ୍ତ ୩ ନାମଲେଖାରୁ ବଞ୍ଚିତ ହୋଇଯାଇଛିନ୍ତି କି? ତାହାଲେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ପାଇଁ ଖୁସି ଖବର ଆଣିଛନ୍ତି ମନ୍ତ୍ରୀ । ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି । ଏନେଇ ପ୍ରେସମିଟ କରି ଉଚ୍ଚଶିକ୍ଷା ମନ୍ତ୍ରୀ…