Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଜ୍ରପାତରୁ ରକ୍ଷା କରିବ ତାଳଗଛ !

ଭୁବନେଶ୍ବର: ବର୍ଷାଦିନେ ବଢୁଛି ବଜ୍ରପାତରେ ମୃତ୍ୟୁସଂଖ୍ୟା । ଗତବର୍ଷ ଓଡିଶାରେ ଦୁଇ ଘଣ୍ଟାରେ ୬୧ହଜାରରୁ ଅଧିକ ବଜ୍ରପାତ ହୋଇଥିଲା। ଏଥିରେ ୧୨ଜଣଙ୍କ ମୃତ୍ୟୁ ହୋଇଥିଲା । ପ୍ରତିବର୍ଷ ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଏଭଳି ପ୍ରାକୃତିକ ବିପର୍ଯ୍ୟୟ ରୋକିବା ପାଇଁ ରାଜ୍ୟ ସରକାର…

କିଏ ହେବେ ଓଡିଶାର ନୂଆ ଡିଜିପି, ରେସରେ ୩ ଅଧିକାରୀ

ଭୁବନେଶ୍ୱର: ଓଡିଶାର ପୂର୍ଣ୍ଣକାଳୀନ ଡିଜିପି କିଏ ହେବେ ତାକୁ ନେଇ ସସପେନ୍ସ ଲାଗି ରହିଛି। ଏହାରି ମଧ୍ଯରେ ମୋହନ ସରକାର ବର୍ତ୍ତମାନ ରାଜ୍ୟରେ କାର୍ଯ୍ୟ କରୁଥିବା ତିନିଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ସେମାନଙ୍କ ବାୟୋଡାଟା ଏବଂ ଅନ୍ୟାନ୍ୟ ତଥ୍ୟ ସୂଚନା ପ୍ରଦାନ କରିବାକୁ କହିଛନ୍ତି।…

ମମତାଙ୍କ ପରେ ଖସିବ କାହାର ଓ୍ବିକେଟ୍ ?

ଭୁବନେଶ୍ବର: ମମତା ମହନ୍ତ ବିଜେଡି ଛାଡିବା ପରଠୁ ଥମୁନି ଚର୍ଚ୍ଚା । ମମତାଙ୍କ ପରେ ଖସିବ କାହାର ଓ୍ବିକେଟ୍ ? ବିଜେପି ନେତାଙ୍କ ସଂକେତ କାହା ଆଡକୁ ? କିଏ କହିଲେଣି ମମତା ମହନ୍ତ କେବଳ ଟ୍ରେଲର ଆଗକୁ ଫିଲ୍ମ ବାକି ଅଛି ତ କିଏ କହିଲେଣି ବିଜେଡିରେ ନେତା ଅଣନିଶ୍ବାସୀ । ମମତା ମହନ୍ତ…

ଖୁବ୍‌ଶୀଘ୍ର ଜିଲ୍ଲା ଓ ବ୍ଲକ ସ୍ତରକୁ ଯାଇ ଅଭିଯୋଗ ଶୁଣିବେ ମନ୍ତ୍ରୀ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଜିଲ୍ଲା ଓ ବ୍ଲକ ସ୍ତରକୁ ଯାଇ ଅଭିଯୋଗ ଶୁଣିବେ ମନ୍ତ୍ରୀ l ଶୁଣାଣି ନେଇ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ୧୭୫୦ ପଞ୍ଜୀକରଣ ହୋଇଛି l ସମସ୍ତଙ୍କୁ ତ୍ବରିତ ବେଗରେ ନ୍ୟାୟ ଦେବା ସରକାରଙ୍କ ଉଦ୍ଦେଶ୍ୟ ବୋଲି…

ପୁଣି ଯାଞ୍ଚ ହେବ ରତ୍ନଭଣ୍ଡାର: ସରିଲା ଏସ୍‌ଓପି ପ୍ରସ୍ତୁତି, ଖାଲି ବାଜିବ ସରକାରଙ୍କ ମୋହର

ଭୁବନେଶ୍ବର: ପୁଣି ଯାଞ୍ଚ ହେବ ଭିତର ରତ୍ନଭଣ୍ଡାର । ଏଥିପାଇଁ ଏସଓପି ପ୍ରସ୍ତୁତି ନେଇ ଆଜି ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଯେଉଁଥିରେ ପୁଣି ରତ୍ନଭଣ୍ଡାର ଖୋଲିବା ପାଇଁ ଏସଓପି ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଏନେଇ ମୁଖ୍ୟ…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ; ଏହି ୬ଟି ପ୍ରସ୍ତାବ ଉପରେ ହୋଇଛି ଆଲୋଚନା

ପୁରୀ: ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବସିଥିବା ପରିଚାଳନା କମିଟି ବୈଠକ ଶେଷ ହୋଇଛି l ବୈଠକରେ ସମୁଦାୟ ୬ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି l ଭିତର ଓ ବାହାର ରତ୍ନଭଣ୍ଡାର ସ୍ଥାନାନ୍ତରଣ ପକ୍ରିୟାକୁ ଅନୁମୋଦନ କରାଯାଇଛି ଏନେଇ ରାଜ୍ୟସରକାରଙ୍କୁ ଅବଗତ କରାଯିବ ବୋଲି ବୈଠକରେ…

ଘରୋଇ କଳିରୁ ତୁମୁଳ କାଣ୍ଡ; ବୋହୂ ନାକ କାଟିଦେଲେ ଶ୍ୱଶୁର

କଟକ: ବୋହୂର ନାକ କାଟିଦେଲେ ଶ୍ବଶୁର । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁରୁ । ଅଭିଯୁକ୍ତ ଶ୍ୱଶୁର ଜଣଙ୍କ ହେଲେ ଅମର ନାୟକ । ଆହତ ବୋହୂ ନୀନା ନାୟକଙ୍କୁ ଗୁରୁଡିଝାଟିଆ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି…

ଚାହିଦା ପୂରଣ କରିପାରିଲାନି ୟୁପି, ଏବେ ଓଡିଶାକୁ ପଞ୍ଜାବ ଲୋଡା

ଭୁବନେଶ୍ବର: ଆଳୁକୁ ନେଇ ଏବେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ଏହାରି ଭିତରେ ରାଜ୍ୟକୁ ଆଳୁ ଯୋଗାଉଥିବା ପଶ୍ଚିମବଙ୍ଗ ସରକାରଙ୍କ ମନମାନି ଯୋଗୁଁ, ଆଳୁ ଆଣିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଭରସା କରିଥିଲା ଓଡିଶା । ହେଲେ ଯାହା ଲାଗୁଛି ଉତ୍ତରପ୍ରଦେଶ ସରକାର ବି ଓଡିଶା ଆବଶ୍ୟକ…

ଖଣି ଖନନ ଉପରେ ସୁପ୍ରିମକୋର୍ଟଙ୍କ ରାୟ: ବିଲ୍ ପାରିତ କଲେ ଝାଡଖଣ୍ଡ ସରକାର, ଲାଗୁ କରିବ କି ଓଡିଶା?…

ଭୁବନେଶ୍ବର: ଗତ ଶୁକ୍ରବାର ଝାଡଖଣ୍ଡ ବିଧାନସଭାରେ ପାରିତ ହୋଇଛି ଖଣି ଖନନ ସଂପର୍କିତ ବିଲ୍ । ଯେଉଁଥିରେ ରାଜସ୍ବ ବଢାଇବା ପାଇଁ ଝାଡଖଣ୍ଡ ସରକାର ଖଣି ଖନନ ଉପରେ ଉପକର ଲଗାଇବା ପାଇଁ ପ୍ରସ୍ତାବ ପାରିତ କରିଛନ୍ତି । ତେବେ ଗତ ଜୁଲାଇ ୨୫ ତାରିଖରେ ସୁପ୍ରିମକୋର୍ଟ ଖଣି ଖନନ ନେଇ ଏକ ବଡ ଘୋଷଣା…