Latest Odisha News
Browsing Category

ଓଡିଶା

Odisha

ସାବାଡ୍ ହେଉଛନ୍ତି ବାଲି ମାଫିଆ, ଚାଲିଛି ଘନ ଘନ ରେଡ୍

ଭୁବନେଶ୍ବର: ସାବାଡ୍ ହେଉଛନ୍ତି ବାଲି ମାଫିଆ । ରାଜ୍ୟରେ ଚୋରା ବାଲି, ମୋରମ ଏବଂ ମାଙ୍କଡା ପଥର ମାଫିଆଙ୍କ ବିରୋଧରେ ଏବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଚାଲିଛି ଘନ ଘନ ରେଡ୍ । ରାଜ୍ୟ ତମାମ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ,…

‘ବନ୍ଦେ ଉତ୍କଳ ନୁହେଁ…ଗାଅ…ବନ୍ଦେ ଓଡିଶା ଜନନୀ’

ଭୁବନେଶ୍ବର: ‘କାହିଁକି ବନ୍ଦେ ଉତ୍କଳ ଜନନୀ ଗାଇବେ? ବନ୍ଦେ ଓଡିଶା ଜନନୀ ଗାଇଲେ ମୋର କିଛି ଆପତ୍ତି ନାହିଁ ।’ କିଛି ଏଭଳି କହି ଉତ୍କଳ ଏବଂ କୋଶଳ ଓ କଳିଙ୍ଗ ପ୍ରସଙ୍ଗ ଉଠାଇଥିବା ଜୟନାରାୟଣ ଏବେ ଏନେଇ ସ୍ପଷ୍ଟିକରଣ ଦେଇଛନ୍ତି । କହିଛନ୍ତି, ମୁଁ ବିଭାଜନ ନେଇ କୌଣସି କଥା କହିନାହିଁ । ମୁଁ…

ଗହୀରମଥାରେ ଅଲିଭ ରିଡଲେଙ୍କ ଗଣ ବସା, ରେକର୍ଡ ସଂଖ୍ୟକ ଅଣ୍ଡାଦାନ

ପଟ୍ଟାମୁଣ୍ଡାଇ: ଗହୀରମଥାରେ କଇଁଛଙ୍କ ରେକର୍ଡ ସଂଖ୍ୟକ ଅଣ୍ଡାଦାନ । ୬ ଲକ୍ଷ ୬୦ ହଜାର ଅଲିଭ ରିଡଲେ କଇଁଛ ଅଣ୍ଡାଦାନ କରିଛନ୍ତି । ଏବର୍ଷ ମାର୍ଚ୍ଚ ୫ରୁ ୧୦ ତାରିଖ ଯାଏ ୬.୬ ଲକ୍ଷ କଇଁଛ ଅଣ୍ଡାଦାନ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ।…

ରାଜ୍ୟରେ ବର୍ତ୍ତମାନ ମୋଟ ୮୫୫ ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ଅଛି: ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ବିଧାୟକ ମାନସ କୁମାର ଦତ୍ତ ପ୍ରଶ୍ନ କରିଥିଲେ ଯେ, ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଇବା କେତେଗୋଟି ଆମ୍ବୁଲାନ୍ସ ବର୍ତ୍ତମାନ କାର୍ଯ୍ୟକ୍ଷମ ଅଛି; କେତେଗୋଟି ନୂଆ ଆମ୍ବୁଲାନ୍ସ ଆଣିବାର ଯୋଜନା ରହିଛି ? ଯାହାର ଉତ୍ତର ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

୮ମାସରେ ୬ଟା ମୁଣ୍ଡ ନେଲାଣି ‘ମୋ ବସ୍’

ଭୁବନେଶ୍ବର: ଗତ ୮ ମାସ ଭିତରେ ୬ଟା ଜୀବନ ନେଲାଣି ‘ମୋ ବସ୍’ । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଜୁନ୍ ୨୦୨୪ ପରଠାରୁ ଭୁବନେଶ୍ୱର, କଟକ ଏବଂ ପୁରୀ ଅଞ୍ଚଳରେ 'ମୋ ବସ୍' ସହିତ ହୋଇଥିବା ୧୯ଟି ଦୁର୍ଘଟଣାରେ ମୋଟ ୬ ଜଣ ପ୍ରାଣ ହରାଇଛନ୍ତି…

ସୀମା ପୁନଃ ନିର୍ଦ୍ଧାରଣ ନେଇ ଡିଏମକେ ନେତାଙ୍କ ସମର୍ଥନରେ ନବୀନ

ଭୁବନେଶ୍ୱର: ଡିଏମକେର ବରିଷ୍ଠ ନେତା ଟିଆରବି ରାଜା ଏବଂ ଦୟାନିଧି ମାରନ ମଙ୍ଗଳବାର ଦିନ ଭୁବନେଶ୍ୱରରେ ବିଜେଡି ସଭାପତି ତଥା ଓଡ଼ିଶାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଡିଏମକେ ନେତାମାନେ ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ଚିନ୍ତା ପ୍ରକାଶ କରିବା ସହ…

ଏଣିକି ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମଞ୍ଜୁରୀ ପ୍ରଦାନ କରିପାରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ କ୍ଷମତାରେ ବୃଦ୍ଧି । ଏଣିକି ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମଞ୍ଜୁରୀ କରିପାରିବେ । ଆର୍ଥିକ କ୍ଷମତା ନିୟମ ୧୯୭୮ ଅନୁସାରେ ସଂଶୋଧନର ଏକ ଅଂଶ ଭାବରେ ଏହି ପରିବର୍ତ୍ତନ କରାଯାଇଛି । ଯାହା ଅନୁଯାୟୀ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବେ ସାମଗ୍ରୀ, ପରାମର୍ଶ ଏବଂ…

ଏମ୍ସ ନିକଟରେ ବୁଲୁଛି ଦନ୍ତା, ହାତୀକୁ ଘଉଡ଼ାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ

ଭୁବନେଶ୍ୱର: ରାଜଧାନୀରେ ହାତୀ ଉତ୍ପାତ। ଭୁବନେଶ୍ୱର ଏମ୍ସ ନିକଟ କାଜୁ ଜଙ୍ଗଲକୁ ପଳାଇ ଆସିଛି ଏକ ହାତୀ। ଏହାପରେ ସ୍ଥାନୀୟ ଲୋକଙ୍କ ଭିତରେ ଡର ବଢ଼ିଛି। ଏବେ ହାତୀକୁ ଘଉଡ଼ାଇ ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଖୋର୍ଦ୍ଧା ଅଞ୍ଚଳରୁ ଏହି ଦନ୍ତା ହାତୀ ପଳାଇ ଆସିଥିବା ଜଣା ପଡ଼ିଛି।…

‘ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ କଂଗ୍ରେସ ଓ ବିଜେଡି କ୍ଷମା ମାଗନ୍ତୁ’

ଭୁବନେଶ୍ବର: ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ କଂଗ୍ରେସ ଓ ବିଜେଡି କ୍ଷମା ପ୍ରାର୍ଥନା କରନ୍ତୁ । ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ ସରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ । ସେ କହିଛନ୍ତି ବିରୋଧୀଭାବେ କିପରି କାର୍ଯ୍ୟ କରାଯାଏ ତାହା ଶିଖି…