Latest Odisha News

BREAKING NEWS

Browsing Category

ଓଡିଶା

Odisha

Balangir Highway: ଅସୁରକ୍ଷିତ ବଲାଙ୍ଗୀର ରାଜପଥ, ୬ ବର୍ଷରେ ୧୦୩୮ଜଣଙ୍କ ମୃତ୍ୟୁ…

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ବିଗତ ୬ ବର୍ଷର ତଥ୍ୟକୁ ଦେଖିଲେ ଚଳିତ ବର୍ଷ ଜିଲ୍ଲାରେ ଏପର୍ଯ୍ୟନ୍ତର ସବୁଠୁ ଅଧିକ ଦୁର୍ଘଟଣା ଏବଂ ପ୍ରାଣହାନୀ ହୋଇଛି । ଏଥର ଜିଲ୍ଲାରେ ୩୬୨ଟି ମୃତ୍ୟୁ ଘଟିଥିବା ବେଳେ ୨୦୫ଜଣ ବିଭିନ୍ନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୋଟାମୋଟି ଭାବରେ ୬ବର୍ଷ ଭିତରେ…

ରାଜ୍ୟର ୪୭ଟି ଆଇଟିଆଇ ହେବ ସେଣ୍ଟର ଅଫ୍ ଏକ୍‌ସେଲେନସ, ୯ଟି ଆଇଟିଆଇରେ ହେବ AI ଲ୍ୟାବ୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଓଡିଶା ଦକ୍ଷତା ପ୍ରତିଯୋଗିତା ୨୦୨୫-୨୬ର ସମାପନୀ ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦକ୍ଷ ଓ ଯୁବ କୁଶଳୀ ଛାତ୍ରଛାତ୍ରୀ ମାନଙ୍କୁ କହିଛନ୍ତି ଯେ, ଓଡିଶାରେ ଏବେ ବ୍ୟାପକ ଶିଳ୍ପାୟନ ପ୍ରକ୍ରିୟା ଆରମ୍ଭ ହୋଇଛି ।…

ଲାଗୁ ହେବ ପିଏମ୍‌-ରାହତ ଯୋଜନା; ସଡ଼କ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ସରକାର ଦେବେ ଏତିକି ଟଙ୍କା…

ଭୁବନେଶ୍ବର: ଏଣିକି ସଡ଼କ ଦୁର୍ଘଟଣାରେ କେହି ଆହତ ହେଲେ ଆହତ ବ୍ୟକ୍ତିଙ୍କୁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଯୋଗାଇ ଦିଆଯିବ । ଘରୋଇ ଓ ସରକାରୀ ଡାକ୍ତରଖାନାରେ ତୁରନ୍ତ ଏହି ଚିକିତ୍ସା ଯୋଗାଇ ଦିଆଯିବ । ପିଏମ୍-ରାହତ ଯୋଜନାରେ ଏହି ସୁବିଧା ମିଳୁଥିବାବେଳେ ଖୁବ୍‌ଶୀଘ୍ର ଓଡ଼ିଶାରେ…

ବିମାନବନ୍ଦର କର୍ମଚାରୀଙ୍କ ଜୀବନ ବଞ୍ଚାଇଲେ ସିଆଇଏସଏଫ କର୍ମୀ, ସବୁଠି ପ୍ରଶଂସା

ଭୁବନେଶ୍ୱର: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA)ରେ ନିୟୋଜିତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ)ର କର୍ମଚାରୀ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଛନ୍ତି। ସୂଚନା ଅନୁଯାୟୀ, ILHBSS (ଇନ-ଲାଇନ୍ ହୋଲ୍ଡ ବ୍ୟାଗେଜ୍ ସ୍କ୍ରିନିଂ ସିଷ୍ଟମ)ର ଜଣେ…

PUCC ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ୍, ୧୫ ଦିନ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: PUCC ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ୍। ପ୍ରଦୂଷଣ ଯାଞ୍ଚ ନ କରି ଯାନବାହନ ଉପରେ ମନମୁଖୀ ଜୋରିମାନା ଲାଗୁକୁ ଚ୍ୟାଲେଞ୍ଜ କରି କୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା। ଯାହାକୁ ନେଇ ବର୍ତ୍ତମାନ ପରିବହନ ସଚିବ ଏବଂ ରାଜ୍ୟ ପରିବହନ ପ୍ରାଧିକରଣ (STA) ବିଭାଗକୁ ଓଡ଼ିଶା…

ଦିଗପହଣ୍ଡି ମର୍ମନ୍ତୁଦ ଦୁର୍ଘଟଣା, ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଜରଡାରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହିତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏହି ଦୁଇ ମୃତକଙ୍କ ପରିବାରକୁ…

ନିଶାସକ୍ତ ଗାଡ଼ି ଚାଳକଙ୍କ କାରନାମା; ଦ୍ରୁତ ଗତିରେ ଆସି ଚଢ଼ିଗଲେ…

ଭୁବନେଶ୍ୱର: ଭୁବନେଶ୍ୱରର ଜାଗମରା ଛକରେ ଗୁରୁବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ମଦ୍ୟପାନ କରି ଦ୍ରୁତଗତିରେ କାର ଚଳାଉଥିବା ସମୟରେ ଅନେକ ଗାଡ଼ିକୁ ଧକ୍କା ଦେଇଥିଲା।ଯାହାଫଳରେ ଚାରି ଜଣ ଗୁରୁତର ଆହତ ହୋଇଥିବା ରିପୋର୍ଟ ରୁ ଜଣାପଡିଛି। ଏହି ଦୁର୍ଘଟଣା ଘଟିବାର କିଛି ମିନିଟ୍ ମଧ୍ୟରେ…

ଜାନୁଆରୀରେ ମିଳିବ ୧୦ ଲକ୍ଷ ପକ୍କା ଘର: ମନ୍ତ୍ରୀ

ଭୁବନେଶ୍ୱର: ସୁଲଭ ଗୃହ ନିର୍ମାଣ ପାଇଁ ପ୍ରୋତ୍ସାହନ ସ୍ୱରୂପ ଓଡ଼ିଶା ସରକାର ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଅଧୀନରେ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ହସ୍ତାନ୍ତର କରିବେ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଶୁକ୍ରବାର ଦିନ କହିଛନ୍ତି।…

‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ନିୟମରେ ବଡ ପରିବର୍ତ୍ତନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ରେ ବଡ ପରିବର୍ତ୍ତନ କଲେ ରାଜ୍ୟ ସରକାର । ଏଥିରେ ଗ୍ରାମସଭାର ଭାଗୀଦାରି ବୃଦ୍ଧି କରାଯାଇଛି । ଏହି ଯୋଜନାରେ ନିର୍ମାଣ ହେଉଥିବା ପ୍ରକଳ୍ପରେ କୌଣସି ପ୍ରକାର କ୍ଷତିର ଭରଣା ସମ୍ପୃକ୍ତ ସଂସ୍ଥା କରିବ । ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ…

ଗଞ୍ଜାମ ପରେ ଏବେ ଏହି ଜିଲ୍ଲାରେ ଏକ ମାସ ଧରି ସକାଳୁଆ ସ୍କୁଲ ବନ୍ଦ…

ଭୁବନେଶ୍ୱର: ଜାଡରେ ଥରୁଛି ସମଗ୍ର ରାଜ୍ୟ । ଶୀତ ସାଙ୍ଗକୁ କୁହୁଡିରେ ଅସ୍ତବ୍ୟସ୍ତ ହୋଇପଡୁଛି ଜନ ଜୀବନ । ସକାଳ ୧୦ ପର୍ଯ୍ୟନ୍ତ ବି ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଭଦ୍ରକ ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲରେ ଶନିବାର ସକାଳ ଶ୍ରେଣୀ ପରିବର୍ତ୍ତେ ଦିନ…