Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରଚଣ୍ଡ ତାତିରୁ ବ୍ରେକ ଲଗାଇବ କାଳବୈଶାଖୀ ବର୍ଷା, 19ରୁ ରାଜ୍ୟରେ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ତାତିରୁ ବ୍ରେକ ଲଗାଇବ କାଳବୈଶାଖୀ ବର୍ଷା। ୧୯ ତାରିଖରୁ ପାଗରେ ପରିବର୍ତ୍ତନ ଆସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୯ ରୁ ୨୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ…

ପୁଣି ଉତ୍ତପ୍ତ ସହର ପାଲଟିଲା ବୌଦ୍ଧ, ୪୩ ଡିଗ୍ରୀ ପାର୍

ଭୁବନେଶ୍ୱର: ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଯାହାଫଳରେ କଲବଲ ହେଉଛନ୍ତି ଜନସାଧାରଣ। ପଶ୍ଚିମ ଓଡିଶାରେ ତାପମାତ୍ରା ସବୁଠାରୁ ଅଧିକ ରହୁଛି। ବୌଦ୍ଧ ଜିଲ୍ଲାରେ ତାପମାତ୍ରା ସର୍ବାଧିକ ୪୩.୫° ସେଲସିୟସ୍ ରେକର୍ଡ କରାଯାଇଛି । ଏହା ପୂର୍ବରୁ ଶନିବାର ୪୨.୫° ଏବଂ ରବିବାର…

‘ମାର୍ଚ୍ଚ ୩୧ ସୁଦ୍ଧା ଭାରତୀୟ ରେଳବାଇ ବିଶ୍ୱର ଶ୍ରେଷ୍ଠ ୩ ଦେଶ ମଧ୍ୟରେ ରହିବ’

ଭୁବନେଶ୍ବର: ସୁଲଭ ମୂଲ୍ୟରେ ଯାତ୍ରୀମାନଙ୍କୁ ନିରାପଦ ତଥା ଗୁଣାତ୍ମକ ସେବା ଯୋଗାଇ ଭାରତୀୟ ରେଳ ବିଶ୍ୱ ସ୍ତରରେ ଏକ ଅଗ୍ରଣୀ ସ୍ଥାନ ହାସଲ କରୁଛି । ଆମ ଦେଶରେ ରେଳ ଭଡା ନିକଟ ଦେଶ ପାକିସ୍ଥାନ, ବାଂଲାଦେଶ ଏବଂ ଶ୍ରୀଲଙ୍କା ତୁଳନାରେ କମ୍ ଥିବାବେଳେ ପଶ୍ଚିମ ଦେଶରେ ରେଳ ଭଡା ଭାରତ ତୁଳନାରେ…

ପୁରୀ ଭ୍ରମଣର ଫଟୋ ଶେୟାର କଲେ ଅଭିନେତ୍ରୀ ଭାଗ୍ୟଶ୍ରୀ

ପୁରୀ: 'ମୈନେ ପ୍ୟାର କିୟା' ଅଭିନେତ୍ରୀ ଭାଗ୍ୟଶ୍ରୀ ନିକଟରେ ପୁରୀ ଗସ୍ତରେ ଆସିଥିବା ବେଳେ ଏବେ ଫଟୋ ସେୟାର କରିଛନ୍ତି। କମଳା ରଙ୍ଗର ପୋଷାକ ପରିଧାନ କରିଥିବା ବେଳେ ସେ ସିଂହଦ୍ୱାର ସମ୍ମୁଖରେ ପୋଜ୍ ଦେଇଥିଲେ। ଏପରିକି ଗରୁଡ଼ ସ୍ତମ୍ଭରେ ଦୀପ ଜାଳୁଥିବାର ଦେଖାଯାଇଛି। ଏହି ଅବସରରେ…

୨୦୨୪ ନିର୍ବାଚନରେ ଗାଡ଼ି, ଟେଣ୍ଟ ଖର୍ଚ୍ଚ ୧୧୫ କୋଟି ୯୪ ଲକ୍ଷ

ଭୁବନେଶ୍ୱର: ୨୦୨୪ ଓଡ଼ିଶା ନିର୍ବାଚନରେ ସରକାର ଖର୍ଚ୍ଚ କରିଥିଲେ ୧୧୫ କୋଟି ଟଙ୍କା । ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟ ସରକାର ଗାଡ଼ି ଏବଂ ସାଉଣ୍ଡ ସିଷ୍ଟମ ଭଡା ଏବଂ ତମ୍ବୁ ଏବଂ ବ୍ୟାରିକେଡ୍ ଲଗାଇବା ପାଇଁ ୧୧୫ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିବା ନେଇ ସୋମବାର…

୧୯ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ; ରାଜ୍ୟରେ ୧୭ରୁ ଅଧିକ ନିଯୁକ୍ତି ସୁଯୋଗ ଆଶା

ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭର ସଫଳତା ପରେ, ୧୩୫ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ୬,୧୧୭ କୋଟିର ଗୁରୁତ୍ୱପୂର୍ଣ୍ଣ ନିବେଶ ହୋଇଛି, ଯାହା ଏକ ପ୍ରମୁଖ ନିବେଶ ଗନ୍ତବ୍ୟସ୍ଥଳ ଭାବରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼…

ବ୍ରାଉନସୁଗାର ହବ୍‌ ପାଲଟିଛି ଓଡ଼ିଶା, ୩ ବର୍ଷରେ ଜବତ ହେଲାଣି…

ଭୁବନେଶ୍ବର: ବ୍ରାଉନସୁଗାର ହବ୍‌ ପାଲଟିଛି ଓଡ଼ିଶା । ଏନେଇ ସୋମବାର ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୩ ବର୍ଷରେ ୭୭.୩୪୪ କେଜି ବ୍ରାଉନସୁଗାର ଜବତ ହୋଇଥିବାବେଳେ, ୫୯୨୦ଟି ମାମଲାରେ ଗିରଫ ହୋଇଛନ୍ତି ୭୨୮୯ ଜଣ । ସେହିଭଳି ୪୪୩୬.୭୬ କ୍ବିଣ୍ଟାଲ ଗଞ୍ଜେଇ…

ଜଙ୍ଗଲ ନିଆଁ ଜଗୁଛି ଏଆଇ କ୍ୟାମେରା, ଧୁଆଁ ବାହାରିଲେ କରାଉଛି ସତର୍କ

ଭୁବନେଶ୍ଵର: ଜଙ୍ଗଲ ନିଆଁ ନିୟନ୍ତ୍ରଣ ନେଇ ପିସିସିଏଫ୍‌ ସୁରେଶ ପନ୍ତ୍‌ଙ୍କ ସୂଚନା । ଜଙ୍ଗଲ ନିଆଁ ଲିଭାଇବାରେ ୯୯.୯୯% ସଫଳ ହେଉଛି ବନ ବିଭାଗ । ଅଧିକ ନିଆଁ ଲାଗିଲେ ଗୃହ ବିଭାଗ ଜରିଆରେ ଓଡ୍ରାଫ୍‌ ସହାୟତା ନେବୁ ବୋଲି କହିଛନ୍ତି ପିସିସିଏଫ୍ । ତେବେ ପ୍ରଥମ ରାଜ୍ୟ ଭାବେ ଓଏଫ୍ଏମଏସ ଫରେଷ୍ଟ…

ଗତ ୮ ମାସରେ ହଜିଲେଣି ୨୦ ହଜାର: ମିଳିଛନ୍ତି ୭ ହଜାର

ଭୁବନେଶ୍ବର: ଗତ ଆଠ ମାସରେ ହଜିଲେଣି ୨୦ ହଜାର ଜଣ । ସେଥିମଧ୍ୟରୁ ୭ ହଜାରରୁ  ଅଧିକ ଲୋକଙ୍କୁ ଖୋଜାଯାଇଛି । ଏନେଇ ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜୁନ୍ ୨୦୨୪ ପରଠାରୁ ରାଜ୍ୟରେ ପଞ୍ଜିକୃତ ହୋଇଥିବା ମୋଟ ନିଖୋଜ ମାମଲା ସଂଖ୍ୟା, ଏଥିରୁ କେତେ ସମାଧାନ…

ରାଗିଗଲେ ଜଗନ୍ନାଥ ପ୍ରେମୀ, ହେମାମାଳିନୀଙ୍କ ନାଁରେ ଥାନାରେ ଦେଲେ ଏତଲା

ପୁରୀ: ଶ୍ରୀମନ୍ଦିରକୁ ପ୍ରବେଶ କରି ଏବେ ବିବାଦରେ ବଲିଉଡ ଅଭିନେତ୍ରୀ ହେମାମାଳିନୀ । ଜଣେ ଅଣ ହିନ୍ଦୁ ହୋଇ କିପରି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କଲେ, ତାକୁ ନେଇ ଏବେ ଅସନ୍ତୋଷ ସୃଷ୍ଟି ହୋଇଛି । ପୁରୀର ଜଗନ୍ନାଥ ମନ୍ଦିରରେ ପହଞ୍ଚିବା ପରେ ଏବେ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ…