Latest Odisha News
Browsing Category

ଓଡିଶା

Odisha

ରାଜଗାଙ୍ଗପୁରରେ ରେଳ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ

ଭୁବନେଶ୍ୱର: ସିବିଆଇ ରାଜଗାଙ୍ଗପୁରରେ ଭାରତୀୟ ରେଳବାଇର ଜଣେ ଜୁନିୟର ଇଞ୍ଜିନିୟର ଓ ତିନି ଜଣ ପୂର୍ବତନ ଇଞ୍ଜିନିୟରଙ୍କ ବିରୋଧରେ ଜାଲିଆତି ଅଭିଯୋଗରେ ମାମଲା ରୁଜୁ କରିଛି। ଏହି ଘଟଣା ସୋମବାର ଲୋକପାଳ ଅଫ୍ ଇଣ୍ଡିଆଙ୍କ ନିର୍ଦ୍ଦେଶରେ ସାମ୍ନାକୁ ଆସିଛି। ଏକ ନିର୍ମାଣ କମ୍ପାନୀକୁ ମଧ୍ୟ…

ସୁଜାତା କାର୍ତ୍ତିକେୟନ ନେଲେ ଅବସର, ଆଗାମୀ ପଦକ୍ଷେପ କଣ ହେବ?

ଭୁବନେଶ୍ୱର: ଆଇଏଏସ୍ ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନଙ୍କ ସ୍ୱେଚ୍ଛାକୃତ ଅବସର (ଭିଆରଏସ୍) ପରେ ତାଙ୍କର ଆଗାମୀ ପଦକ୍ଷେପ ଉପରେ ସାରା ଓଡ଼ିଶାର ନଜର ରହିଛି । ଯେହେତୁ ତାଙ୍କ ସ୍ୱାମୀ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଆଇଏଏସ ଚାକିରି ଛାଡି ରାଜନୀତିରେ ପାଦ ଥାପିଥିଲେ । ତେଣୁ ସମାନ…

ରାଉରକେଲାରେ ସେକ୍ସ ରାକେଟ୍ ଠାବ: ୫ ଯୁବତୀ ଉଦ୍ଧାର, ଗ୍ରାହକ ଦଲାଲ ଅଟକ

ରାଉରକେଲା:ମଙ୍ଗଳବାର ରାଉରକେଲା ଜଗଦା ଅଞ୍ଚଳରେ ଏକ ସେକ୍ସ ରାକେଟ ଠାବ ହୋଇଛି । ଗ୍ରାହକ ସାଜି ସେକ୍ସ ରାକେଟ ଉପରେ ଚଢ଼ାଉ କରିଥିଲା ପୋଲିସ । ରାଉରକେଲାରେ ଖୋଲାଖୋଲି ଭାବେ ନିଜ ଘରେ ଚାଲେଇଥିଲେ ସେକ୍ସ ରାକେଟ । ଝିରପାଣି ପୋଲିସ ସେକ୍ସ ରାକେଟ ଠାବ କରି ୫ ଯୁବତୀଙ୍କୁ ଉଦ୍ଧାର କରିଛି ।…

ଘଡ଼ଘଡ଼ି ବର୍ଷା ସହ କୁଆପଥର ମାଡକୁ ନେଇ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ବର: ରାଜ୍ୟରେ ୭ ତାରିଖ ଯାଏଁ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଯାହାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨ ତାରିଖରେ ବର୍ଷା ବିଜୁଳି ଘଡ଼ଘଡ଼ି ସହ ଝଟକା ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ । ଯାହାକୁ ନେଇ ମୟୂରଭଞ୍ଜ, କେନ୍ଦୁଝର,…

ଜୋରସୋରରେ ଚାଲିଛି ଐତିହାସିକ ପାରଳାଖେମୁଣ୍ଡି ରେଳଷ୍ଟେସନର ପୁନର୍ବିକାଶ

ପାରଳାଖେମୁଣ୍ଡି:ଆଧୁନିକ ସୁବିଧା, ବର୍ଦ୍ଧିତ ଯାତ୍ରୀ ଅଭିଜ୍ଞତା ଏବଂ ଦୀର୍ଘକାଳୀନ ସ୍ଥାୟିତ୍ଵ ଉପରେ ଧ୍ୟାନ ଦେଇ ସାରା ଭାରତରେ ଷ୍ଟେସନଗୁଡ଼ିକୁ ଉନ୍ନତ କରିବା ପାଇଁ ରେଳ ମନ୍ତ୍ରଣାଳୟ ଦ୍ୱାରା ଅମୃତ ଷ୍ଟେସନ ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନାର ଅଂଶ ଭାବରେ ଐତିହାସିକ ପାରଳାଖେମୁଣ୍ଡି ରେଳ…

୩ରୁ ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା; ଲାଗିବ ସିସିଟିଭି ,ଜଗିବେ ୬ପ୍ଲାଟୁନ ଫୋର୍ସ

ବ୍ରହ୍ମପୁର: ଆସୁଛନ୍ତି ମା’, ଚଳ ଚଞ୍ଚଳ ହୋଇଉଠିଛି ସମଗ୍ର ବ୍ରହ୍ମପୁର ସହର ।  ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆସନ୍ତା ୩ ତାରିଖରୁ ଆରମ୍ଭ ହେବ । ୩ ତାରିଖ ବିଳମ୍ୱିତ ରାତିରେ ମାଆଙ୍କୁ ଏକ ବିରାଟ ପଟୁଆରରେ ଠାକୁରାଣୀ ମନ୍ଦିରରୁ ଦେଶୀବେହେରା ସାହି ସ୍ଥିତ ଅସ୍ଥାୟୀ…

୨୦୨୪-୨୫ ଆର୍ଥିକ ବର୍ଷରେ ୨୫୯.୨୫୪ ନିୟୁତ ଟନର ରେକର୍ଡ ପଣ୍ୟ ବୋଝେଇ ହାସଲ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର: ଆର୍ଥିକ ବର୍ଷ ମଧ୍ୟରେ ପୂର୍ବତଟ ରେଳପଥ ବିଭିନ୍ନ ପ୍ରକାରର ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନର ପରିଚାଳନା କରିଛି। ଯେଉଁଥିରେ ୧୫୩.୨୭୧ ନିୟୁତ ଟନ୍ କୋଇଲା, ଇସ୍ପାତ କାରଖାନା ପାଇଁ ୯.୯୫୨ ନିୟୁତ ଟନ୍ କଞ୍ଚାମାଲ, ୨୧.୩୮୧ ନିୟୁତ ଟନ୍ ଇସ୍ପାତ ଏବଂ ସ୍ଲାଗ୍, ୩୨.୪୭୬ ନିୟୁତ ଟନ୍…

୩୦ ଓଏଏସ୍ ଅଧିକାରୀଙ୍କୁ ଆଇଏଏସ୍ ସ୍ତରକୁ ପଦୋନ୍ନତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିନ କେନ୍ଦ୍ର ଦ୍ୱାରା ୨୦୨୩ ଏବଂ ୨୦୨୪ରେ ଖାଲି ପଦବୀ ପୂରଣ ପାଇଁ ୩୦ ଜଣ ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ୍) ଙ୍କୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ସ୍ତରକୁ ପଦୋନ୍ନତି ଦେବାକୁ ଅନୁମୋଦନ କରିଛନ୍ତି। ସରକାରୀ ବିଜ୍ଞପ୍ତି…

ଆସନ୍ତାକାଲି ବନକଲାଗି ନୀତି; ୫ଘଣ୍ଟା ଜଗା ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ହେବ ଶ୍ରୀମନ୍ଦିରରେ ବନକଲାଗି ନୀତି । ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଖାର କରିବେ ଦତ୍ତ ମହାପାତ୍ର ସେବାୟତ । ଏଥିଲାଗି ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଚୈତ୍ର ଶୁକ୍ଲ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ…

୩୩ ତମ ଏକଲବ୍ୟ ପୁରସ୍କାର-୨୦୨୫ ନିମନ୍ତେ ଦରଖାସ୍ତ ଆହ୍ବାନ

ଭୁବନେଶ୍ୱର: ଇମ୍ଫା ଗ୍ରୁପ୍ ଦ୍ଵାରା ପରିଚାଳିତ ‘ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ୍' (ଇମ୍ପାକ୍ଟ) ତରଫରୁ ସମ୍ମାନଜନକ ୩୩ ତମ ଏକଲବ୍ୟ ପୁରସ୍କାର ୨୦୨୫' ନିମନ୍ତେ ନମାଙ୍କନ ପତ୍ର ଆହ୍ଵାନ କରାଯାଇଛି। 'ଏକଲବ୍ୟ ପୁରସ୍କାର' ହେଉଛି ଓଡ଼ିଶାର ଶ୍ରେଷ୍ଠ ଯୁବ କ୍ରୀଡ଼ାବିତ୍‌ଙ୍କ…