Latest Odisha News

BREAKING NEWS

Browsing Category

ଓଡିଶା

Odisha

ତାମିଲନାଡୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ମୃତ୍ୟୁ ମୁହଁରେ ଓଡିଆ ଯୁବକ

କୋଏମ୍ବାଟୁର: କାମ ଖୋଜିବା ପାଇଁ ଯାଇଥିଲେ ତାମିଲନାଡୁ । କିନ୍ତୁ ସେ କଣ ଜାଣିଥିଲେ ସେଠାକୁ ଯିବା ମାତ୍ରେ ତାଙ୍କର ଏପରି ଅବସ୍ଥା ହେବ । ତାମିଲନାଡୁରେ ଓଡିଆ ଯୁବକଙ୍କ ଦୟନୀୟ ଦୁର୍ଘଟଣା । ବାଇକ ସହ ଜଳିଗଲେ ଓଡିଆ ଯୁବକ । ଯୁବକ ଜଣଙ୍କ ହେଉଛନ୍ତି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ବ୍ଲକ…

ଆରପାରିରେ ‘ଶ୍ରୀରାଧା’ର ସ୍ରଷ୍ଟା ପଦ୍ମଭୂଷଣ ରମାକାନ୍ତ ରଥ

ଭୁବନେଶ୍ବର: ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ। ୯୦ ବର୍ଷ ବୟସରେ ରମାକାନ୍ତ ରଥ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ଭୋରୁ ଭୁବନେଶ୍ବର ଖାରବେଳନଗର ବାସଭବନରେ ତାଙ୍କର ପରଲୋକ ଘଟିଛି ।୨୦୦୬ରେ ରମାକାନ୍ତ ରଥଙ୍କୁ ଭାରତ ସରକାର ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ସନ୍ଦିଗ୍ଧ…

ଆଉ ୨ଦିନ ଦିନ ତାତି ପରେ ଆସୁଛି ବର୍ଷା

ଭୁବନେଶ୍ବର: ମାର୍ଚ୍ଚରେ ଟାଇଁ ଟାଇଁ ଖରା । ୪୨ ଟପିଛି ପାରଦ । ୧୮ ତାରିଖ ଯାଏଁ ଏଭଳି ସ୍ଥିତିରୁ ନିସ୍ତାର ମିଳିବ ନାହିଁ । ଏହି ପରିପ୍ରେକ୍ଷୀରେ ଶନିବାରଠାରୁ ୩ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲାରେ ହିଟ୍‌ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ହେଲେ ଆସନ୍ତା ୧୯, ୨୦ ଓ ୨୧…

ଶ୍ରୀମନ୍ଦିରକୁ ସ୍ପାଏ କ୍ୟାମେରା ନେଇ ଯୁବକ ଗିରଫ

ପୁରୀ: ଶ୍ରୀମନ୍ଦିରକୁ ସ୍ପାଏ କ୍ୟାମେରା ନେବା ଅଭିଯୋଗରେ ଗିରଫ ହେଲେ ଯୁବକ। ଜଣେ ଯୁବକକୁ ସିଂହଦ୍ଵାର ଥାନା ପୋଲିସ ଅଟକ ରଖିଛି । ଅଟକ ଯୁବକ ଜଣକ ହେଉଛନ୍ତି ଭାସ୍କର ସାମନ୍ତ । ପୋଲିସ  ସୂଚନା ଅନୁଯାୟୀ,  ଆଜି ସକାଳେ ଭାସ୍କର ଏକ ସ୍ପାଏ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ।…

ଧର୍ମପଦ କାହାଣୀରେ କାହାକୁ ନିଶାନା?

ଭୁବନେଶ୍ବର: ଗତ ବିଧାନସଭା ନିର୍ବାଚନରେ ବିପର୍ଯ୍ୟୟ ପରେ ଖରାପ ସମୟ ଦେଇ ଗତି କରୁଛି ବିଜେଡି। ବର୍ଷ ବର୍ଷ ଧରି ଚୁପ୍ ରହିିଥିବା ଦଳର ବରିଷ୍ଠ ନେତା ଏବେ ରାଜନୈତିକ ବୟାନ ଦେବାକୁ ପଛାଉ ନାହାନ୍ତି। କେନ୍ଦୁଝର ଖଣି ଦୁର୍ନୀତିକୁ ନେଇ ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ର ମୁଖ୍ୟମନ୍ତ୍ରୀ…

ଜଳୁଛି ଓଡ଼ିଶା, ବୌଦ୍ଧ ଦେଶର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା, ୪୨ ଡିଗ୍ରୀ ଛୁଇଁଲା ପାରଦ । ୪୨.୫ ଡିଗ୍ରୀ ସହ ବୌଦ୍ଧ ଦେଶର ସବୁଠୁ ଉତ୍ତପ୍ତ ସହର । ସେହିଭଳି ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ସମ୍ବଲପୁର ୪୨.୨, ଝାରସୁଗୁଡ଼ା ୪୧.୮ ଅନୁଗୁଳ ୪୧.୭, ବଲାଙ୍ଗିର ୪୧.୫ ସୋନପୁର ୪୧.୨, ଟିଟିଲାଗଡ଼ ୪୧ ସୁନ୍ଦରଗଡ଼…

ଶ୍ରୀକ୍ଷେତ୍ରରେ ହୋଲିର ମଜା ନେଲେ ଜାପାନୀ ପର୍ଯ୍ୟଟକ

ପୁରୀ: ଆନନ୍ଦ ଉଲ୍ଲାସ ସହ ଆଜି ଓଡିଶାରେ ପାଳନ ହେଉଛି ହୋଲି ପର୍ବ । ତେବେ ଶ୍ରୀକ୍ଷେତ୍ର ଧାମ ପୁରୀରେ କେବଳ ଓଡିଆ ନୁହେଁ ରାଜ୍ୟ, ଦେଶ ବାହାରୁ ପର୍ଯ୍ୟଟକ ଆସି ହୋଲି ପର୍ବ ବେଶ୍ ଧୁମଧାମ ସହ ପାଳନ କରୁଛନ୍ତି । ସୁଦୂର ଜାପାନରୁ ଆସି ପୁରୀରେ ହୋଲି  ଖେଳିଛନ୍ତି ୨୫ରୁ ଅଧିକ ଜାପାନୀ ନାଗରିକ ।…

ବଦ୍ରିଙ୍କ ପରେ ଅଶୋକ: ‘ଧର୍ମପଦ’ ଉପାଖ୍ୟାନ ଦେଇ ଦଳୀୟ ନେତାଙ୍କୁ ଟାର୍ଗେଟ 

ଭୁବନେଶ୍ଵର: ୨୪ ବର୍ଷ ଧରି ଚୁପ୍ ରହିଥିବା ନେତା ଏବେ ଦଳର ପରାହତ ପରେ ଧିରେ ଥିରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି। ରାଜା ଚକ୍ର ମାମଲାରେ ଘସିପୁରା ବିଜେଡି ବିଧାୟକ ବଦ୍ରିଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତିରେ ଏବେ ବି ଚର୍ଚ୍ଚା ଥମିନଥିବା ବେଳେ ଆଜି ହୋଲିରେ ପୁଣି ମୁହଁ ଖୋଲି ବିଜେଡି…

୭୩ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

କନ୍ଧମାଳ: ମାତିଛନ୍ତି ଗଞ୍ଜେଇ ମାଫିଆ। ୭୩ କେଜି ଗଞ୍ଜେଇ ଜବତ। କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ ପକ୍ଷରୁ ପାଟ୍ରୋଲିଙ୍ଗ ସମୟରେ ୭୩ କେଜି ଗଞ୍ଜେଇ ଜବତ ହୋଇଛି। ସାରଙ୍ଗଡ଼ରୁ ଫୁଲବାଣୀ ଏସଏଚ ଏକ ନମ୍ବର ରାସ୍ତାରେ ପେଟ୍ରୋଲିଂ ବେଳେ ସଅବାଲି ନିକଟ ଜଙ୍ଗଲରେ କିଛି ଗଞ୍ଜେଇ ମାଫିଆ ପୋଲିସକୁ…

ହୋଲିରେ ଗଡିଲା ମୁଣ୍ଡ, ରାଜଧାନୀରେ ୨ ଜଣଙ୍କୁ ହତ୍ୟା

ଭୁବନେଶ୍ଵର: ହୋଲି ଖେଳ ବେଳେ ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ । ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଛୁରି ଭୁସି ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ମଞ୍ଚେଶ୍ବର ଥାନା ସମେଇଗାଡ଼ିଆରେ ଆଉ ଜଣଙ୍କୁ ହତ୍ୟା କରାଯାଇଛି । ହତ୍ୟା କାଣ୍ଡର କାରଣ ଜଣାପଡିନଥିବା ବେଳେ ଉଭୟ ସ୍ଥାନରେ ପୋଲିସ ପହଞ୍ଚି ତଦନ୍ତ…