Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚିତ୍ରୋତ୍ପଳା ନଦୀକୁ ଡେଇଁଲେ ମା’ ଓ ପୁଅ

ସାଲେପୁର: କଟକ ସାଲେପୁରରେ ଘଟିଯାଇଛି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଜଣେ ମହିଳା ନିଜ ଛୋଟ ପୁଅକୁ ଧରି ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡ଼ି‌ଛନ୍ତି। ସେମାନଙ୍କ ଘର ନେମାଳ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ପୁଅର ମୃତଦେହ ନଦୀରୁ ଉଦ୍ଧାର କରିଥିବା ବେଳେ ମା’ର ସନ୍ଧାନ…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭୂତତ୍ତ୍ଵବିତ୍‌

ଭବନେଶ୍ୱର: ଭିଜିଲାନ୍ସ ଜାଲରେ ଭୂତତ୍ତ୍ଵବିତ୍‌। ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜିଓଲୋଜିଷ୍ଟ। ବଲାଙ୍ଗୀର ଜିଲ୍ଲାର ଭୂତଳ ଜଳ ବିଭାଗରେ କାର୍ଯ୍ୟରତ ଏହି ଭୂତତ୍ତ୍ଵବିତ୍‌ ଜଣକ ହେଉଛନ୍ତି ଅସୀମ ଅଂଶୁମାନ ନାୟକ। ସେ ବୁଧବାର ଜଣେ ବ୍ୟକ୍ତିଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ…

ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଭୁବନେଶ୍ବର ଏମ୍ସରେ ଡାକ୍ତରଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଭୁବନେଶ୍ବର ଏମ୍ସରେ ଡାକ୍ତରଙ୍କ ଆନ୍ଦୋଳନ। ରୋଗୀ ସେବା ବାଧାପ୍ରାପ୍ତ। କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଆନ୍ଦୋଳନ। ସିନିୟର୍ ଓ ଜୁନିୟର୍ ରେସିଡେଣ୍ଟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ସୂଚନା ଅନୁସାରେ, କଲିକତାରେ ଜଣେ ଲେଡି ଟ୍ରେନି…

ଗଞ୍ଜେଇ ମାଫିଆଙ୍କ ସହ ଲିଙ୍କ: ୭ ପୋଲିସଙ୍କ ସହ ୨ ହୋମଗାର୍ଡ ବିଦା

କୋରାପୁଟ: ଗଂଜେଇ ମାଫିଆଙ୍କ ସହ ଲିଙ୍କ୍‌ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ମାଛକୁଣ୍ଡ ଓ ଲମତାପୁଟ ଥାନାର ୭ ପୋଲିସ କର୍ମଚାରୀ ସସ୍‌ପେଣ୍ଡ । ୩ ଜଣ ଏସ୍‌ଆଇ, ୨ ଜଣ ଏପିଏଫ୍‌, ୨ କନ୍‌ଷ୍ଟେବଲ ସସ୍‌ପେଣ୍ଡ ହୋଇଛନ୍ତି । ଏପରିକି ତାଲିମ ନେଉଥିବା ୨ ଜଣ ଏସ୍‌ଆଇଙ୍କ ପ୍ରତି ବି କାର୍ଯ୍ୟାନୁଷ୍ଠାନ…

ଧର୍ମ ଉପରେ ଆକ୍ରମଣକୁ କଡା ନିନ୍ଦା, ବାଲୁକା ଚିତ୍ରକଳା ମାଧ୍ୟମରେ ଶାନ୍ତି ପାଇଁ ପଦ୍ମଶ୍ରୀ ସୁଦର୍ଶନଙ୍କ ଅପିଲ

ପୁରୀ: ଶେଖ ହାସିନା ସରକାରର ପତନ ପରେ ବାଂଲାଦେଶରେ ହିଂସା ଥମିବାର ନାଁ ଧରୁନାହିଁ। ଏହି ହିଂସା ଏବେ ସାଂପ୍ରଦାୟିକ ହିଂସାର ରୂପ ନେଇଛି। ହିନ୍ଦୁଙ୍କ ମନ୍ଦିର ଭଙ୍ଗାରୁଜା ସହ ହିନ୍ଦୁଙ୍କୁ ଆକ୍ରମଣ କରାଯାଉଛି। ଯାହାଫଳରେ ବାଂଲାଦେଶର ସଂଖ୍ୟାଲଘୁ ହିନ୍ଦୁ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ତେବେ…

ଓଡ଼ିଶାର ୧୩ ଜଣଙ୍କୁ ପୋଲିସ ପଦକ

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାହସିକତା ଓ ସେବା ମେଡାଲ ଘୋଷଣା। ଓଡ଼ିଶାର ୧୩ ଜଣଙ୍କୁ ମିଳିବ ପୋଲିସ ମେଡାଲ। ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ। ଏଡିଜି ସୁରେଶ ଦେବ ଦତ୍ତ ସିଂହ, ଡିଏସପି ସଚିଦାନନ୍ଦ ରଥଙ୍କୁ ମିଳିବ ମେଡାଲ। ୧୫ ପୋଲିସ…

ଭିଜିଲାନ୍ସ ଜାଲରେ ନୀଳଗିରି ଡେପୁଟି କଲେକ୍ଟର ପରିକ୍ଷିତ ଜେନା

ବାଲେଶ୍ୱର: ନୀଳଗିରି ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଡେପୁଟି କଲେକ୍ଟର ପରିକ୍ଷିତ ଜେନାଙ୍କ ବାଲିଗୋହିରି ସ୍ଥିତ ଭଡା ଘରେ ଭିଜିଲାନ୍ସ ଚଢ଼ାଉ କରିଛି। OMBADC ପାଣ୍ଠି ହଡ଼ପ ଅଭିଯୋଗରେ ରେଡ କରିଛି ଭିଜିଲାନ୍ସ । ୧ କୋଟିରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ।…

୧୭ ଯାଏ ହାଲୁକାରୁ ମଧ୍ୟମ ବର୍ଷା, ୯ଟି ଜିଲ୍ଲାକୁ ସତର୍କତା ଜାରି

ଭୁବନେଶ୍ୱର: ଆସନ୍ତା ୧୭ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ। ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ନିଅଣ୍ଟିଆ ବର୍ଷା ସ୍ଥିତି ବଢିବ। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି। ଆସନ୍ତା ୪ ଦିନ…

ଶୋଇଥିବା ବେଳେ ଘର ଭାଙ୍ଗିଲା ହାତୀ, ୨ ମୃତ

କୋଇଡ଼ା:ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ରେଂଜ ବାଲିଝୁଡ଼ି ଗାଁରେ ଅଘଟଣ। ବରସୁଆଁ ରେଂଜ ବାଲିଝୁଡ଼ି ଗାଁରେ ହାତୀ ଉପଦ୍ରବ l ୪ ଛୁଆଙ୍କ ସହ ମାଆ ଶୋଇଥିଲା ବେଳେ ଘର ଭାଙ୍ଗିଲା ହାତୀ। କାନ୍ଥ ପଡ଼ି ୪ ମାସର ଗର୍ଭବତୀ ମାଆ ଓ ୮ ବର୍ଷର ପୁଅ ମୃତ। ଆଉ ୩ ଝିଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି l…

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ୯ ରାଜ୍ୟର ୧୨ଟି ଆସନ ପାଇଁ ହେବ ଉପନିର୍ବାଚନ

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ୯ ରାଜ୍ୟର ୧୨ଟି ଆସନ ପାଇଁ ହେବ ଉପନିର୍ବାଚନ। ଓଡ଼ିଶାର ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ। ମମତା ମହାନ୍ତଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଆସନ। ଅଗଷ୍ଟ ୨୧ରେ ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବା ବେଳେ ଅଗଷ୍ଟ ୨୭ରେ…