Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅମୃତ ଷ୍ଟେସନ ଯୋଜନା: ଓଡ଼ିଶାର କେନ୍ଦ୍ରୀୟ ଅଞ୍ଚଳରେ ପ୍ରମୁଖ ଷ୍ଟେସନର ନବୀକରଣ

ଭୁବନେଶ୍ଵର: କେନ୍ଦ୍ରୀୟ ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ପାଇଁ ଏକ ପରିବର୍ତ୍ତନଶୀଳ ପଦକ୍ଷେପ ସ୍ୱରୂପ, ଭାରତୀୟ ରେଳବାଇ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପ୍ରମୁଖ ଷ୍ଟେସନଗୁଡ଼ିକର ଏକ ବ୍ୟାପକ ପୁନଃବିକାଶ ଆରମ୍ଭ କରିଛି। ଲକ୍ଷ ଲକ୍ଷ ଲୋକଙ୍କ ଯାତ୍ରା ଅଭିଜ୍ଞତାକୁ ଉନ୍ନତ…

ଜିନ୍ଦଲ ଓ କୃଷକ ସଂଗଠନ ମଧ୍ୟରେ ଚୁକ୍ତି; ମିଳିବ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି

ଯୋଡ଼ା: ପାରିପାର୍ଶ୍ୱିକ ଅଞ୍ଚଳରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା ଓ ସଂସ୍କୃତିର ବିକାଶ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି) ପ୍ରତିଶ୍ରୁତିବଦ୍ଧ। ଏହି କ୍ରମରେ ପାରିପାର୍ଶ୍ୱିକ ଅଞ୍ଚଳରେ ରହୁଥିବା ଅତି କ୍ଷୁଦ୍ର ଚାଷୀଙ୍କ ବିକାଶ ପାଇଁ ଜିନ୍ଦଲ ଏଜୁକେସନ ଏଣ୍ଡ ଓ୍ୱେଲଫେୟାର…

ଆଉ କିଛି ଘଣ୍ଟାର ଅପେକ୍ଷା, ଓଡ଼ିଶାରେ ଲାଗୁ ହେବ ବଡ଼ ଯୋଜନା

ଭୁବନେଶ୍ୱର: ଆଉ କିଛି ଘଣ୍ଟାର ଅପେକ୍ଷା, ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା । କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହେବାକୁ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଲାଗି ସମସ୍ତ ପ୍ରସ୍ତୁତି ଶେଷ…

ଆଇଏଏସ କ୍ୟାଡରକୁ ପଦୋନ୍ନତି ପରେ ପ୍ରାଶାସନିକ ଅଧିକାରୀଙ୍କୁ ବିଭାଗ ବଣ୍ଟନ

ଭୁବନେଶ୍ବର: କେନ୍ଦ୍ର ଦ୍ୱାରା ସମ୍ପ୍ରତି ଆଇଏଏସ କ୍ୟାଡରକୁ ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କୁ ଓଡ଼ିଶା ସରକାର ନୂତନ କାର୍ଯ୍ୟ ଆବଣ୍ଟନ କରିଛନ୍ତି । ପଦୋନ୍ନତି ପାଇଥିବା କିଛି ଆଇଏଏସ୍ ଅଧିକାରୀଙ୍କୁ ସେମାନଙ୍କର ବର୍ତ୍ତମାନର ପୋଷ୍ଟିଂରେ ଜାରି ରଖିବାକୁ ଅନୁମତି ଦିଆଯାଇଛି । ସାଧାରଣ…

୪ର୍ଥ ଦିନ ସକାଳ ଅଧିବେଶନ: ସିଆରପିଏଫ୍, ସିଆଇଏସଏଫ୍, ବିଏସଏଫ୍, ମଣିପୁର ବିଜୟୀ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ଚତୁର୍ଥ ଦିନ ସକାଳ ସମୟରେ ୪ଟି ମ୍ୟାଚ ଖେଳାଯାଇଛି । ଗୁରୁବାର ପ୍ରଥମ ମ୍ୟାଚ୍ ସିଆଇଏସଏଫ ଓ ଏସଏସବି ଦଳ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ସିଆଇଏସଏଫ୍, ଏସଏସବି ଦଳକୁ ୩-୨ ଗୋଲ ବ୍ୟବଧାନରେ…

ଜମୁଛି ସାହିଯାତ, ଆଜି ସୀତା ଚୋରି ଲୀଳା….

ପୁରୀ: ପୁରୀରେ ଜମୁଛି ପାରମ୍ପରିକ ସାହିଯାତ । ପବିତ୍ର ରାମନବମୀ ତିଥିରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ସାହିଯାତ ଆଜି ପଞ୍ଚମ ଦିନରେ ପହଞ୍ଚିଛି । ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଯାତ ରାମାୟଣ କଥାବସ୍ତୁ ଉପରେ ଆଧାରିତ । ଏହା ଏକ ଭାଇଚାରାର ପ୍ରତୀକ ।…

କାହିଁକି ପୁଣି ପାଣ୍ଡିଆନଙ୍କ ପାଇଁ ବାହାରିଲେ ନବୀନ?

ଭୁବନେଶ୍ବର: କଥା କମ୍ କାମ ବେଶୀ । ରାଜନୀତିକୁ ଆସିବା ପରଠୁ ଏହା ହିଁ ପାଲଟିଛି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଟ୍ରେଡମାର୍କ ଷ୍ଟାଇଲ୍ । ଆଉ ସେଥିପାଇଁ ତାଙ୍କୁ ବିରୋଧୀ ବି ସେଭଳି ସମାଲୋଚନା କରିପାରନ୍ତିନି। ଅଳ୍ପ କୁହନ୍ତି, ସିଧା କୁହନ୍ତି, ପ୍ରସଙ୍ଗ ନେଇ ସଂକ୍ଷେପରେ କିନ୍ତୁ ଓଜନଦାର…

ଆଜି ମଧ୍ୟ ବେଆଇନ୍‌ କୋଇଲା ଖଣିରେ ଚଢ଼ାଉ ଜାରି

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଅଞ୍ଚଳରେ କୋଲ ୱାସେରି ଓ କୋଲ ଡିପୋ ଉପରେ ଆଜି ଦ୍ଵିତୀୟ ଦିନରେ ମଧ୍ୟ ଖଣି ବିଭାଗ ଉପନିର୍ଦ୍ଦେଶକଙ୍କ ଚଢ଼ଉ ଜାରି ରହିଛି । ପ୍ରଶାସନର ଘନ ଘନ ଚଢାଉରେ ଛତ୍ର ଭଙ୍ଗ ଦେଇଛନ୍ତି କୋଇଲା ମାଫିଆ । ଖଣି ନିର୍ଦ୍ଦେଶକଙ୍କ ରିପୋର୍ଟ ତଲବ ଓ ଜିଲ୍ଲାପାଳଙ୍କ…

ଆସନ୍ତାକାଲି ଶୁଭାରମ୍ଭ ହେବ ଆୟୁଷ୍ମାନ ଯୋଜନା: ବିଭିନ୍ନ ଜିଲ୍ଲା ପାଇଁ ମନ୍ତ୍ରୀଙ୍କୁ ଦିଆଗଲା ଦାୟିତ୍ବ

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ଆରମ୍ଭ ହେବ ଆୟୁଷ୍ମାନ ଯୋଜନା। ଏହାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଶୁଭାରମ୍ଭ କରିବେ। କଟକ ବାଲିଯାତ୍ରା ପଡିଆରେ ଏକ ବିଶାଳ ସମାବେଶରେ ଏହାର ଶୁଭାରମ୍ଭ ହେବ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିବେ। ସେହିପରି…

ରାଜ୍ୟରେ ୱାକଫ୍‌ ଝଡ: ‘ରହସ୍ୟମୟ’, କହିଲେ ଅମର ଶତପଥୀ

ଭୁବନେଶ୍ବର: ଆଇନରେ ପରିଣତ ହେବା ପରେ ବି ଥମିନି ଓ୍ବାକଫ୍ ଝଡ । କେନ୍ଦ୍ର, ରାଜ୍ୟ ସବୁଠି ଉଷ୍ମତା ଜାରି ରହିଛି । ରାଜ୍ୟରେ ତ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି ଓ୍ବାକଫ୍ ଆଇନ୍ । ଓ୍ବାକଫ୍ ଆଇନ ନେଇ ବିଜେଡିର ମତ, ଏବେ ରାଜ୍ୟ ରାଜନୀତିକୁ ଚଳଚଞ୍ଚଳ କରିଛି । ବିଜେପି, କଂଗ୍ରେସ, ଏମିତିକି ନିଜେ…