Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଇଟି ପାୱାର ହାଉସ ହେବ ଓଡ଼ିଶା, ଜାରି ହେଲା ନୂଆ ଡ୍ରାଫ୍ଟ ଆଇଟି ନୀତି

ଭୁବନେଶ୍ୱର: ଆଇଟି ପାୱାର ହାଉସ ହେବ ଓଡ଼ିଶା। ୨୦୩୬ ସୁଦ୍ଧା ରାଜ୍ୟକୁ ଆଇଟି ଏବଂ ଇଲେକ୍‌ଟ୍ରୋନିକ୍ସ କ୍ଷେତ୍ରରେ ଏକ ପାୱାର ହାଉସ ବନାଇବା ଲକ୍ଷ୍ୟ ରଖାଯାଇଛି। ଏନେଇ ନୂଆ ଆଇଟି ନୀତି ଲାଗୁ କରିବ ଓଡିଶା। ଏହାର ଡ୍ରାଫ୍ଟ ଏବେ ଜାରି କରାଯାଇଛି। ଜନସାଧାରଣ ଏବଂ ଅଂଶୀଦାରମାନେ ଏହା ଉପରେ ନିଜର…

ଭୁବନେଶ୍ୱରରୁ ଆବୁଧାବି; ଜୁନରୁ ସିଧାସଳଖ ବିମାନ ଉଡାଣ

ଭୁବନେଶ୍ୱର: ଚଳିତ ବର୍ଷ ଜୁନ୍ ମାସରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆବୁଧାବିକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏଥିଯୋଗୁ ବିଶ୍ୱସ୍ତରୀୟ ଗନ୍ତବ୍ୟସ୍ଥଳଗୁଡ଼ିକୁ ବିମାନ ସଂଯୋଗର ଯଥେଷ୍ଟ ବୃଦ୍ଧି ହେବ। ଫଳରେ ଯାତ୍ରୀମାନଙ୍କୁ ଭଲ ସୁବିଧା ହେବ…

ଭୁବନେଶ୍ବରରେ ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମାମାଳିନୀ

ଭୁବନେଶ୍ଵର: ଭୁବନେଶ୍ବରରେ ଡ୍ରିମ୍‌ ଗର୍ଲ ହେମାମାଳିନୀ । ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ବୃନ୍ଦାବନ ମହୋତ୍ସବରେ ଯୋଗଦେବେ ଡ୍ରିମ୍ ଗର୍ଲ । ଏହାପୂର୍ବରୁ ପଦ୍ମଭୂଷଣ, ପଦ୍ମ ବିଭୂଷଣ ହରିପ୍ରସାଦ ଚୌରାଶିଆଙ୍କୁ ଭେଟିଛନ୍ତି ହେମା । ଏହାପରେ ସେଠାରେ ବୃକ୍ଷରୋପଣ କରିଛନ୍ତି ହେମାମାଳିନୀ ।…

ଏଣିକି ଯୁକ୍ତ୨ ପରେ ବିଏଡ୍‌ କରି ପାରିବେ ଛାତ୍ରଛାତ୍ରୀ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏବେ ଯୁକ୍ତ ୨ ପରେ ବିଏଡ କରି ପାରିବେ ଛାତ୍ରଛାତ୍ରୀ । ରାଜ୍ୟରେ ଥିବା ୧୬ ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ ଟି ଅନୁଷ୍ଠାନ ସହିତ ନିକଟସ୍ଥ ମହାବିଦ୍ୟାଳୟର ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି । ଯେଉଁଥିରେ ଗ୍ରାଜୁଏସନ୍ ନୁହେଁ ବରଂ…

ପାଣ୍ଡେରାରେ ହେବ ୫୦ କୋଟିରେ ହେବ ଆଧୁନିକ ମାଛ ବଜାର

ଭୁବନେଶ୍ବର: ଭୁବନେଶ୍ବର ପାଣ୍ଡେରାରେ ହେବ ଆଧୁନିକ ମାଛ ମାର୍କେଟ୍ । ଏନେଇ ଦୀର୍ଘ ସମୟ ଧରି ସରକାରଙ୍କ ସହ ଆଲୋଚନା ଚାଲିଥିଲା । ପ୍ରକଳ୍ପ ପାଇଁ ୫୦ କୋଟି ଟଙ୍କାର ବ୍ୟୟ ବରାଦ ରହିଛି । ଉତ୍ତର ଭୁବନେଶ୍ବରର ପାଣ୍ଡେରା ଅଞ୍ଚଳରେ ଏହି ଆଧୁନିକ ମାଛ ମାର୍କେଟ ପାଇଁ ଦୀର୍ଘ ସମୟରୁ ରାଜ୍ୟ…

ସଡକ ସୁରକ୍ଷା ମାସରେ ହିଁ, ଦୁର୍ଘଟଣାରେ ଗଡିଛି ୫୦୫ ମୁଣ୍ଡ

ଭୁବନେଶ୍ବର: ସଡକ ସୁରକ୍ଷା ମାସରେ ହିଁ, ଦୁର୍ଘଟଣାରେ ଯାଇଛି ୫୦୫ ଜଣଙ୍କ ଜୀବନ । ଗୋଟିଏ ମାସରେ ମୋଟ ୮୪୮ଟି ଦୁର୍ଘଟଣା ଘଟିଛି । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ତେବେ ଆଜି ଗୃହରେ ବିଧାୟକ ଅରୁଣ ସାହୁ ରାଜ୍ୟରେ ଦୁର୍ଘଟଣା ଜନିତ…

ଗୋପାଳପୁର ବେଳାଭୂମିରେ ଅଲିଭ୍ ରିଡଲେଙ୍କ ଅଦିନିଆ ଆଣ୍ଡାଦାନ

ଭୁବନେଶ୍ଵର: ଅଣ୍ଡା ଦେଉଛନ୍ତି ଅଲିଭ୍‌ ରିଡ୍‌ଲେ। ଗୋପାଳପୁର ବେଳାଭୂମିରେ ଅଲିଭ୍ ରିଡଲେ କଇଁଛଙ୍କ ଅଦିନିଆ ଅଣ୍ଡାଦାନ। ଗତ ମାସ ଋଷିକୂଲ୍ୟା ମୁହାଣରେ ଅଲିଭ୍ ରିଡଲେଙ୍କ ଗଣ ଅଣ୍ଡାଦାନ ସରିଥିଲା। ନିର୍ଦ୍ଧିଷ୍ଟ ସ୍ଥାନରେ ହଜାର ହଜାର ସଂଖ୍ୟାରେ କଇଁଛ ଅଣ୍ଡାଦାନ କରିଥିଲେ। ଏବର୍ଷ ସର୍ବକାଳୀନ…

ଡରାଇଲାଣି ତାତିର ତାଉ: ଦିନ ସାଢେ ୧୧ଟା ସୁଦ୍ଧା ୩୭ ଡେଇଁଲା ପାରଦ

ଭୁବନେଶ୍ବର: ଏବେଠୁ ଠାରାଇଲାଣି ତାତି । ମାର୍ଚ୍ଚ ତାତି ବର୍ଷର ସବୁ ରେକର୍ଡ ଭାଙ୍ଗିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯାହାର ପ୍ରଭାବ ଏବେଠୁ ରାଜ୍ୟ ତଥା ଦେଶରେ ଅନୁଭୂତ ହେଲାଣି । ଆଜି ଝାରସୁଗୁଡାରେ ଦିନ ୧୧ଟା ୩୦ରେ ତାପମାତ୍ରା ୩୭.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ…

ଏପ୍ରିଲ ୩ରୁ ବ୍ରହ୍ମପୁରର ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା, ସ୍ଥାପନ ହେଲା ଶୁଭଖୁଣ୍ଟି

ବ୍ରହ୍ମପୁର: ଏପ୍ରିଲ ୩ରୁ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଏପ୍ରିଲ ୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୨୬ ଦିନ ଧରି ଚାଲିବ ଏହି ଯାତ୍ରା । ଗତକାଲି ରାତି ୨ଟା ୩୦ରେ ମା'ଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ହୋଇଥିଲା । ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢୀ…

ଗିରଫ ହେଲେ ବିଜେଡି ନେତା ରାଜା ଚକ୍ର

ଭୁବନେଶ୍ବର: ବିଜେଡି ନେତା ରାଜା ଚକ୍ରଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଆଜି ଗିରଫ ହୋଇଛନ୍ତି ରାଜା ଚକ୍ର । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ତେବେ ଗତକାଲି ରାଜାଙ୍କ ଉପରୁ ହାଇକୋର୍ଟ…