Latest Odisha News

BREAKING NEWS

Browsing Category

ଓଡିଶା

Odisha

ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହଷ୍ଟେଲ ଛାଡିଲେ ୧୭୦ ଅନ୍ତେବାସୀ

ଉଦଳା: ହଷ୍ଟେଲ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା। ଅଘଟଣ ପରେ ହଷ୍ଟେଲ୍‌ ଛାଡ଼ିଲେ ୧୭୦ ଅନ୍ତେବାସୀ। ଅନ୍ତେବାସୀ ଛାତ୍ରୀଙ୍କୁ ହଷ୍ଟେଲ୍‌ରୁ ନେଇଗଲେ ଅଭିଭାବକ। ଗତକାଲି ମର୍ଣ୍ଣିଙ୍ଗ ଷ୍ଟାର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଅନ୍ଵେଷା ହଷ୍ଟେଲରୁ ଉଦ୍ଧାର…

ଘରୋଇ କଳହ ନେଲା ଉଗ୍ରରୂପ: ବାପା ନେଲା ପୁଅର ଜୀବନ

ଫୁଲବାଣୀ: ବାପା ପାଲଟିଗଲା ଜହ୍ଲାଦ। ପତ୍ନୀ ସହ ଲାଗି ରହୁଥିବା କଳହର ରାଗ ପୁଅ ଉପରେ ଶୁଝାଇଲା। ଶେଷରେ ନାବାଳକ ପୁଅକୁ ମାରିଦେଲା। ଏପରି ଏକ ସାଂଘାତିକ ଅଭିଯୋଗ ଫୁଲବାଣୀ ସହରରୁ ଆସିଛି। ନିଜ ପୁଅକୁ ମାରି ବାପା ଜୀବନ ହାରିଥିବା ରୂପ ଦେବାକୁ ଫ୍ୟାନରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି।…

ବୌଦ୍ଧ-ପୁରୁଣାକଟକ ରେଳ ସେକ୍ସନ ନିରୀକ୍ଷଣ କଲେ ରେଳ ସୁରକ୍ଷା ଆୟୁକ୍ତ

ରେଳ ସୁରକ୍ଷା ଆୟୁକ୍ତ ବ୍ରିଜେଶ ମିଶ୍ର ତାଙ୍କର ଦୁଇ ଦିନିଆ ପୂର୍ବତଟ ରେଳପଥ ପରିଦର୍ଶନ ସମୟରେ ବୌଦ୍ଧ ଏବଂ ପୁରୁଣାକଟକ ମଧ୍ୟରେ ନବନିର୍ମିତ 26.888 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରେଳ ଲାଇନର ଯାଞ୍ଚ କରିଛନ୍ତି। ଯାହା ଦ୍ୱାରା ନିର୍ମାଣ କାର୍ଯ୍ୟ ଚାଲୁଥିବା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ…

ଘାଟିରେ ଓଲଟିଲା ବସ୍‌: ୩ ଗୁରୁତର, ୨୩ ଆହତ

ରାୟଗଡ଼ା: କୋଲନରା ବ୍ଳକ ମୁକୁନ୍ଦପୁର ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ମା ବାଙ୍ଗାରାମା ନାମକ ବସ୍‌। ବସ୍‌ରେ ଯାତ୍ରୀ କରୁଥିବା ଯାତ୍ରୀଙ୍କ ମଧ୍ୟରୁ ୨୩ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସେଥିମଧରୁ ୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଅମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ…

ରାଜ୍ୟରେ ଉପରମୁହାଁ ତାତି, ୪୦ ଡିଗ୍ରୀ ଟପିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ତାତି। ଦିନ ତାପମାତ୍ରା କ୍ରମଶଃ ବଢିଚାଲିଛି। ଗତ ଦୁଇ ଦିନରେ ଅଧିକାଂଶ ସ୍ଥାନରେ ତାପମାତ୍ରା ପାଖାପାଖି ୨ରୁ ୩ ଡିଗ୍ରୀ ବଢ଼ିଛି। କିଛି ଦିନ ଧରି କାଳବୈଶାଖୀ ପ୍ରଭାବରେ ତାତି କମ୍‌ ରହୁଥିଲା। କିନ୍ତୁ ଏବେ ଖରା ବଢ଼ିବା ସହ ୨୯ରୁ ପୁଣି ଜଳାଇବ ବୋଲି ପାଣିପାଗ…

ନିଆରା ଢଙ୍ଗରେ ଚା’ ପିଇ ପ୍ରତିବାଦ କଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର: ନିଆରା ଉପାୟରେ ଚା ଖଟିରେ ପ୍ରତିବାଦ କରିଛି କଂଗ୍ରେସ। ବିଧାନସଭାରୁ ନିଲମ୍ବିତ ହୋଇଥିବା କିଛି କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତା ଗତକାଲି ସଂଧ୍ୟାରେ ସ୍ବତନ୍ତ୍ର ଟି-ସାର୍ଟ ପିନ୍ଧି ଚା ପିଇ ପ୍ରତିବାଦ କରିଛନ୍ତି। ଅଗଣତାନ୍ତ୍ରିକ ଭାବେ ବାଚସ୍ପତି ନିଲମ୍ବିତ କଂଗ୍ରେସ ବିଧାୟକ…

ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ବିଧାନସଭା ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର: ଆଜି ରାସ୍ତାକୁ ଓହ୍ଲାଇବ କଂଗ୍ରେସ। ବିଧାନସଭା ଘେରାଉ କରିବ ଦଳ। ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ସକାଳ ଦିନ ୧୦ଟାରେ ଭୁବନେଶ୍ବର ରାମମନ୍ଦିର ଠାରୁ କଂଗ୍ରେସଭବନ ପର୍ଯ୍ୟନ୍ତ ରାଲି ବାହାରିବ। ଏଥିରେ ପିସିସି ସଭାପତି, ଦଳର ବରିଷ୍ଠ ନେତା, ବିଧାୟକ, ଛାମୁଆ ସଂଗଠନର…

ପୋଲିସରେ ଚାକିରି ପାଇଁ ନିଯୁକ୍ତି, ଦଲାଲଙ୍କୁ ଦେଖିଲେ ଖବର ଦେବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ପୋଲିସ ଚଳିତ ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟାରେ ଦଲାଲ ଓ ମଧ୍ୟସ୍ଥିଙ୍କ ଠାରୁ ସାବଧାନ ରହିବା ପାଇଁ କଡ଼ା ଚେତାବନୀ ଜାରି କରିଛି। ବିଭାଗ ପକ୍ଷରୁ ପ୍ରାର୍ଥୀମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି ଏବଂ ଟଙ୍କା ବଦଳରେ ଚାକିରି ଦେବାର ମିଛ ପ୍ରତିଶ୍ରୁତି ଦେଉଥିବା…

ଓଡ଼ିଶା ଉପକୂଳରୁ ସ୍ୱଦେଶୀ ଭିଏଲ-ଏସଆର-ଏସଏଏମ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ

ଭୁବନେଶ୍ବର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ସୌସେନା ବୁଧବାର ମିଳିତ ଭାବେ ସ୍ୱଦେଶୀ ଭାବେ ବିକଶିତ ଭିଏଲ-ଏସଆର-ଏସଏଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛନ୍ତି । ସ୍ୱଦେଶୀ ଭାବେ ବିକଶିତ ଏହି କ୍ଷେପଣାସ୍ତ୍ରକୁ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଭୂଲମ୍ବ ଭାବେ…

ବିଧାନସଭାରେ ବାଦିପାଲା: ବିରୋଧୀଙ୍କ ଆଚରଣକୁ ନିନ୍ଦା କଲେ ବାଚସ୍ପତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ବିରୋଧୀ ଦଳର ସଦସ୍ୟମାନଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ଶେଷରେ ମୁହଁ ଖୋଲିଛନ୍ତିବାଚସ୍ପତି ସୁରମା ପାଢ଼ି । ବୁଧବାର ସେ ନିଜର ମତ ରଖି ବିରୋଧୀ ବିଧାୟକଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଗୃହକାର୍ଯ୍ୟ ଚାଲୁଥିବା ସମୟରେ ଶୃଙ୍ଖଳା ଓ ମର୍ଯ୍ୟାଦା ବଜାୟ ରଖିବାର…