Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେଡିର କାର୍ଯ୍ୟକାରିଣୀ ଘୋଷଣାରେ ବିଳମ୍ବ, ଅସନ୍ତୁଷ୍ଟଙ୍କ ଉପରେ ସମସ୍ତଙ୍କ ନଜର

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ସଭାପତି ଭାବେ ନବୀନ ପଟ୍ଟନାୟକ ନବମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ପାଇଁ ନବୀନ ଦଳର ସଭାପତି ହୋଇଛନ୍ତି ଯେଉଁ ସମୟରେ ସେ କ୍ଷମତାରେ ଆଉ ନାହାନ୍ତି । ଏହାରି ଭିତରେ ବିଭିନ୍ନ କାରଣ ପାଇଁ ଦଳ ଆଭ୍ୟନ୍ତରୀରଣ କନ୍ଦଳର ସାମ୍ନା କରୁଛି । ତେଣୁ…

ଆଇଏଏସ ନିକୁଞ୍ଜ ଧଳଙ୍କ କେନ୍ଦ୍ରୀୟ ଡେପୁଟେସନ୍‌: ସିଏମଓରେ ବଡ଼ ପ୍ରଶାସନିକ ଅଦଳବଦଳ ଚର୍ଚ୍ଚା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ) ଭାବେ ନିୟୋଜିତଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ହଠାତ୍ କେନ୍ଦ୍ରୀୟ ଡେପୁଟେସନ୍‌ ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଶୁକ୍ରବାର ସରକାରୀ ସ୍ତରରେ ସ୍ପଷ୍ଟ ହୋଇଛି ଯେ…

ଦିଲ୍ଲୀ ହାଉଜଖାସ ମନ୍ଦିରରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଆୟୋଜନ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ମହାସମାରୋହରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ରର ଶୁଭାରମ୍ଭ ହୋଇଛି। ଏପ୍ରିଲ ୧୮ ତାରିଖ ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଏହି ଆଧ୍ୟାତ୍ମିକ ମହୋତ୍ସବ ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି। ପ୍ରଖ୍ଯାତ…

ସ୍ୱାବଲମ୍ବୀ ହେଉଛନ୍ତି ଗାଁର ଝିଅ: ‘ଲକ୍ଷପତି ଦିଦି’ ଯୋଜନାରେ ଓଡ଼ିଶାର ମହିଳାଙ୍କ ନୂଆ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଗ୍ରାମାଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ମହିଳାମାନେ ‘ଲକ୍ଷପତି ଦିଦି’ ଯୋଜନା ଜରିଆରେ ସ୍ୱାବଲମ୍ବୀ ହେବାର ନୂଆ ଅଧ୍ୟାୟ ଲେଖୁଛନ୍ତି। ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶା ଜୀବିକା ମିଶନ (ଓଏଲଏମ) ମାଧ୍ୟମରେ ଏହି କାର୍ଯ୍ୟକ୍ରମ…

କେନ୍ଦୁଝରର ଏହି ପର୍ଯ୍ୟଟନସ୍ଥଳୀ ନିଷିଦ୍ଧାଞ୍ଚଳ ଘୋଷିତ 

କେନ୍ଦୁଝର: ବୈତରଣୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ ଘଟଣାରେ କେନ୍ଦୁଝର ପ୍ରଶାସନ ଚମ୍ପୁଆ ଥାନା ଅନ୍ତର୍ଗତ ସାରେଇ ଗ୍ରାମର ପର୍ଯ୍ୟଟନ ସ୍ଥଳ କେଶରୀକୁଣ୍ଡକୁ ନିଷିଦ୍ଧ ଅଞ୍ଚଳ ଭାବରେ ଘୋଷଣା କରିଛି। ଚମ୍ପୁଆ ସବ-କଲେକ୍ଟର ଉମାକାନ୍ତ ପରିଡାଙ୍କ ନେତୃତ୍ୱରେ ଏକ ସରକାରୀ ଦଳ ଘଟଣାସ୍ଥଳକୁ ଯାଇ…

ଦୁଇ ମାସ ହେବ ଦରମା ପାଇନାହାନ୍ତି ପାର୍ବତୀ ଗଣନାଟ୍ୟର କଳାକାର, ଟିଭିରେ ମାଲିକ ପଢ଼ାଉଛନ୍ତି ଅନୁଶାସନର ପାଠ!

ଜଗତସିଂହପୁର: ଓଡ଼ିଆ ଯାତ୍ରା ଜଗତରେ ବିବାଦର ଅନ୍ତ ଘଟୁନାହିଁ। ଜଗତସିଂହପୁର ଜିଲ୍ଲାର ବିରିଡି ବ୍ଲକର ଉତ୍ତରଶାସନରେ ପାର୍ବତୀ ଗଣନାଟ୍ୟର କଳାକାର ଓ କର୍ମଚାରୀମାନେ ଦରମା ନ ମିଳିବାରୁ ଅଟକି ରହିଛନ୍ତି। ଦୁଇ ମାସରୁ ଅଧିକ ସମୟ ଧରି ପାରିଶ୍ରମିକ ନ ମିଳିବାରୁ ଅସନ୍ତୁଷ୍ଟ କଳାକାରମାନେ ଯାତ୍ରା…

ଆସନ୍ତାକାଲି ୫ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ: ପୁରୀରେ ଆସନ୍ତାକାଲି ଅର୍ଥାତ୍ ସୋମବାର ଦିନ ଶ୍ରୀ ଜଗନ୍ନାଥ ମନ୍ଦିର ଭକ୍ତମାନଙ୍କ ପାଇଁ ପାଞ୍ଚ ଘଣ୍ଟା ପାଇଁ ବନ୍ଦ ରହିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅନୁଯାୟୀ, ଦ୍ୱିତୀୟ ଭୋଗ ମଣ୍ଡପ ନୈବେଦ୍ୟ ସମାପ୍ତ ହେବା ପରେ 'ପଇତା ଲାଗି ନୀତି' ପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ସାଧାରଣ…

୪୩ ଡିଗ୍ରୀ ତାପମାତ୍ରାରେ ଜଳିଲା ଝାରସୁଗୁଡ଼ା

ଭୁବନେଶ୍ୱର: ଓଡ଼ିଶାର ୧୧ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି ବୋଲି ଆଇଏମଡି ତା'ର ସନ୍ଧ୍ୟା ବୁଲେଟିନରେ କହିଛି। ଝାରସୁଗୁଡ଼ା ସର୍ବାଧିକ ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ ସହିତ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଥିଲା। ଏହା ପରେ ବଲାଙ୍ଗୀର (୪୨.୪ ଡିଗ୍ରୀ…

ବିଜେପି ସଦସ୍ୟଙ୍କ ଉପରକୁ ଗାଡ଼ି ଚଢ଼ାଇବା ଅଭିଯୋଗରେ ବିଜେଡି ନେତା ଗିରଫ

ସମ୍ବଲପୁର: ସମ୍ବଲପୁରର ରେଢାଖୋଲରେ ରବିବାର ଦିନ ବିଜେଡି କାଉନସିଲର ରାଜୀବ ଲୋଚନ ପ୍ରଧାନଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ବିଜେପି ଜିଲ୍ଲା ପରିଷଦ ସଦସ୍ୟଙ୍କ ଉପରେ ଗାଡ଼ି ଚଢ଼ାଇବା ଅଭିଯୋଗ ରହିଥିଲା। ତେବେ ଏହି ଘଟଣା ସିସିଟିଭିରେ କଏଦ ହୋଇଥିଲା। ଯାହାପରେ ସେ ଫେରାର…

‘ରତ୍ନଭଣ୍ଡାର ମରାମତି ହୋଇ ନଥିଲେ ଭୁଶୁଡ଼ି ପଡ଼ିଥାନ୍ତା’

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଆସିଛି ବଡ଼ ବୟାନ । ରତ୍ନ ଭଣ୍ଡାର ମରାମତି ହୋଇ ନଥିଲେ ଭୁଶୁଡ଼ି ପଡ଼ିଥାଆନ୍ତା ବୋଲି ସେ କହିଛନ୍ତି । ତେଣୁ ସେଭଳି ସ୍ଥିତିରେ ଥିବା ରତ୍ନ ଭଣ୍ଡାରକୁ ସମ୍ପୂର୍ଣ୍ଣରୂପେ ଶହେରୁ ଦୁଇ ଶହ ବର୍ଷ…