Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାର୍ଚ୍ଚ ୩୧ ଶେଷ ତାରିଖ: ତା’ପରେ ଆଉ ଧାନ ନେବେନି ସରକାର

ଭୁବନେଶ୍ଵର: ମାର୍ଚ୍ଚ ୩୧ ଧାନ କିଣା ପାଇଁ ଶେଷ ତାରିଖ । ମାର୍ଚ୍ଚ ୩୧ ପରେ ଆଉ ଧାନ ନେବେନାହିଁ ସରକାର । ଧାନ କିଣା ଡେଡଲାଇନ୍ ବତାଇ କିଛି ଏପରି ସୂଚନା ଦେଇଛନ୍ତି ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୩୧ ପରେ ମଣ୍ଡିରୁ ଆଉ ଧାନ କିଣା…

କ୍ୟାରମ ଖେଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ: ଡିସିପି

କଟକ: ହୋଲିରେ କଟକ ଶ୍ରୀକୃଷ୍ଣ ବିହାର ଅଞ୍ଚଳରେ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣା । କ୍ୟାରମ୍ ଖେଳକୁ କେନ୍ଦ୍ରକରି ଯୁବକଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ପ୍ରେସମିଟ୍ କରି ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି । କ୍ୟାରମ୍ ଖେଳକୁ ନେଇ ପାଟିତୁଣ୍ଡ ପରେ ଅତି ନିକଟରୁ ଯୁବକଙ୍କୁ…

ଓଡ଼ିଶାରେ ଖୋଲିବ ପୋଷଣ କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାରେ ଖୋଲିବ ପୋଷଣ କେନ୍ଦ୍ର। ରାଜ୍ୟରେ ଅତ୍ୟାବଶକ ସାମଗ୍ରୀ ପାଇଁ ଗୁଜରାଟ ମଡେଲରେ ଖୋଲିବ ପୋଷଣ କେନ୍ଦ୍ର । ପାଇଲଟ୍‌ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଏନେଇ ମନ୍ତ୍ରୀ କହିଛନ୍ତି, ପୋଷଣ କେନ୍ଦ୍ର…

ତାତିରୁ ନାହିଁ ତ୍ରାହି: ଦିନ ସାଢ଼େ ୨ଟା ସୁଦ୍ଧା ୪୧ ଟପିଲା ତାପମାତ୍ରା

ଭୁବନେଶ୍ୱର: ଦୁଇ ତିନି ହେଲାଣି ରାଜ୍ୟରେ ଯେପରି ଅଗ୍ନିବର୍ଷା ହେଉଛି। ଦିନ ୧୦ ଟାରୁ ବି ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ଆଜି ଦିନ ୧୧ ସୁଦ୍ଧା ତାପମାତ୍ରା ୩୭ ଡେଇଁଥିବା ବେଳେ ଦିନ ସାଢେ଼ ୨ଟା ସୁଦ୍ଧା ୪୧ ପାର କରୁଛି ତାପମାତ୍ରା। ସାଢେ଼ ୨ ସୁଦ୍ଧା ୪୧.୮ ଡିଗ୍ରୀ ତାପମାତ୍ରା ସହ…

ରାସନ୍ କାର୍ଡ ନେଇ ବଡ଼ ଅପଡେଟ: ମନ୍ତ୍ରୀ କହିଲେ କଟାଯିବନି….

ଭୁବନେଶ୍ଵର: ରାଜ୍ୟରେ କାହାର ହଠାତ୍‌ କଟାଯିବନି ରାସନ କାର୍ଡ। ସର୍ଭେ ପରେ କଟିବ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଡୋର ଟୁ ଡୋର ଭେରିଫିକେସନ ପରେ କାହାର କଟାଯିବ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଏଥିସହିତ ମନ୍ତ୍ରୀ ଏହା ବି କହିଛନ୍ତି, ଏବେବି ୩୦ ଲକ୍ଷ…

ଖୁବ୍ ଶୀଘ୍ର ରାଜ୍ୟରେ ସକାଳୁଆ ସ୍କୁଲ

ଭୁବନେଶ୍ଵର: ଖୁବଶୀଘ୍ର ରାଜ୍ୟରେ ହେବ ସକାଳୁଆ ସ୍କୁଲ । ସକାଳୁଆ ସ୍କୁଲ୍‌ ନେଇ ଶୀଘ୍ର ନିଷ୍ପତ୍ତି ନିଆଯିବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ ରାଜ୍ୟରେ ଦିନକୁ ଦିନ ତାତି ବଢ଼ୁଛି । ସରକାର ଏନେଇ ଅବଗତ ଅଛନ୍ତି । କେବେ ସକାଳୁଆ ସ୍କୁଲ୍‌ ହେବ ସେନେଇ…

ସୁଭଦ୍ରାଙ୍କୁ ନେଇ ବଡ଼ ଅପଡେଟ: ଏକାସାଙ୍ଗରେ ମିଳିବ ୧୫ ହଜାର

ଭୁବନେଶ୍ଵର: ସୁଭଦ୍ରାଙ୍କୁ ନେଇ ଆସିଲା ବଡ଼ ଅପଡେଟ। ଏଣିକି ୫ ନୁହଁ ମିଳିବ ୧୫ ହଜାର ଟଙ୍କା। ଯେଉଁମାନେ ଏପର୍ଯ୍ୟନ୍ତ ସୁଭଦ୍ରା ପାଇନାହାନ୍ତି, ସେମାନେ ଆଗାମୀ କିସ୍ତିରେ ଏକାସାଙ୍ଗରେ ୧୫ ହଜାର ଟଙ୍କା ମିଳିବ। ଯେଉଁ ଯୋଗ୍ୟ ହିତାଧିକାରୀ ‘ସୁଭଦ୍ରା’ ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନେ…

ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା, ଦିନ ୧୧ଟା ୩୦ ସୁଦ୍ଧା ୩୭ ଡିଗ୍ରୀ ପାର୍

ଭୁବନେଶ୍ଵର: ରାଜ୍ୟରେ ଉପରମୁହାଁ ହେଉଛି ପାରଦ। ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସହ୍ୟ ହେଉଛି ଗ୍ରୀଷ୍ମ ଲହରୀ। ଆଜିଠାରୁ ଆହୁରି ପ୍ରଚଣ୍ଡ ହେବ ତାତି। ଦିନ ୧୧ଟା ୩୦ ସୁଦ୍ଧା ୩୭ ଡିଗ୍ରୀ ସହ ଝାରସୁହଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । କେନ୍ଦୁଝରରେ ୩୬.୪, ସମ୍ବଲପୁରରେ ୩୬.୨,…

ରେକର୍ଡ କଲା ସୁନା ଦର, ୧୦ ଗ୍ରାମ ପିଛା ୯୧ ହଜାର

ଭୁବନେଶ୍ଵର: ଏବେ ଆଉ ସୁନା କିଣିବାକୁ କୌଣସି ନିର୍ଦ୍ଧିଷ୍ଟ ଦିନ କିମ୍ବା ଋତୁ ଅପେକ୍ଷା କରିବା କାଠିକର ପାଠ ହୋଇଯାଉଛି । ପୂର୍ବରୁ ବିବାହ ଋତୁ, ଧନତେରାସ୍ ପରି ପର୍ବପର୍ବାଣୀ ଆସିଲେ ସୁନା ଦୋକାନରେ ଲାଗେ ଭିଡ । ଏବେ କିନ୍ତୁ ସୁନା ଦର ଦେଖି ଗ୍ରାହକ ସୁନା କିଣୁଛନ୍ତି । ଯେତେବେଳେ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କାଲି ହେବ ରମାକାନ୍ତ ରଥଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ଆଉ ନାହାନ୍ତି ଶ୍ରୀରାଧା’ର ସ୍ରଷ୍ଟା ତଥା ପ୍ରଖ୍ୟାତ ସାହିତ୍ୟିକ ରମାକାନ୍ତ ରଥ। ୯୧ ବର୍ଷ ବୟସରେ ତାଙ୍କର ଭୁବନେଶ୍ୱର ଖାରବେଳନଗର ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି। ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଏନେଇ…