Latest Odisha News

BREAKING NEWS

Browsing Category

ଓଡିଶା

Odisha

କେଦାରନାଥରେ ଫସିଥିବା ୪ ଓଡ଼ିଆ ସୁରକ୍ଷିତ

ଭୁବନେଶ୍ୱର: କେଦାରନାଥରେ ଫସିଥିବା କେନ୍ଦୁଝରର ୪ ଜଣ ସୁରକ୍ଷିତ । ୪ ଜଣ ସୁରକ୍ଷିତଭାବେ ଗୁପ୍ତକାଶିରେ ପହଞ୍ଚିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲାପାଳ। ଜିଲ୍ଲାପାଳ ଓ ଶ୍ରମ ଅଧିକାରୀଙ୍କ ସହ ଏହି ୪ ଜଣ ଯୋଗାଯୋଗରେ ଥିବା କହିଛନ୍ତି ଜିଲ୍ଲାପାଳ। ସୂଚନା…

ଖୋଲିବ ଗୁମର, ରିମାଣ୍ଡରେ ଯିବେ ୫ ସ୍ତ୍ରୀଙ୍କ ସ୍ବାମୀ

ଭୁବନେଶ୍ଵର: ଖୋଲିବ ଗୁମର। ରିମାଣ୍ଡରେ ଯିବେ ୫ରାଣୀଙ୍କ ମନର ରାଜା ଠକ ସତ୍ୟଜିତ ସାମଲ। ଅଧିକ ପଚରାଉଚରା କରିବା ପାଇଁ ଠକ ରୋମିଓ ସତ୍ୟଜିତକୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ । ସୂଚନାଯୋଗ୍ୟ ଯେ, ଗତକାଲି ୫ ସ୍ତ୍ରୀଙ୍କ ରୋମିଓ ସ୍ବାମୀ ସତ୍ୟଜିତ ସାମଲଙ୍କୁ ବାନ୍ଧିଥିଲା କମିଶନରେଟ…

୬ରୁ ପୁଣି ଭିଜିବ ସାରା ରାଜ୍ଯ

ଭୁବନେଶ୍ୱର: ଆସନ୍ତା ମଙ୍ଗଳବାର ଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଅପରପକ୍ଷେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, କେନ୍ଦୁଝର, ନୂଆପଡା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ,…

ସମ୍ବଲପୁରରେ ମୋ ବସ୍ ସେବା ଠପ୍

ସମ୍ବଲପୁର: ବିଭିନ୍ନ ଦାବି ନେଇ ଡ୍ରାଇଭର ଏବଂ କଣ୍ଡକ୍ଟରମାନେ ଆନ୍ଦୋଳନ କରିବା ଯୋଗୁ ସମ୍ବଲପୁରରେ ମୋ ବସ୍ ସେବା ଠପ୍ ହୋଇଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଜଣେ ଅଜଣା ବ୍ୟକ୍ତି ମୋ ବସ୍ ଡ୍ରାଇଭର ଏବଂ କର୍ମଚାରୀମାନଙ୍କୁ ଦୁର୍ବ୍ଯବହାର ସହ ଧମକଚମକ ଦେଇଥିଲେ। ଏହାକୁ ନେଇ ବରିଷ୍ଠ…

ଲୋକଙ୍କୁ କାମ ଦେବାକୁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ୍, ଆସନ୍ତା ପାଞ୍ଚ ବର୍ଷରେ ଲୋପ ପାଇବ ଦାଦନ ସମସ୍ୟା

ଭୁବନେଶ୍ୱର: ଲୋକଙ୍କୁ କାମ ଦେବାକୁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ୍ । ମାଟି ଖୋଳିବେ ରାଜ୍ୟ ସରକାର, ମାଟି ବୋହିବେ ଲୋକେ। ଏପରି ଭାବେ ଗାଁ ଗାଁରେ ଲୋକଙ୍କୁ କାମ ଦେବାକୁ ଯୋଜନା କରିଛି ପଞ୍ଚାୟତିରାଜ ବିଭାଗ। ଏହା ଦ୍ବାରା ଦାଦନ ସମସ୍ୟାକୁ ଆସନ୍ତା ପାଞ୍ଚ ବର୍ଷରେ ଲୋପ କରିବାକୁ ଯୋଜନା କରାଯାଇଛି।…

ଅସନ୍ତୁଷ୍ଟ’ ଦେଉଛନ୍ତି ବିଜେପିକୁ ଟେନସନ

ଭୁବନେଶ୍ୱର: ବିରୋଧୀ ଦଳକୁ ଭାଙ୍ଗିବା କଳାରେ ପାରଙ୍ଗମ ବିଜେପି ଏବେ ନିଜ ଶାସିତ ବିଭିନ୍ନ ରାଜ୍ୟରେ ଜଟିଳ ପରିସ୍ଥିତିର ସାମନା କରୁଛି । ଦଳୀୟ ଅସନ୍ତୋଷର ସମ୍ମୁଖୀନ ହୋଇଛି ଦଳ । ଲୋକସଭା ନିର୍ବାଚନ ପରେ ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅସନ୍ତୋଷ ସୃଷ୍ଟି…

ରାଜ୍ୟରେ ଉପୁଜିନି ବନ୍ୟା ସ୍ଥିତି, ଅତ୍ୟଧିକ ବର୍ଷା ଯୋଗୁଁ ମାଲକାନଗିରିରେ କ୍ଷୟକ୍ଷତି ହୋଇଛି

ଭୁବନେଶ୍ୱର: ବଙ୍ଗୋପସାଗରରେ ଶନିବାର ଆଉ ଏକ ଲଘୁଚାପ ସୃଷ୍ଟି ହେବାରୁ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଉପରେ ଏହି ଲଘୁଚାପ କେନ୍ଦ୍ରୀଭୂତ ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ତେବେ ରାଜ୍ୟରେ ଏବେ ସୁଦ୍ଧା ବନ୍ୟା ସ୍ଥିତି ଉପୁଜିନଥିବା କହିଛନ୍ତି…

ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହେବା ଗ୍ରହଣୀୟ ନୁହେଁ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ପୁଣି ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ। ଦ୍ୱାରପାଳ ପୂଜା ଚାଲିଥିବା ସମୟରେ ଏହି ବିବାଦ ଦେଖାଯାଇଥିଲା। ପୂଜା ପଣ୍ଡା ସେବାୟତ ଦ୍ୱାରପାଳ ପୂଜା କରୁଥିବା ସମୟରେ ପିଣ୍ଡି ଉପରେ ଚଡିଯାଇଥିଲେ ପ୍ରଧାନୀ ସେବାୟତ। ଏହାକୁ ନେଇ ସମ୍ପୃକ୍ତ ପ୍ରଧାନୀ ସେବାୟତଙ୍କୁ ବାହାରକୁ ବାହାର…

ଆସନ୍ତାକାଲି ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି 

ଭୁବନେଶ୍ୱର: ଆସନ୍ତାକାଲି ସୋମବାର ଦିନ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ୟୁନିଟ- ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବ ଜନ ଶୁଣାଣି l ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦିନ ୧୧ ଟା…

ଶିକାରୀ ଗୁଳିରେ ବୃଦ୍ଧ ଗୁରୁତର

ଅନୁଗୁଳ: ଶିକାରୀ ଗୁଳିରେ ବୃଦ୍ଧ ଗୁରୁତର। ଠାକୁରଗଡ଼ ଥାନା ଜନକପୁର ଗାଁ ନିକଟ ଜଙ୍ଗଲରେ ଗୁଳିମାଡ଼ ହୋଇଥିବା ଖବର ଆସିଛି। ଜଙ୍ଗଲକୁ ଛତୁ ଖୋଜିବାକୁ ଯାଇଥିବା ବେଳେ ଏହି ଗୁଳିମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନୁଗୁଳ ଜିଲ୍ଲା…