Latest Odisha News
Browsing Category

ଓଡିଶା

Odisha

ଗିରଫ ହେଲେ ବିଜେଡି ନେତା ରାଜା ଚକ୍ର

ଭୁବନେଶ୍ବର: ବିଜେଡି ନେତା ରାଜା ଚକ୍ରଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଆଜି ଗିରଫ ହୋଇଛନ୍ତି ରାଜା ଚକ୍ର । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ତେବେ ଗତକାଲି ରାଜାଙ୍କ ଉପରୁ ହାଇକୋର୍ଟ…

ଚାନ୍ଦିପୁର ଉପକୂଳରେ ‘ଅସ୍ତ୍ର’ ମିଜାଇଲ୍‌ର ସଫଳ ପରୀକ୍ଷଣ

ବାଲେଶ୍ଵର: ଚାନ୍ଦିପୁର ଉପକୂଳରେ 'ଅସ୍ତ୍ର' ମିଜାଇଲ୍‌ର ସଫଳ ପରୀକ୍ଷଣ । ତେଜସ୍ ଏୟାରକ୍ରାଫ୍ଟ ଦ୍ବାରା 'ଅସ୍ତ୍ର'ର ସଫଳ ପରୀକ୍ଷଣ । ଟାର୍ଗେଟକୁ ହିଟ୍ କଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ 'ଅସ୍ତ୍ର' । ଆକାଶରୁ ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କ୍ଷମତା ୧୦୦ କିମି ଥିବା ନେଇ ଜଣାପଡିଛି ।…

ଗୃହ ଚଳେଇ ଦେଉନାହାନ୍ତି ବିରୋଧୀ: ପ୍ରଶ୍ନକାଳକୁ କଂଗ୍ରେସର ବୟକଟ୍

ଭୁବନେଶ୍ୱର: କେବେ ସୁରୁଖୁରୁରେ ଚାଲିବ ଗୃହ? ଆଜିବି ବିରୋଧୀଙ୍କ ସମାନ ଆଭିମୁଖ୍ୟ। ଚଳାଇ ଦେଉନାହାଁନ୍ତି ଗୃହ। ଆଜି ଗୃହକାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ଆରମ୍ଭ କରି ଦେଇଥିଲା ବିଜେଡ଼ି।ଫଳରେ ଗୃହକୁ ୧୧.୩୦ ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି। ସେପଟେ କଂଗ୍ରେସ ମଧ୍ୟ ଜୟପୁର ବିଧାୟକ ତାରା…

ସୁନା ଦରରେ ନିଆଁ , ଗ୍ରାହକ ଛାନିଆ !

ଭୁବନେଶ୍ଵର: ଅଶ୍ବ ବେଗରେ ଦୌଡୁଛି ସୁନା ଦର । ସୁନାର ବର୍ଦ୍ଧିତ ଦର ଦେଖି ଛାନିଆ ହେଲେଣି ଗ୍ରାହକ । ୧୦ ଗ୍ରାମକୁ ୧୦ ହଜାରରେ ବିକ୍ରି ହେଉଥିବା ସୁନା ଏବେ ଲକ୍ଷେ ପାର କରିବାକୁ ବସିଲାଣି । ଯାହାକୁ ନେଇ ମୁଣ୍ଡରେ ହାତ ଦେଲେଣି ଗ୍ରାହକ ଓ ବ୍ୟବସାୟୀ । ଅତିଶୀଘ୍ର ସୁନାଦର ୯୦ ହଜାର ଅତିକ୍ରମ…

ବେଆଇନ୍ ବନ୍ଧୁକ କାରଖାନା ଠାବ: ୩୦ରୁ ଅଧିକ ବନ୍ଧୁକ ଜବତ

କଟକ: ଏସଟିଏଫ୍କୁ ବଡ ସଫଳତା। କଟକ ବୟାଳିଶି ମୌଜାରେ ବେଆଇନ୍ ବନ୍ଧୁକ କାରଖାନା ଠାବ ହୋଇଛି। ୩୦ରୁ ଅଧିକ ବନ୍ଧୁକ ଜବତ ହୋଇଛି। ଏହାସହ ୪ ଜଣଙ୍କୁ ଗିରଫ କରିଛି ଏସଟିଏଫ୍। ଦୀର୍ଘ ଦିନରୁ ଏଠାରେ ବେଆଇନ ଭାବେ ବନ୍ଧୁକ ତିଆରି କରାଯାଉଥିଲା ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ସପ୍ଲାଏ…

ଗଜପତି ମହାରାଜଙ୍କ ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ, ଉତ୍ତର ଦ୍ଵାର ବାହାରେ ହେବ ଅନ୍ନକ୍ଷେତ୍ର ଯୋଜନା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ ଦିବ୍ୟ ସିଂହ ଦେବ। ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ବୁଲି ସେ ଅନୁଧ୍ୟାନ କରିଛନ୍ତି। ଗଜପତି ମହାରାଜ ଗୁଣ୍ଡିଚା ମନ୍ଦିର ମଧ୍ୟ ବୁଲି ଦେଖିଛନ୍ତି। ଏହା ସହ ଅଧାପନ୍ତରିଆ ପ୍ରକଳ୍ପ, ମଠଗୁଡ଼ିକର ପୁନଃରୁଦ୍ଧାର କାର୍ଯ୍ୟ…

ପୁଅକୁ ଛୁରି ଭୁସି ହତ୍ୟାକଲା ବାପା

ସୋର: ନାବାଳକ ପୁଅକୁ ଛୁରି ଭୁସି ହତ୍ୟାକଲା ବାପା। ବାଲେଶ୍ୱର ଜିଲ୍ଲା ଖଇରା ଥାନା ନରମା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା। ସ୍ତ୍ରୀ ସହ ପାଟିତୁଣ୍ଡ ବେଳେ ପୁଅ ବିରୋଧ କରିବାରୁ ବାପା ହତ୍ୟା କରିଥିବା ଜଣାପଡିଛି। ନିଶାସକ୍ତ ଅବସ୍ଥାରେ ହତ୍ୟା କରିଥିବା ସୂଚନା ରହିଛି। ଘଟଣା ପରେ…

ଆଜିଠୁ ବଢିବ ପାରଦ, ୪ ଦିନ ପାଇଁ ହିଟ୍‌ୱେବ ୱାର୍ଣ୍ଣିଂ

ଭୁବନେଶ୍ୱର: ସାରା ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଆସନ୍ତା ୪ ଦିନ ପାଇଁ ହିଟ୍‌ୱେବ ୱାର୍ଣ୍ଣିଂ ଦେଇଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର। ରାଜ୍ୟରେ ଆହୁରି କଲବଲ କରିବ ତାତି। ଆଜିଠୁ ବଢିବ ପାରଦ। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଦିନ…

ଏପ୍ରିଲ ପହିଲାରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

ଭୁବନେଶ୍ୱର: ଏପ୍ରିଲ ପହିଲାରୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ବି ହେବ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ…

ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ହୋଲି ସ୍ପେଶାଲ୍ ଟ୍ରେନ

ଭୁବନେଶ୍ୱର: ହୋଲି ପର୍ବ ସମୟରେ ବର୍ଦ୍ଧିତ ଯାତ୍ରୀ ଚାହିଦାକୁ ପୂରଣ କରିବା ପାଇଁ ପୂର୍ବତଟ ରେଳପଥ ପ୍ରମୁଖ ସ୍ଥାନଗୁଡ଼ିକୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଛି। ଏହି ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ଯାତ୍ରୀମାନଙ୍କ ପାଇଁ ଅତିରିକ୍ତ ଯାତ୍ରା ବିକଳ୍ପ ପ୍ରଦାନ କରିବ ଏବଂ ନିୟମିତ…