Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ୫ ବର୍ଷରେ ୧୫,୦୦୦ କିଲୋମିଟର ଅତ୍ୟାଧୁନିକ ରାସ୍ତା ନିର୍ମାଣ ହେବ

ଭୁବନେଶ୍ବର: ୫ ବର୍ଷ ମଧ୍ୟରେ ଓଡ଼ିଶାରେ ବିଶ୍ୱସ୍ତରୀୟ ସଡ଼କ ନେଟୱାର୍କ ନିର୍ମାଣ ହେବ । ଏଥିରେ ମୋଟ ୧୫,୦୦୦ କିଲୋମିଟର ଅତ୍ୟାଧୁନିକ ସଡ଼କ ନିର୍ମାଣ କରାଯିବ । ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି । ଏହା ସହିତ, ବିଭାଗ ପକ୍ଷରୁ ୫,୭୫୩ କିଲୋମିଟର ଜାତୀୟ ରାଜପଥର…

କେଶରୁ କିପରି ସହଜରେ ଛଡାଇବେ ହୋଲି ରଙ୍ଗ ? ଜାଣନ୍ତୁ…

ଭୁବନେଶ୍ବର : ଆନନ୍ଦ ତଥା ଭାଇଚାରାର ପର୍ବ ହୋଲି। ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପାଳନ କରନ୍ତି ଏହି ପର୍ବ । ହୋଲିରେ ବ୍ୟବହୃତ ରାସାୟନିକ ରଙ୍ଗ, ଏବଂ ପାଣି ଆପଣଙ୍କ କେଶକୁ ବିଶେଷ ଭାବରେ କ୍ଷତି ପହଞ୍ଚାଇପାରେ। ରାସାୟନିକ ରଙ୍ଗ କେଶରୁ ଆର୍ଦ୍ରତା ଦୂର କରିବ ସହିତ ରୁପି, କେଶ ଝଡ଼ିବା…

ଭିସୁଟ୍ ଛାତ୍ରୀଛାତ୍ରଙ୍କ ପାଇଁ କଟକଣା ଜାରି କଲେ କର୍ତ୍ତୃପକ୍ଷ

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (VSSUT)ର ଜଣେ ଛାତ୍ର ୧୮ ହଜାର ପଏଣ୍ଟ ପାୱାର କେନାଲରେ ବୁଡ଼ି ମରିଯିବା ଘଟଣା । ଛାତ୍ରଙ୍କ ମୃତ୍ୟୁ ପରେ ଭିସୁଟ୍‌ କର୍ତ୍ତୃପକ୍ଷ ଶୁକ୍ରବାର କଟକଣା ଜାରି କରିଛନ୍ତି । ଛାତ୍ରୀଛାତ୍ରଙ୍କୁ ୭ଟି ସ୍ଥାନକୁ ନ ଯିବାକୁ…

ମଧୁବାବୁଙ୍କ ଜନ୍ମସ୍ଥଳୀ ଓ କର୍ମସ୍ଥଳୀର ଉନ୍ନତିକରଣ ନେଇ ମନ୍ତ୍ରୀ ପୃଥ୍ୱରାଜ ହରିଚନ୍ଦନଙ୍କ ସମୀକ୍ଷା

ଭୁବନେଶ୍ୱର: ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଓ କର୍ମଭୂମିର ଉନ୍ନତିକରଣ ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ମଧୁବାବୁଙ୍କ ଜନ୍ମଭୂମି, ଏନ୍ତୁଡ଼ିଶାଳ, ମଧୁକୋଠି,…

ମେଟ୍ରୋ ରେଳ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରୁଛନ୍ତି ଉଚ୍ଚସ୍ତରୀୟ କମିଟି: ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ମେଟ୍ରୋ ଟ୍ରେନ କାମ ଆରମ୍ଭ ହୋଇସାରିଛି । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଗଠନ ହୋଇଛି ଉଚ୍ଚସ୍ତରୀୟ କମିଟି । ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମେଟ୍ରୋ କାମ ଯେମିତି ଚାଲିବା କଥା ଚାଲିଛି କହିଲେ ମନ୍ତ୍ରୀ । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ…

ଏଇଥି ପାଇଁ ଦିଲ୍ଲୀ ଯାଇଛନ୍ତି ନବୀନ !

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ବିଧାନସଭା ଚାଲିଥିବା ବେଳେ କାହିଁକି ଦିଲ୍ଲୀ ଗଲେ ନବୀନ ? କିଛି ଗସ୍ତକୁ ବିଜେଡି ନେତା ରାଜା ଚକ୍ରଙ୍କ ଗିରଫଦାରୀ ସହ ଯୋଡୁଛନ୍ତି । ସେପଟେ ପ୍ରଶ୍ନ ଉଠୁଛି, ସମଦୂରତା ନୀତି ଆପଣାଇ…

ପୁଣି ମାତିଲେ ସାରଥି ଅନୁଗାମୀ, ଜଗନ୍ନାଥ ଓ ସାରଥୀ ଏକ ବୋଲି ଦାବି କରିଛନ୍ତି ଭକ୍ତ

ଭୁବନେଶ୍ଵର: ସାରଥୀ ପ୍ରେମରେ ପୁଣି ବାଇଆ ହେଲେ ଭକ୍ତ । ଭଜନ କୀର୍ତ୍ତନରେ କମ୍ପୁଛି ସମଗ୍ର ଅଞ୍ଚଳ । ସାରଥୀଙ୍କ ଉପରେ ଥିବା କଟକଣାକୁ ଫୁ କରିଦେଇଛନ୍ତି ସାରଥୀ ଭକ୍ତ । କୋର୍ଟ କଚେରୀରେ ଫସିଥିବା ଭଣ୍ଡ ଅଭିଯୁକ୍ତ ବାବା ସାରଥୀଙ୍କ କ୍ରେଜ୍ ଏବେବି ତାଙ୍କ ଭକ୍ତଙ୍କ ଭିତରେ ଦେଖିବାକୁ ମିଳିଛି।…

ଏସଟିଏଫର ବଡ ସୂଚନା, କ୍ଷୀର ବେପାରରୁ ବନିଥିଲା ବନ୍ଧୁକ ମାଫିଆ

କଟକ: କ୍ଷୀର ବେପାରରୁ ବନିଥିଲା ବନ୍ଧୁକ ମାଫିଆ । କଟକରେ ବେଆଇନ ବନ୍ଧୁକ କାରଖାନା ଠାବ ମାମଲାରେ ଏସଟିଏଫ୍ ଡିଆଇଜିଙ୍କ ପ୍ରେସମିଟ୍‌ । ଘଟଣାରେ ଏଯାବତ୍ ୪ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଘର ମାଲିକ ସହ ୪ ଜଣ ଗିରଫ ହୋଇଛନ୍ତି । ଘର ମାଲିକ ଜାଣତରେ ଚାଲିଥିଲା ବନ୍ଧୁକ ବେପାର । ଘର ମାଲିକ…

ହୋଲି ପାଇଁ ସଜାଗ ଅଗ୍ନିଶମ ବିଭାଗ, ତୁଠ ଜଗିବ ସ୍ୱତନ୍ତ୍ର ଟିମ୍

ଭୁବନେଶ୍ଵର: ହୋଲି ଅଘଟଣ ରୋକିବା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହୋଲି ପାଇଁ ସଜାଗ ରହିଛି ଅଗ୍ନିଶମ ବିଭାଗ। ହୋଲି ଦିନ ଯେପରି କୌଣସି ଅଘଟଣ ନଘଟେ ସେନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟିମ। ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ…

ହୋଲି ପୂର୍ବରୁ ବଢିଲା ସୁନା ଦର: ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର…

ଭୁବନେଶ୍ବର: ସର୍ବକାଳୀନ ରେକର୍ଡ ଭାଙ୍ଗୁଛି ସୁନା ଦର । ସେ ଦିଲ୍ଲୀ ହେଉକି ଭୁବନେଶ୍ବର ସବୁଠି ସୁନା ଦରରେ ନିଆଁ । ଗ୍ରାହକଙ୍କ ଚାହିଦା ଯେତେ ବଢୁଛି, ସେତେ ଦର ମଧ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି । ଗତକାଲି ଭୁବନେଶ୍ବରରେ ପ୍ରମୁଖ ସୁନା ଦୋକାନ ଗୁଡିକରେ ସୁନା ଦର ୮୮ ହଜାର ଥିବା ବେଳେ…