Latest Odisha News

BREAKING NEWS

Browsing Category

ଓଡିଶା

Odisha

ସବୁ ଜିଲ୍ଲାରେ ନ୍ୟାୟ ସତ୍ୟାଗ୍ରହ କରିବ କଂଗ୍ରେସ

ଭୁବନେଶ୍ବର: ସବୁ ଜିଲ୍ଲାରେ ନ୍ୟାୟ ସତ୍ୟାଗ୍ରହ କରିବ କଂଗ୍ରେସ । କଂଗ୍ରେସ ପକ୍ଷରୁ ସବୁ ଜିଲ୍ଲାରେ ନ୍ୟାୟ ସତ୍ୟାଗ୍ରହ ହେବା ନେଇ ଆଜି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଆଜିର ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ପିସିସି ସଭାପତି । ତେବେ ବିଧାନସଭା…

କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ଯାଇ ନାକେଦମ୍: ଲାଠି ଚାର୍ଚ୍ଚ ସାଙ୍ଗକୁ ପୋଲିସର ଟିୟର ଗ୍ୟାସ ମାଡ

ଭୁବନେଶ୍ବର: ରାଜଧାନୀ ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ହଜାର ହଜାର କଂଗ୍ରେସ କର୍ମୀଙ୍କୁ ଏକାସାଙ୍ଗରେ ରୋକିବାକୁ ଅସମର୍ଥ ହେବାରୁ ଲାଠିଚାର୍ଚ୍ଚ ସାଙ୍ଗକୁ ଆରମ୍ଭ କରି ପାଣି ମାଡ ଏବଂ ଟିୟର ଗ୍ୟାସ ପ୍ରୟୋଗ କରିଛି ପୋଲିସ୍ । ତେବେ ଆଜି କଂଗ୍ରେସ ବିଧାନସଭା ଘେରାଉ କରିବାକୁ ବାହାରି…

ଆୟଠୁ ବଢ଼ି ଯାଉଛି ବ୍ୟୟ, ଘାଟାରେ ଚାଲୁଛି OSRTC

ଭୁବନେଶ୍ଵର: ଆୟଠୁ ବ୍ୟୟ ବଢ଼ି ଯାଉଛି । କ୍ଷତିରେ ଚାଲୁଛି OSRTC ବସ୍ । ଦୁଇ ବର୍ଷରେ OSRTC କ୍ଷତି କଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦୨୨-୨୩ ଆର୍ଥିକ ବର୍ଷରେ OSRTC ୧୪୫ କୋଟି…

୨୬୩ ପଡା ଗାଁକୁ ମିଳିଛି ରାଜସ୍ବ ଗାଁ ମାନ୍ୟତା

ଭୁବନେଶ୍ବର: ବର୍ଷେ ଭିତରେ ୨୬୩ ପଡ଼ା ଗାଁକୁ ମିଳିଛି ରାଜସ୍ବ ଗାଁ ମାନ୍ୟତା । ପଡା ଗାଁକୁ ରାଜସ୍ୱ ଗାଁରେ ପରିବର୍ତ୍ତନ କରାଯାଇଥିବା ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବିଧାୟକ ଦୁଷ୍ମନ୍ତ ସ୍ୱାଇଁଙ୍କ ପ୍ରଶ୍ନରେ ବିଧାନସଭାରେ ତଥ୍ୟ ରଖି ମନ୍ତ୍ରୀ…

କଂଗ୍ରେସର ରଣହୁଙ୍କାର: ବର୍ଷିଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ବର: ବିରୋଧୀ କଂଗ୍ରେସର କାର୍ଯ୍ୟକଳାପ ନେଇ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପ୍ରେସମିଟ କରି କଂଗ୍ରେସକୁ କଳେ କଡା ଟାର୍ଗେଟ । ରାଜ୍ୟରେ ନାରୀ ଅସୁରକ୍ଷିତ ପ୍ରସଙ୍ଗକୁ ନେଇ ଗଲା କିଛି ଦିନ ବିଧାନସଭା ବାହାରେ ଏବଂ ଭିତରେ କଂଗ୍ରେସର ହଙ୍ଗାମା ନେଇ ଆଜି ପ୍ରେସ ମିଟ…

ଶାରିରୀକ ପରୀକ୍ଷା ବେଳେ ଚାଲିଗଲା ପରୀକ୍ଷାର୍ଥୀଙ୍କ ଜୀବନ

ଦେବଗଡ଼: ଶାରିରୀକ ପରୀକ୍ଷା ବେଳେ ଚାଲିଗଲା ପରୀକ୍ଷାର୍ଥୀଙ୍କ ଜୀବନ । ହୋମଗାର୍ଡ ପରୀକ୍ଷାର ଦୌଡ଼ ପ୍ରତିଯୋଗିତା ସମୟରେ ଅଘଟଣ । ଦେଓଗଡ଼ ରିଜର୍ଭ ପୋଲିସ ପଡ଼ିଆରେ ଚାଲିଥିଲା ଶାରିରୀକ ପରୀକ୍ଷା । ମୃତକ ଜଣଙ୍କ ହେଉଛନ୍ତି ରିଆମାଳ ଥାନା ଅନ୍ତର୍ଗତ ବୁଡିଦୋ ଗାଁର ପ୍ରଦୀପ ଦେହୁରୀଙ୍କ ପୁଅ ୨୧…

ବିଧାନସଭା ଚାରିପଟେ ଗଙ୍ଗାଜଳ ଛିଞ୍ଚିଲା ବିଜେଡ଼ି 

ଭୁବନେଶ୍ୱର: କଂଗ୍ରେସ ଗଲା, ଏବେ ବିଜେଡିର ପାଳି। ଆଜି ପ୍ରଶ୍ନକାଳ ଆରମ୍ଭ ପୂର୍ବରୁ ବିଧାନସଭା ଚାରିପଟେ ଗଙ୍ଗା ଜଳ ଛିଞ୍ଚିଛି ବିଜେଡି । ବିଜେଡ଼ି ବିଧାୟକ ମାନେ ବିଧାନସଭା ଚାରିପଟେ ଗଙ୍ଗାଜଳ ଛିଞ୍ଚି ପବିତ୍ର କରିଛନ୍ତି। ବିଧାନସଭାରେ ପଶିବା ପୂର୍ବରୁ ବିଧାନସଭା ଚାରିପଟେ ମାଟି କଳସରେ…

ଆଜି ପ୍ରସିଦ୍ଧ ବାରୁଣୀ ସ୍ନାନ, ବୁଡ ପକାଉଛନ୍ତି ଶହ ଶହ ଶ୍ରଦ୍ଧାଳୁ

ଭୁବନେଶ୍ଵର: ଆଜି ଯାଜପୁରର ପ୍ରସିଦ୍ଧ ବାରୁଣୀ ସ୍ନାନ । ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ପ୍ରତ୍ୟେକ ବର୍ଷ ପବିତ୍ର ବାରୁଣୀ ସ୍ନାନ ସହ ବାରୁଣୀ ମେଳା ଅନୁଷ୍ଠିତ ହୁଏ । ଏଥିଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋରରୁ ଶହ ଶହ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ବିଶ୍ବାସ…

ଓଡ଼ିଶାର ବିଭିନ୍ନ ପ୍ରାନ୍ତକୁ ଯିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର: ଲୋକଙ୍କ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଭୁବନେଶ୍ବରରେ ସୀମିତ ନରହି ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଯାଇ ଲୋକଙ୍କ ପାଖରୁ ଅଭିଯୋଗ ଶୁଣାଯିବ। ଏଥିପାଇଁ ସରକାରୀ ସ୍ତରରେ ବ୍ୟାପକ ଭାବେ ପ୍ରସ୍ତୁତି ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୨୦୨୪…

ବିଧାନସଭା ଘେରାଉ ପାଇଁ ବାହାରିଲା କଂଗ୍ରେସ, ଜଗିଛନ୍ତି ୮୦ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ଵର: ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଆଜି ବିଧାନସଭା ଘେରାଉ କରିଛି କଂଗ୍ରେସ। ଯାହାକୁ ନେଇ ରାଜଧାନୀ ଭୁବନେଶ୍ଵରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଂଗ୍ରେସର ଆନ୍ଦୋଳନ ପାଇଁ ପୋଲିସ ପକ୍ଷରୁ ପ୍ରସ୍ତୁତି ହୋଇଛି। ଆନ୍ଦୋଳନକାରୀଙ୍କୁ ରୋକିବାକୁ ୮୦ ପ୍ଲାଟୁନ୍ ପୋଲିସ…