Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ କି ବିମାନବନ୍ଦର ! ରାଉରକେଲାରେ ଏଏଆଇର ୬ ଜଣିଆ ପ୍ରତିନିଧି ଦଳ

ରାଉରକେଲା: ହେବ କି ରାଉରକେଲା ବିମାନବନ୍ଦର ର ନବକଳେବର !  ବିମାନବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ନେଇ ନୂଆ ଆଶା ସଞ୍ଚାର ହୋଇଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ)ର ୬ ଜଣିଆ ପ୍ରତିନିଧି ଦଳ ଆଜି ରାଉରକେଲାରେ ପହଞ୍ଚିଛନ୍ତି। ଏହି ଦଳରେ ରହିଛନ୍ତି ଡିଜିଏମ୍‌(ସିଭିଲ୍‌)…

ଅଚଳ ଗୃହ: ବିଧାନସଭା ବାହାରେ ଧାରଣା ଦେଲେ ବିଜେଡ଼ି ଓ କଂଗ୍ରେସ 

ଭୁବନେଶ୍ୱର: ଆରମ୍ଭ ଦିନରୁ ଅଚଳ ଚାଲିଛି ଗୃହ। ଆଜିବି ସମାନ ସ୍ଥିତି। ଆଜି ବି ଚାଲି ପାରିଲା ନାହିଁ ବିଧାନସଭା । ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ମୁଲତବୀ ଘୋଷଣା । ଘଣ୍ଟ-ଝାଞ୍ଜ-ପେଁକାଳୀ ବଜାଇ ପୁଣି ଗୃହ ଅଚଳ କଲେ ବିରୋଧୀ । ପ୍ରଥମେ ୧୧.୩୦ ଆଉ ପରେ ୧୨. ୩୧ ଯାଏଁ ଗୃହ ମୁଲତବି ରଖିଛନ୍ତି…

ରଥଯାତ୍ରା ପାଇଁ ପ୍ରସ୍ତୁତି: ବରଗଡ଼ରୁ ପୁରୀ ଯିବ ରଥକାଠ, ସର୍ଭେ କରିବେ ୫ଜଣିଆ ଟିମ୍‌

ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ଚାଲିଲା ପ୍ରସ୍ତୁତି। ବରଗଡ଼଼ରୁ ପୁରୀ ଯିବ ରଥକାଠ। ବରଗଡ଼ରେ ପୁରୀ ଶ୍ରୀମନ୍ଦିରର ୫ ଜଣିଆ ଟିମ୍। ପଦ୍ମପୁର ଜଙ୍ଗଲରେ ସର୍ଭେ କରିବ ଏହି ୫ ଜଣିଆ ଟିମ୍। ପଦ୍ମପୁର ଜଙ୍ଗଲରେ ଶ୍ରୀମନ୍ଦିରର ୫ଜଣିଆ ଟିମ୍‌‌ କରିବେ ସର୍ବେକ୍ଷଣ।…

ରାସନ କାର୍ଡ ଇ-କେୱାଇସି: ଏଥିପାଇଁ କେତେ ଦେୟ ରହିଛି, ଏଜେଣ୍ଟମାନେ ଆପଣଙ୍କଠାରୁ ଅଧିକ ଆଦାୟ କରୁଛନ୍ତି କି? ନଜର…

ଭୁବନେଶ୍ୱର: ଭାରତ ସରକାରଙ୍କ ମାଗଣା ରାସନ ଯୋଜନାରେ ଲାଭ ପାଇବା ପାଇଁ ରାସନ କାର୍ଡଧାରୀମାନେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଆବଶ୍ୟକ। କେବଳ ରାସନ କାର୍ଡ ଥିବା ଲୋକମାନେ ହିଁ ଏହି ସୁବିଧା ପାଇପାରିବେ। କେନ୍ଦ୍ର ସରକାର ରାସନ କାର୍ଡ ସମ୍ବନ୍ଧୀୟ ଏକ ନୂଆ ନୀତି ଆଣିଛନ୍ତି। ଏବେ ସମସ୍ତ ରାସନ…

ଭିଜିଲାନ୍ସ ଜାଲରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଘରୁ ବାହାରିଲା ଟଙ୍କାର ପାହାଡ଼

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ। ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ୍‌ରେ ହୋଇଛି ରେଡ୍। କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଘରେ ଚାଲିଛି ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେଲା ମହାସ୍ନାନ, ବନ୍ଦ ହେଲା ସାଧାରଣ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେଲା ମହାସ୍ନାନ। ବନ୍ଦ ହେଲା ସାଧାରଣ ଦର୍ଶନ। ପାଳିଆ ସେବକଙ୍କୁ ସେବାୟତ ଛୁଇଁବାରୁ ମହାପ୍ରଭୁଙ୍କର ହେଲା ମହାସ୍ନାନ। ମଇଲମ ଚାଲିଥିବା ବେଳେ ଛୁଇଁ ଦେଇଥିଲେ ସେବାୟତ। ମହାସ୍ନାନ ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ସକାଳ ୬ .୫୦ ସମୟରେ…

ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ଲୁଟ୍

କଟକ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ଲୁଟ। ବାଦାମବାଡି ବିକାଶ ନଗରରେ ଏକ ଆପାର୍ଟମେଣ୍ଟ ନିକଟରୁ ଜଣେ ବ୍ଯବସାୟୀଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସଂପୃକ୍ତ ମାଲଗୋଦାମ ବ୍ଯବସାୟୀ ନିଜ କାରରୁ ଓହ୍ଲାଇ ବ୍ୟାଗ ଧରି ଆପାର୍ଟମେଣ୍ଟ ସିଡି ଆଡକୁ ଯିବା ବେଳେ…

ରାଜ୍ୟରେ ପୁଣି ଉପରମୁହାଁ ​‌ପାରଦ, ୫ ଡିଗ୍ରୀ ବଢ଼ିବ ତାତି

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପୁଣି ବଢ଼ିବ ତାତି। ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ପାରଦ। ପ୍ରବଳ ଖରା ସହ ଗୁଳୁଗୁଳି ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୩ ଦିନରେ ଦିନ ତାପମାତ୍ରା ୫ ଡିଗ୍ରୀ ବଢ଼ିଯିବ। କାଳବୈଶାଖୀ ପ୍ରଭାବ ଯୋଗୁ ରାଜ୍ୟର ବହୁ…

ଖଣି ନୀତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଖଣି ନୀତିକୁ ନେଇ ବିଜୁ ଜନତା ଦଳ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୋମବାର ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶା ଦେଶର ପ୍ରାୟ ୫୦% ଖଣିଜ ସମ୍ପଦରେ ଅବଦାନ ରଖୁଛି, କିନ୍ତୁ ଏଠାକାର ଜନତା ଚରମ ଦାରିଦ୍ର୍ୟ, ବଡ଼ ପରିମାଣରେ ପ୍ରବାସ, ଓ…

୨୦୨୦-୨୪ ବର୍ଷରେ ସର୍ବାଧିକ ଗୁଣିଗାରେଡ଼ି ସନ୍ଦେହ ମାମଲା ମୟୂରଭଞ୍ଜରେ ପଞ୍ଜୀକୃତ

ଭୁବନେଶ୍ବର: ଗତ ପାଞ୍ଚ ବର୍ଷ ମଧ୍ୟରେ ଗୁଣିଗାରେଡ଼ି ସନ୍ଦେହ ମାମଲାରେ ମୋଟ ୩୮୭ ଜଣଙ୍କୁ ଗିରଫ କରାଯାଇଛି ।ଏନେଇ ସୋମବାର ଦିନ ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ…