Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ୨୦ ତାରିଖ ଯାଏଁ ପ୍ରବଳ ବର୍ଷା ଆଶଙ୍କା, ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ହେତୁ ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଆଜି ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି…

ଜିଏସଟି ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ

ଯାଜପୁର: ଜିଏସଟି ତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ରେଡ୍ । ଯାଜପୁର ସିଟି ଆଣ୍ଡ ଜିଏସଟି ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି । ସରକାରୀ ଟିକସ ହେରଫେର ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ ହୋଇଛି । ପ୍ରାୟ ୫.୮୫…

ବିଧବା ମହିଳାଙ୍କ ଗଳା କାଟି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

କଟକ: ଜଣେ ବିଧବାଙ୍କ ଗଳା କାଟି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚ ଗାଁରେ । ମୃତକ ହେଲେ କଳ୍ପନା ଦାସ ଓ ଅଭିଯୁକ୍ତ ଯୁବକ ହେଲେ କାର୍ତ୍ତିକ ସେଠୀ । ତେବେ କିଛି ବର୍ଷ ହେବ ଉକ୍ତ…

ବୌଦ୍ଧଧର୍ମ ଗବେଷକ ପ୍ରବୀର ପଟ୍ଟନାୟକ ପାଇବେ ‘ନବଗୁଞ୍ଜର ସମ୍ମାନ’

ଭୁବନେଶ୍ୱର: ବିଶିଷ୍ଟ ବୌଦ୍ଧଧର୍ମ ଗବେଷକ ଓ ଲେଖକ ପ୍ରବୀର ପଟ୍ଟନାୟକଙ୍କୁ ୨୦୨୪ ର 'ନବଗୁଞ୍ଜର ସମ୍ମାନ'ରେ ପୁରସ୍କୃତ କରାଯିବ । ଶୁକ୍ରବାର ସନ୍ଧ୍ୟାରେ ଶ୍ରୀ ପଟ୍ଟନାୟକଙ୍କୁ ତାଙ୍କ ଭୁବନେଶ୍ୱର ବାସଭବନରେ ଭେଟି ନବଗୁଞ୍ଜର ସଂସ୍କୃତି ମଞ୍ଚ ଭୁବନେଶ୍ୱର ସଂସ୍ଥାପକ ସଦସ୍ୟଗଣ ଏହି ସମ୍ମାନ ଘୋଷଣା…

ଶଙ୍ଖ ଛାଡି ପଦ୍ମ ଧରିଲେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡୀ

ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି ବିଧାୟକ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ବିଜେଡି ଛାଡି ଦଳରେ ଯୋଗ ଦେଇଛନ୍ତି ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡୀ । ଏହା ସହ…

ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୱାୟି.ବି ଖୁରାନିଆ

ଭୁବନେଶ୍ବର: ଆଜି ଅପରାହ୍ନରେ ନୂଆ ପୋଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ୱାୟି. ବି ଖୁରାନିଆ । ସନ୍ଧ୍ୟାରେ ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଖୁରାନିଆ । ସୂଚନାଯୋଗ୍ୟ, ୧୯୯୦ ବ୍ୟାଚ୍…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅମିତ୍ ରୋହିଦାସ୍‌, ଦେଲେ କୋଣାର୍କ ଚକ୍ର ଉପହାର

ଭୁବନେଶ୍ୱର: ପ୍ୟାରିସ୍‌ ଅଲମ୍ପିକ୍ସରେ ପଦକ ଜିତିବା ପରେ ଆଜି ଓଡିଶାରେ ପହଞ୍ଚିଛନ୍ତି ଭାରତୀୟ ପୁରୁଷ ହକି ଦଳର ଓଡିଆ ଖେଳାଳୀ ଅମିତ୍‌ ରୋହିଦାସ୍ । ଭୁବନେଶ୍ୱରରେ ପହଞ୍ଚି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଅମିତ୍‌ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅମିତ୍‌ଙ୍କର…

୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଆଇସିଡିଏସ ସୁପରଭାଇଜର

ଫୁଲବାଣୀ: ୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଆଇସିଡିଏସ ସୁପରଭାଇଜର । ଫିରିଙ୍ଗିଆ ଆଇସିଡିଏସ ସୁପରଭାଇଜର ଶୈଳବାଳା ସାହୁଙ୍କୁ ଧରିଲା ଭିଜିଲାନ୍ସ । ମିନି ଅଙ୍ଗନବାଡ଼ିରୁ ଅତିରିକ୍ତ ଅଙ୍ଗନବାଡ଼ି କରିବାକୁ ମୁର୍ଜା ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ସୁପରଭାଇଜର ।…

ପୁଟ୍ରୀ ମହୁଲ ସଂରକ୍ଷିତ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଠାବ, ବିସ୍ଫୋରକ ସାମଗ୍ରୀ ଜବତ

କଳାହାଣ୍ଡି: ସର୍ଚ୍ଚ ଅପରେସନ୍‌ ବେଳେ କଳାହାଣ୍ଡି ଜିଲ୍ଲା ଏମ୍‌. ରାମପୁର ଥାନା ଅଧିନ ପୁଟ୍ରୀ ମହୁଲ ସଂରକ୍ଷିତ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଠାବ ହୋଇଛି । ସେଠାରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ବର୍ତ୍ତମାନ ମଧ୍ୟ ସେହି ଜଙ୍ଗଲରେ କମ୍ୱିଂ ଅପରେସନ ଜାରି ରହିଛି ।…

ସନ୍ଦିଗ୍ଧ ଘରୁ ୭ଟି ସିମ୍‌ବକ୍ସ ଠାବ, ଜଣେ ଗିରଫ

ଭୁବନେଶ୍ବର: ସନ୍ଦିଗ୍ଧ ଘରୁ ୭ଟି ସିମ୍‌ବକ୍ସ ଠାବ । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ସନ୍ଦିଗ୍ଧ ଘରୁ ଠାବ ହୋଇଛି ୭ଟି ସିମ୍‌ବକ୍ସ । ସ୍ପେଶାଲ ସ୍କ୍ବାଡ୍‌ ଓ ଲକ୍ଷ୍ମୀସାଗର ପୋଲିସର ମିଳିତ ଚଢାଉ ବେଳେ ସିମ୍‌ ବକ୍ସ ସହ ଜଣକୁ ଅଟକ ରଖିଛି ପୋଲିସ । ତେବେ ବିଭିନ୍ନ ଫ୍ରଡ୍‌ କଲ୍‌ କରିବାକୁ ଏହି…