Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଭିମାନ, ଅସନ୍ତୋଷ ନା କୋଣଠେସା ?

ଭୁବନେଶ୍ବର: ଋଷିଛନ୍ତି ଜୟନାରାୟଣ, ବୁଝାଇବ କଣ ବିଜେପି ବେଳକୁ ବେଳ ତାଙ୍କୁ ଅଣଦେଖା କରୁଥିବା ଚର୍ଚ୍ଚା ହେଉଛି । ବିଜେପି ସରକାର ଗଠନ ପରଠୁ ଦଳର ବରିଷ୍ଠ ନେତା ଜୟନାରାୟଣଙ୍କୁ ଦଳ କୋଣଠେସା କରିଥିବା ଅଭିଯୋଗ ହେଉଛି । ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ନିଷ୍ପତ୍ତି ହୋଇପାରିନଥିବା ବେଳେ…

ରାଜ୍ୟରେ ୨ହଜାରରୁ ଅଧିକ ଗାଁରେ ନାହିଁ ମୋବାଇଲ ସେବା

ଭୁବନେଶ୍ବର: ଏବେକା ଡିଜିଟାଲ ଯୁଗରେ, ରାଜ୍ୟରେ ଏମିତି କିଛି ଗାଁ ରହିଛି, ଯେଉଁଠି ମୋବାଇଲ ସେବାରୁ ବଞ୍ଚିତ ଅଛନ୍ତି ଲୋକେ । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ । ଓଡ଼ିଶାରେ ୨୬୦୩ଟି ଗାଁରେ ମୋବାଇଲ୍ ସଂଯୋଗ ନାହିଁ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ…

ଭିଜିଲାନ୍ସ ଜାଲରେ ବିଇଓ କାର୍ଯ୍ୟାଳୟ ଆକାଉଣ୍ଟାଣ୍ଟ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ମହମ୍ମଦ ଫିରୋଜ ଖାନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଆକାଉଣ୍ଟାଣ୍ଟ ଫିରୋଜ ଖାନଙ୍କୁ ଧରିଛି ଭିଜିଲାନ୍ସ। ସ୍କୁଲ ୟୁନିଫର୍ମ ପାଇଁ…

ଠକ ହଂସିତା-ଅନିଲଙ୍କୁ ମିଳିଲା ଜାମିନ, ପାସପୋର୍ଟ ସରେଣ୍ଡର କରିବାକୁ ହାଇକୋର୍ଟଙ୍କ ସର୍ତ୍ତ

ଭୁବନେଶ୍ୱର: ହାଇପ୍ରୋଫାଇଲ ଠକ ହଂସିତା-ଅନିଲଙ୍କୁ ମିଳିଲା ଜାମିନ। ହାଇକୋର୍ଟରୁ ହଂସିତା-ଅନିଲଙ୍କୁ ସର୍ତ୍ତମୂଳକ ଜାମିନ ମିଳିଲା। ପାସପୋର୍ଟ ସରେଣ୍ଡର କରିବାକୁ ସର୍ତ୍ତ ରଖିଲେ ହାଇକୋର୍ଟ। ୫୦ ହଜାର ଟଙ୍କାର ଜଣେ ଜାମିନଦାର ବଦଳରେ ମିଳିଲା ଜାମିନ। ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା ଓ…

ଥାନାରେ ଗତ ୮ ମାସରେ ୧ ଲକ୍ଷ ୩୫ ହଜାର ମାମଲା ରୁଜୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଥାନାରେ ଗତ ଆଠ ମାସ ମଧ୍ୟରେ ମୋଟ ୧,୩୫,୦୭୪ଟି ମାମଲା ରୁଜୁ ହୋଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି।ଗୃହ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

ଗୋମାଂସକୁ ନେଇ ଉତ୍ତେଜନା, ଜଣେ ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭଷ୍ମା ଥାନା ଅନ୍ତର୍ଗତ ମୁଣ୍ଡାଗାଁରେ ଅଭାନୀୟ କାଣ୍ଡ ଘଟିଛି। ଏକ ବାଛୁରୀକୁ ହତ୍ୟା କରି ତାର ମାଂସ ଚାଲାଣ ପାଇଁ ଘରେ ରଖିଥିଲା ଜଣେ ବ୍ୟକ୍ତି। ଗ୍ରାମବାସୀ ଜାଣିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି ଗୋମାଂସ ଜବତ…

ସିଝୁଛି ପଶ୍ଚିମ ଓଡିଶା, ସାଢ଼େ ୧୧ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ର ୩୭.୮ ରେକର୍ଡ

ଭୁବନେଶ୍ଵର: କଲବଲ କରୁଛି ତାତି । ତାଉ ଖରାରେ ସିଝୁଛି ସମଗ୍ର ପଶ୍ଚିମ ଓଡ଼ିଶା । ଉପକୂଳରୁ ଉପାନ୍ତ ଅଞ୍ଚଳରେ ପ୍ରବଳ ତାତି । ଗତ ତିନି ଚାରି ଦିନ ହେଲାଣି ଯେମିତି ନିଆଁ ବର୍ଷା ହେଉଛି । ରାଜ୍ୟର ବିଭିନ୍ନ ସହରରେ ଦିନ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି । ଯାହାକୁ ନେଇ ଏବେ ରାଜ୍ୟରେ ଅସହ୍ୟ…

ପଞ୍ଚଭୂତରେ ଲୀନ ହେଲେ ରମାକାନ୍ତ ରଥ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଶେଷକୃତ୍ୟ

ପୁରୀ: ପଞ୍ଚଭୂତରେ ଲୀନ ହେଲେ ପ୍ରଖ୍ୟାତ ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥ । ପୁରୀ ସ୍ବର୍ଗଦ୍ବାରରେ ରମାକାନ୍ତ ରଥଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଚିତାରେ ମୁଖାଗ୍ନି ଦେଲେ ପୁଅ ପିନାକୀ ରଥ । ଶେଷକୃତ୍ୟରେ ସାମିଲ ହେଲେ ବହୁ…

ତାତିରୁ ମିଳିବ ଆଶ୍ବସ୍ତି: ଆସୁଛି ବଡ କାଳବୈଶାଖୀ, ଏହିସବୁ ଜିଲ୍ଲାକୁ ସତର୍କ ଜାରି…

ଭୁବନେଶ୍ବର: ରାଜ୍ୟରେ ଏବେ ତାଣ୍ଡବ ରଚୁଛି ତାତି । ଗତ ତିନି ଚାରି ଦିନ ହେଲାଣି ଯେମିତି ନିଆଁ ବର୍ଷା ହେଉଛି । ରାଜ୍ୟର ବିଭିନ୍ନ ସହରରେ ଦିନ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି । ଯାହାକୁ ନେଇ ଏବେ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି । ହେଲେ ଏବେ ତାତିରୁ ଟିକିଏ ଆଶ୍ବସ୍ତି ଦେବ ବର୍ଷା…

ବୌଦ୍ଧ ବାରିଙ୍ଗି ଗାଁରେ ମହାବଳ ବାଘ ଆତଙ୍କ

ବୌଦ୍ଧ: ବୌଦ୍ଧ ବାରିଙ୍ଗି ଗାଁରେ ମହାବଳ ବାଘ ଆତଙ୍କ । ମୁଣ୍ଡେଶ୍ବର ଜଙ୍ଗଲରେ ବୁଲୁଛି ବାଘ । ମହାବଳ ବାଘ ଦେଖି ଲୋକେ ଆତଙ୍କିତ । ପୋଖରୀ ଖୋଳିବା ସମୟରେ ଜଙ୍ଗଲ ଭିତରୁ ବାହାରିଲା ବାଘ । ବାଘ ଦେଖି ଗାଁକୁ ଧାଇଁଲେ ଗାଁ ଲୋକେ । ଖବର ପାଇ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ପକ୍ଷରୁ ଘଟଣାର ତଦନ୍ତ…