Latest Odisha News

BREAKING NEWS

Browsing Category

ଓଡିଶା

Odisha

ନାଫେଡ ଯୋଗାଇବ ଆଳୁ, କିଲୋକୁ ମାତ୍ର ୩୦ ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ଉପୁଜିଥିବା ଆଳୁ ସଙ୍କଟ ଦୂର କରିବା ପାଇଁ ସରକାର ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ରାଜ୍ୟ ସରକାର ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟି ମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ଯୋଗାଇ ଦେବେ । ଏହାଦ୍ୱାରା ଖାଉଟି ମାନଙ୍କୁ ସୁଲଭ ଦରରେ ଆଳୁ…

ଭୁବନେଶ୍ୱର-ପଲାସା ଏବଂ ବ୍ରହ୍ମପୁର-ଗୋଳନ୍ଥରା ମଧ୍ୟରେ ନିରାପତ୍ତା ଜନିତ ବାଡ଼ ଦେବା କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର: ରେଳ ନିରାପତ୍ତାକୁ ବୃଦ୍ଧି କରାଇବା ସହିତ ଟ୍ରେନ ମାନଙ୍କର ବେଗବୃଦ୍ଧି ବଢାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ପୂର୍ବ ତଟ ରେଳପଥ । ଏନେଇ ଭୁବନେଶ୍ୱର-ପଲାସା ରେଳ ସେକ୍ସନରେ ନିରାପତ୍ତା ବାଡ (ଫେନସିଂ) ପ୍ରକଳ୍ପ ଆରମ୍ଭ କରିଛି । ଏହା ସହିତ ବ୍ରହ୍ମପୁର-ଗୋଳନ୍ଥରା…

ଅନୁନ୍ନତ ଜନଜାତିଙ୍କ ୩ଟି ବାସସ୍ଥାନ ସ୍ୱୀକୃତି ଦେବାରେ ଅଗ୍ରଣୀ ଓଡ଼ିଶା

ଭୁବନେଶ୍ବର: ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଜଙ୍ଗଲ ଅଧିକାର ଆଇନ (ଏଫଆରଏ) ଅଧୀନରେ ବିଶେଷ ଭାବେ ଅନୁନ୍ନତ ଜନଜାତି (ପିଭିଟିଜିଏସ)ଙ୍କୁ ବସତି ଅଧିକାର ପ୍ରଦାନ କରିବାରେ ଓଡ଼ିଶା ସମଗ୍ର ଦେଶରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି । ଗତ ଅଗଷ୍ଟ ୭ ତାରିଖରେ ଜିଲ୍ଲାସ୍ତରୀୟ କମିଟି (ଡିଏଲସି)…

ସରୁନି ବାବୁଙ୍କ ପ୍ଲଟ ଗଣା, ଯନ୍ତ୍ରୀଙ୍କ ନାଁରେ ଆହୁରି ୨୦ ପ୍ଲଟ ଠାବ

ଭୁବନେଶ୍ଵର: ଯେତେ ଖୋଳିଲେ ସେତେ ବାହାରୁଛି । ସରିବାର ନାଁ ନେଉନାହିଁ ପ୍ଲଟ ସଂଖ୍ୟା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତ ୨ ତାରିଖରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କର ଆଉ…

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନାଁରେ ନିର୍ବାଚନୀ ମାମଲା

ଭୁବନେଶ୍ଵର: କେଭିଙ୍କ ନାଁରେ ନିର୍ବାଚନୀ ମାମଲା । ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନାମରେ ନିର୍ବାଚନୀ ମାମଲା ରୁଜୁ କରାଯାଇଛି । ଚଳିତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ସେ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ ଆଣିଛନ୍ତି ପରାଜିତ ବିଜୁ ଜନତା ଦଳର ପ୍ରାର୍ଥୀ…

ମଧ୍ୟାହ୍ନ ଭୋଜନରେ ବାହାରିଲା ଝିଟିପିଟି, ୭୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

ବାଲେଶ୍ବର: ମଧ୍ୟାହ୍ନ ଭୋଜନ ଖାଇବା ପରେ ୭୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ । ଏପରି ଅଘଟଣ ଘଟିଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ସାଜନପୁର ପଞ୍ଚାୟତ ଶିରାପୁର ଗାଁର ଉଦୟନାରାୟଣ ବିଦ୍ୟାପୀଠରେ । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ…

ନବୀନ ନେଇଥିଲେ ଆକ୍ସନ୍, ମୋହନ ଦେଲେ ପୁରସ୍କାର

ନୂଆଦିଲ୍ଲୀ: ନବୀନ ସରକାର ବେଳେ ହୋଇଥିଲେ କୋଣଠେସା, ମୋହନ ସରକାର ଦେଲେ ପୁରସ୍କାର । ରାଜ୍ୟରେ ବିଜେପି ସରକାର ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି । ୨୦ଟି ଜିଲ୍ଲାରେ ଜିଲ୍ଲାପାଳ ବଦଳିଥିବା ବେଳେ ଦୀର୍ଘଦିନ ହେଲା କୋଣଠେସା ହୋଇ ରହିଥିବା ଅଧିକାରୀଙ୍କୁ ବଡ ଦାୟିତ୍ବ ଦିଆଯାଇଛି । ନବୀନ…

ଭୀଷଣ ବର୍ଷା ନେଇ ୯ ଜିଲ୍ଲାକୁ ସତର୍କତା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏନେଇ ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା କୋରାପୁଟ, ନବରଙ୍ଗପୁର,…

ସାବଧାନ୍ ! ଆସିଲେଣି ବାଂଲାଦେଶୀ

ଭୁବନେଶ୍ବର: ବାଂଲାଦେଶରେ ଅସ୍ଥିରତା, ଆଲର୍ଟରେ ଓଡିଶା । ପଡ଼ୋଶୀ ଦେଶରେ ହିଂସା ଓ ରାଜନୈତିକ ସଂକଟ ମଧ୍ୟରେ ବହୁସଂଖ୍ୟାରେ ବାଂଲାଦେଶୀ ନିଜ ଦେଶ ଛାଡି ଭାରତ ସୀମାରେ ଅନୁପ୍ରବେଶ କରିବା ଆଶଙ୍କା ରହିଛି। ଏମାନଙ୍କ ମଧ୍ୟରେ ବାଂଲାଦେଶରେ ଜେଲ୍ ଭାଙ୍ଗି ଅସ୍ତ୍ରଶସ୍ତ୍ର ଧରି ଫେରାର ହୋଇଥିବା…

ଆଳୁ ପଛରେ ଭାଇଙ୍କ ହାତ!, କାହିଁକି ଏମିତି କହିଲେ ଯୋଗାଣ ମନ୍ତ୍ରୀ…..

ଭୁବନେଶ୍ବର: ରାଜ୍ୟରେ ପୁଣି ଆଳୁ ଦର ଉପରମୁହାଁ ହୋଇଥିବା ବେଳେ ଏଥିରେ ବଳି ପଡିଛନ୍ତି ଖାଉଟି । ଖୁଚୁରା ଦେକାନୀ ୬୦ ଟଙ୍କା ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି । ଅନ୍ୟପକ୍ଷରେ ସରକାରଙ୍କ ହସ୍ତକ୍ଷେପ ପରେ ବି ସ୍ଥିତି ସୁଧୁରୁନି ।  ଫେଲ୍ ମାରିଛି ସରକାରଙ୍କ ସବୁ ଯୋଜନା । ପ୍ରଥମେ…