Latest Odisha News

BREAKING NEWS

Browsing Category

ଓଡିଶା

Odisha

ଝିଅ ଘର ସାମ୍ନାରେ ଚାଲିଗଲା ବାପା, ମା’ ଓ ଭାଇର ଜୀବନ

କେନ୍ଦୁଝର: ହୋଲିରେ ବଡ଼ ଅଘଟଣ। ମର୍ମନ୍ତୁଦ ଦୁର୍ଘଟଣାରେ ନିଶ୍ଚିନ୍ନ ହୋଇଗଲା ପରିବାର। ଝିଅ ଘର ସାମ୍ନାରେ ଟ୍ରକ ଧକ୍କାରେ ଚାଲିଗଲା ବାପା, ମାଆ ସମେତ ପୁଅର ଜୀବନ । କେନ୍ଦୁଝର ଯୋଡ଼ାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା…

ରାଜଧାନୀରେ ଚାଞ୍ଚଲ୍ୟ; ବନ୍ଦ ଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ଵର: ସାରା ରାଜ୍ୟରେ ହୋଲିର ଉତ୍ସାହ ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ଵରରୁ ଆସିଛି ଚାଞ୍ଚଲ୍ୟକର ଖବର । ଘର ଭିତରୁ ପତିପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଚନ୍ଦ୍ରଶେଖରପୁର ଥାନା ହାଉସିଂବୋର୍ଡ କଲୋନୀରେ ଘଟିଛି ଏହି ଅଭାବନୀୟ ଘଟଣା । ଘର ଭିତରୁ ଝୁଲନ୍ତା ଅବସ୍ଥାରେ…

ସ୍ତ୍ରୀକୁ ମାରି ଶବ ପାଖରେ ବସି ରହିଲା ସଇତାନ ସ୍ବାମୀ

ବାରିପଦା: ସ୍ତ୍ରୀକୁ ଜୀବନରୁ ମାରିଦେଲା ସଇତାନ ସ୍ବାମୀ । ସ୍ତ୍ରୀକୁ ମାରି ଶବ ପାଖରେ ବସି ରହିଲା ସ୍ବାମୀ । ଚାନ୍ଦୁଆ ଥାନା ଟାଙ୍ଗଶୋଳ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା ? ଖବର ପାଇ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଲା ପୋଲିସ । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପ୍ରାଥମିକ…

ଦୋଳ ବିମାନ ଯିବା ସମୟରେ ଗୋଷ୍ଠୀ ସଂଘର୍ଷ, ମାରଣାସ୍ତ୍ରରେ ଆକ୍ରମଣ

କଟକ: ରଙ୍ଗର ପର୍ବ ହୋଲି ପାଇଁ ଚାରିଆଡେ ଉତ୍ସବର ମାହୋଲ ଥିବା ବେଳେ କଟକରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଦୋଳ ବିମାନ ଯିବାବେଳେ ଏହି ମାରପିଟ୍ ହୋଇଛି। ଉତ୍ତମାପୁର-ସୁଭଦ୍ରାପୁର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି। ଦୋଳ ବିମାନ ଯିବା ସମୟରେ ଢେଲା ପଥର ମାଡରୁ ଦୁଇ…

ରଙ୍ଗର ପର୍ବ ହୋଲି; ଉତ୍ସବମୁଖର ସାରା ଦେଶ

ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି। ବସନ୍ତ ଋତୁରେ ଫଗୁଣ ମାସରେ ପୂର୍ଣ୍ଣମୀ ତିଥିରେ ଏହି ପର୍ବ ପାଳନ ହୁଏ । ଗାଁ ଠୁ ସହର ସବୁଠି ଉତ୍ସବମୁଖର ପରିବେଶ । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଉଛନ୍ତି ସମସ୍ତେ । କିଏ କାହାକୁ ପିଚକାରୀ ଧରି ରଙ୍ଗ ମାରୁଛି ତ ପୁଣି କିଏ ଅବିରରେ…

ଖରାରେ ସିଝୁଛି ଓଡ଼ିଶା, ୧୮ ଯାଏ ସିଭିୟର ହିଟ୍ ୱେଭ୍ ଜାରି

ଭୁବନେଶ୍ୱର: ଖରାରେ ସିଝୁଛି ଓଡ଼ିଶା । ରାଜ୍ୟରେ ଏବେଠୁ ତାତିର ପ୍ରକୋପ ବଢ଼ିଲାଣି। ବାହାରକୁ ବାହାରିବା ବି ମୁସ୍କିଲ ହୋଇପଡିଲାଣି। ଭୀଷଣ ଖରା ଚାଲିଛି। ଉପକୂଳରୁ ଉପାନ୍ତ ଅଞ୍ଚଳରେ ପ୍ରବଳ ତାତି । ୧୮ ତାରିଖ ଯାଏ ସିଭିୟର ହିଟ ୱେଭ ଓ ଉଷ୍ମରାତି ପାଇଁ ଚେତାବନୀ ଜାରି କରିଛି ଭୁବନେଶ୍ବର…

ବୃନ୍ଦାବନ ମହୋତ୍ସବରେ ଆକର୍ଷଣ ସାଜିଲା ହେମାମାଳିନୀଙ୍କ ଦ୍ୱାରା ପରିବେଷିତ ଭାରତନାଟ୍ୟମ୍ ନୃତ୍ୟ

ଭୁବନେଶ୍ୱର: ରାଜଧାନୀର ରବୀନ୍ଦ୍ର ମଣ୍ଡପ ଠାରେ ଆଜି ବୃନ୍ଦାବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲିଉଡ ଅଭିନେତ୍ରୀ ତଥା ସାଂସଦ ହେମାମାଳିନୀ ଭାରତନାଟ୍ୟମ୍ ନୃତ୍ୟ ପରିବେଶଣ କରିଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ “ଆଜି ବଡ଼ଦାଣ୍ଡ ଭିଡ଼ ଭାରି, ଗୁଣ୍ଡିଚା ଯାତରା କରି” ଭଜନରେ…

୧୨ ବର୍ଷ ପାଇଁ ବାସନ୍ଦ ହେଲେ ପ୍ରଦୀପ ମାଝୀ

ନବରଙ୍ଗପୁର: ଅନ୍ୟ ଜାତିରେ ବିବାହ କରି ବାସନ୍ଦ ହେଲେ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ। ୧୨ ବର୍ଷ ପାଇଁ ନିଜ ଜାତିର ସମାଜିକ ବାସନ୍ଦର ଶିକାର ହୋଇଛନ୍ତି ପ୍ରଦୀପ  ଓ ତାଙ୍କ ପରିବାର। ଆଦିବାସୀ ଭାତରା ସମାଜର କେନ୍ଦ୍ରୀୟ କମିଟି, ଧାମନାଗୁଡା ଠାରେ ଅନୁଷ୍ଠିତ ବୈଠକରେ  ନିଆଯାଇଛି…

ମୋ ବସ୍ ଆଗରେ ଓ ପଛରେ ଲାଗିବ କ୍ୟାମେରା: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ବାରମ୍ବାର ରାଜଧାନୀରେ ମୋ ବସ୍ ଦୁର୍ଘଟଣା ରୋକିବାକୁ ବଡ ପଦକ୍ଷେପ ନେଲେ ସରକାର । ଏବେ ବସ୍‌ ର ଆଗରେ ଓ ପଛରେ ଲଗାଯିବ କ୍ୟାମେରା । ଦୁର୍ଘଟଣା ବେଳେ କ୍ୟାମେରାର ଫିଡ୍ କୁ ଯାଞ୍ଚ କରାଯିବ ଯାହାର ଭୁଲ ଥିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦେଇଛନ୍ତି ନଗର ଉନ୍ନୟନ…

ରାଜ୍ୟରେ ୫ ବର୍ଷରେ ୧୫,୦୦୦ କିଲୋମିଟର ଅତ୍ୟାଧୁନିକ ରାସ୍ତା ନିର୍ମାଣ ହେବ

ଭୁବନେଶ୍ବର: ୫ ବର୍ଷ ମଧ୍ୟରେ ଓଡ଼ିଶାରେ ବିଶ୍ୱସ୍ତରୀୟ ସଡ଼କ ନେଟୱାର୍କ ନିର୍ମାଣ ହେବ । ଏଥିରେ ମୋଟ ୧୫,୦୦୦ କିଲୋମିଟର ଅତ୍ୟାଧୁନିକ ସଡ଼କ ନିର୍ମାଣ କରାଯିବ । ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି । ଏହା ସହିତ, ବିଭାଗ ପକ୍ଷରୁ ୫,୭୫୩ କିଲୋମିଟର ଜାତୀୟ ରାଜପଥର…