Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେଡିର ଆଭିମୁଖ୍ୟ ନେଇ ନବୀନଙ୍କୁ ଘେରିଲେ ବରିଷ୍ଠ ନେତା, ସୁପ୍ରିମୋ କହିଲେ ଆମ ଆଭିମୁଖ୍ୟ ଧର୍ମନିରପେକ୍ଷ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଶୁକ୍ରବାର ଦିନ ନିଜର ଧର୍ମନିରପେକ୍ଷ ନୀତି ପ୍ରତି ପୁନର୍ବାର ପ୍ରତିଶ୍ରୁତି ଦେଇଛି। ଏହି କଥା ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ନବୀନ ନିବାସରେ ଦଳର ସଭାପତିଙ୍କ ସହ ବୈଠକ ପରେ ସେ କହିଛନ୍ତି ଯେ ବିଜେଡି କୌଣସି ରାଷ୍ଟ୍ରୀୟ…

ଓଡ଼ିଆରେ ସାଇନବୋର୍ଡ ନ ଲେଖିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଓଡ଼ିଶା ସରକାର ଶୁକ୍ରବାର ଦିନ ବ୍ୟବସାୟୀ ଓ ଦୋକାନୀମାନଙ୍କୁ ଚେତାବନୀ ଦେଇଛନ୍ତି। ଯଦି ସେମାନେ ନିଜ ଦୋକାନରେ ବା ବ୍ୟବସାୟିକ ପ୍ରତିଷ୍ଠାନରେ ଥିବା ସାଇନବୋର୍ଡରେ ଓଡ଼ିଆ ଭାଷା ବ୍ୟବହାର ନ କରିବେ, ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।…

ସରକାରି କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାର ବର୍ଗଙ୍କୁ ମିଳିବ ଚାକିରି!

ଭୁବନେଶ୍ୱର:  ଓଡ଼ିଶା ସରକାର ଶୁକ୍ରବାର ଦିନ ରାଜ୍ୟରେ ‘ଅନୁକମ୍ପା ନିଯୁକ୍ତି’ ପାଇଁ ନୂଆ ନିୟମ ଜାରି କରିଛନ୍ତି। ଏହି ନିୟମ ଅନୁସାରେ, ସରକାରି କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ସଦସ୍ୟଙ୍କୁ ଚାକିରି ଦେବା ପାଇଁ ଆବେଦନଗୁଡ଼ିକୁ ବିଚାର କରାଯିବ। ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ…

ନାକେଦମ୍ ହେଲାଣି ବନବିଭାଗ; ଗତ ୨ଦିନରେ ୫୨ସ୍ଥାନରେ ଲାଗିଛି ନିଆଁ

କୋରାପୁଟ: ବନସୁରକ୍ଷା ସମିତି କରି ସଚେତନ କରିବା ପରେ ମଧ୍ୟ ଜଙ୍ଗଲପାର୍ଶ୍ବ ଗ୍ରାମାଞ୍ଚଳର ଲୋକେ ସଚେତନ ହେବାର ନାଁ ଧରୁ ନାହାଁନ୍ତି । ପୋଡୁଚାଷ ଓ ମକାଚାଷ ପାଇଁ ବ୍ୟାପକ ଭାବେ ଛୋଟ ବଡ ଜଙ୍ଗଲ, ପାହାଡ଼ରେ ନିଆଁ ଲଗାଉଛନ୍ତି। ପ୍ରତିଦିନି ନିଆଁ ଲାଗିବା ଏବଂ ଲିଭାଇବା ପ୍ରକ୍ରିୟାରେ…

‘ଗଣମାଧ୍ୟମରେ ଦେଇଥିବା ମିଥ୍ୟା ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ’

ଭୁବନେଶ୍ବର: ଗନ୍ଧମାର୍ଦ୍ଦନ ଲୋଡିଙ୍ଗ ଏଜେନ୍ସିରେ ଟଙ୍କା ହେରଫେର ଘଟଣାରେ ଗିରଫ ରାଜା ଚକ୍ରଙ୍କ ଓକିଲ ସୀତାଂଶୁ ଦ୍ବିବେଦୀଙ୍କ ଅଭିଯୋଗକୁ ଖଣ୍ଡନ କଲା ବିଜେପି । ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ଓ ଏଥିପାଇଁ କ୍ଷମା ପ୍ରାର୍ଥନା କରିବାକୁ…

ଉତ୍ତମ ଆଚାର ସମ୍ପନ୍ନ ଦେବାଳୟ ହେବ ଶ୍ରୀମନ୍ଦିର, ଚାଲିଛି ପ୍ରଶିକ୍ଷଣ

ପୁରୀ: ଉତ୍ତମ ଆଚାର ସମ୍ପନ୍ନ ଦେବାଳୟ ହେବ ଶ୍ରୀମନ୍ଦିର । ପ୍ରଶିକ୍ଷିତ ହେଉଛନ୍ତି ଶ୍ରୀମନ୍ଦିର ଯୁବ ସେବାୟତ । ବରିଷ୍ଠ ଓ ଯୁବ ସେବାୟତଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ସମନ୍ଵୟ ଉପରେ ଫୋକସ୍ । ଶୁକ୍ରବାର ଓ ଆସନ୍ତାକାଲି (ଶନିବାର) ଅନୁଷ୍ଠିତ ହେଉଛି ଦୁଇଦିନିଆ ପ୍ରଶିକ୍ଷଣ ଶିବିର । ଉତ୍ତମ…

ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଆସନ୍ତା ୧୩ ଓ ୧୪ ତାରିଖରେ ୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏଥିନିମନ୍ତେ ପୂର୍ବରୁ ସରକାରଙ୍କ ପକ୍ଷରୁ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହାକୁ ମହା ଆଡ଼ମ୍ବରରେ ପାଳନ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ୟାରେଡ ଓ ବିଭିନ୍ନ ପ୍ରତିଯୋଗୀତା…

ଆଗାମୀ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ କଲା କଂଗ୍ରେସ

ଭୁବନେଶ୍ଵର: ଆଗାମୀ ଦିନରେ କଂଗ୍ରେସର ଜିଲ୍ଲାସ୍ତରୀୟ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ, ବିକ୍ଷୋଭ, ରାଲି ଇତ୍ୟାଦି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କଂଗ୍ରେସର ୩୫ ଗୋଟି ସାଂଗଠନିକ ଜିଲ୍ଲା ନିମନ୍ତେ ଜିଲ୍ଲା ପର୍ଯ୍ୟବେକ୍ଷକ…

ଆସନ୍ତା ୨ ବର୍ଷ ଯାଏଁ ଯାତ୍ରା ଜଗତରୁ ଦୂରେଇ ରହିବେ ପୀୟୁଷ ତ୍ରିପାଠୀ

ଭୁବନେଶ୍ଵର: ଏ ବର୍ଷ ଯାତ୍ରା ଜଗତରୁ ଦୂରେଇ ରହିପାରନ୍ତି ପୀୟୁଷ ତ୍ରିପାଠୀ । ସୋସିଆଲ୍ ମିଡିଆରେ ପୀୟୁଷଙ୍କ ବାପାଙ୍କ ଚିଠିକୁ ନେଇ ବଢିଲା ଚର୍ଚ୍ଚା । ପୀୟୁଷଙ୍କ ସ୍ବାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ନେଇ ଚିଠି ଲେଖିଲେ ପୀୟୁଷଙ୍କ ବାପା । ଏନେଇ ଯାତ୍ରା ମାଲିକ ମହାସଂଘ ସଭାପତିଙ୍କୁ ଚିଠି…

ଓଡିଶାର ୨ଟି ରେଳ ପ୍ରକଳ୍ପକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ, ବିନିଯୋଗ ହେବ ୫,୧୦୪ କୋଟି ଟଙ୍କା

ଭୁବନେଶ୍ୱର: ଓଡ଼ିଶାରେ ଦୁଇଟି ପ୍ରକଳ୍ପ ସହ ଭାରତୀୟ ରେଳବାଇରେ ଚାରୋଟି ମଲ୍ଟିଟ୍ରାକିଙ୍ଗ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି । କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି (CCEA) ଆଜି ସାରା ଦେଶରେ ୪ଟି ରେଳ ପ୍ରକଳ୍ପ ମଞ୍ଜୁର କରିଥିବା…