Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିନା ଓଟିପି, ବିନା ଲିଙ୍କ୍‌ରେ ଖାଲି ହେଲା ଆକାଉଣ୍ଟ: ଫୋନ୍ ଉଠାଇବା ମାତ୍ରେ ଠକେଇର ଶିକାର ହେଲେ ଭୁବନେଶ୍ୱରର ଯୁବକ

ଭୁବନେଶ୍ୱର: ସାଇବର ଅପରାଧୀମାନେ ଏବେ ସାଧାରଣ ଲୋକଙ୍କୁ ଲୁଟିବା ପାଇଁ ନୂଆ ଏବଂ ଭୟଙ୍କର କୌଶଳ ଆପଣାଇଲେଣି। ପୂର୍ବରୁ କୌଣସି ଅଜଣା ଲିଙ୍କରେ କ୍ଲିକ୍ କଲେ ବା ନିଜର ଓଟିପି ସେୟାର କଲେ ବ୍ୟାଙ୍କ ଖାତା ଖାଲି ହେଉଥିଲା। ମାତ୍ର ଏବେ କେବଳ ଗୋଟିଏ ଅଜଣା ନମ୍ବରରୁ ଆସିଥିବା ଫୋନ୍ କଲ୍ ରିସିଭ୍…

ଲୋକସେବା ଭବନରୁ ଫାଇଲ୍ ଗାଏବ ଘଟଣା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର, ଖୁବଶୀଘ୍ର ପଦାକୁ ଆସିବ ସତ୍ୟ: ମୁଖ୍ୟମନ୍ତ୍ରୀ ମୋହନ…

ଭୁବନେଶ୍ୱର: ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ କେନ୍ଦ୍ର ଲୋକସେବା ଭବନ ତଥା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ହଜିବା କୌଣସି ସାଧାରଣ ତ୍ରୁଟି ନୁହେଁ, ବରଂ ଏହା ଏକ ବଡ଼ ଧରଣର ସୁପରିକଳ୍ପିତ ଷଡ଼ଯନ୍ତ୍ର। ତେବେ ଖୁବଶୀଘ୍ର ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହେବ…

ପୁଣି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି; ତପ୍ତପାଣିରେ କାହିଁକି ହେଉଛି ସ୍ୱତନ୍ତ୍ର ପ୍ରସ୍ତୁତି?

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଥରେ ନିଜ ଜନ୍ମମାଟି ଓଡ଼ିଶା ଗସ୍ତରେ ଆସୁଛନ୍ତି। ତିନି ଦିନିଆ ରାଜ୍ୟ ଗସ୍ତ କାଳରେ ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଥିବା ବେଳେ, ଅଗଷ୍ଟ ୪ ତାରିଖ ଦିନ ସେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଗସ୍ତ କରିବାର…

Brown Sugar Seized: ମା ’ପୁଅଙ୍କ ନିକଟରୁ ୪୬ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ଖୋର୍ଦ୍ଧା: ମାଆ ପୁଅଙ୍କ କଳା କାରନାମା । ବ୍ରାଉନ ସୁଗର ବେପାର କରଥିବାବେଳେ, ଧରିପକାଇଲା ଖୋର୍ଦ୍ଧା ଅବକାରୀ ବିଭାଗ । ସେମାନଙ୍କ ନିକଟରୁ ବିପୁଳ ପରିମାଣର ବ୍ରାଉନ ସୁଗର କରାଯାଇଥିବାବେଳେ, ଉଭୟଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଖୋର୍ଦ୍ଧା ନବିନାବାଗ ଅଞ୍ଚଳର ଲୋକନାଥ ପାଇକରାୟ ଏବଂ…

ରଥ ଅଛି, ହେଲେ ଦିଅଁ ନାହାନ୍ତି! ବରଗଡ଼ରେ ମଝି ରାସ୍ତାରୁ କିଏ କଲା ମହାପ୍ରଭୁଙ୍କୁ ଚୋରି?

ବରଗଡ଼: ପବିତ୍ର ବାହୁଡ଼ା ଯାତ୍ରା ବେଳେ ବରଗଡ଼ରେ ଏକ ଅଭାବନୀୟ ତଥା ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି। ହଜାର ହଜାର ଭକ୍ତଙ୍କ ଗହଣରେ ରଥଟଣା ଚାଲିଥିବା ବେଳେ ଖୋଦ୍ ରଥ ଉପରୁ ସାକ୍ଷାତ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଚୋରି ହୋଇଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ସମଗ୍ର ବରଗଡ଼ ସହରରେ…

ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଉପରେ ଗୁରୁତ୍ବ: ୧୫ ଅତିରିକ୍ତ ହସ୍ତଶିଳ୍ପ ପାଠ୍ୟକ୍ରମର ଦିଆଯିବ ପ୍ରଶିକ୍ଷଣ

ଭୁବନେଶ୍ୱର: ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନରେ ୧୫ ଅତିରିକ୍ତ ହସ୍ତଶିଳ୍ପ ପାଠ୍ୟକ୍ରମର ଦିଆଯିବ ପ୍ରଶିକ୍ଷଣ । ଏନେଇ ଆଜି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (SIDAC) ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ…

ବନ୍ୟା ବିପଦ ଟଳିଛି ନା ଆସୁଛି ନୂଆ ସଙ୍କଟ? ମନ୍ତ୍ରୀ ଦେଲେ ବଡ଼ ପ୍ରତିକ୍ରିୟା…

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ନଦୀରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ବର୍ତ୍ତମାନ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ତେବେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟକୁ ଅଧିକ ଜୋରଦାର କରାଯାଇଛି ବୋଲି…

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ୫ ଲକ୍ଷର…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷର ଇଣ୍ଡିଆନ୍ ଆଇଡଲ୍- ସିଜିନ୍ ୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ଆଜି ତାଙ୍କ ସରକାରୀ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ଏଥି ସହିତ ଜ୍ୟୋତିର୍ମୟୀଙ୍କ ଅସାଧାରଣ କୃତିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି…

ପ୍ରବଳ ବର୍ଷା ପାଇଁ ଯାଜପୁରରେ ସ୍କୁଲ ଛୁଟି

ଯାଜପୁର: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଯାଜପୁର ପ୍ରଶାସନ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ସମେତ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କ ଦ୍ୱାରା ଜାରି ଏକ ନିର୍ଦ୍ଦେଶ ଅନୁଯାୟୀ, ୨୮ ଜୁଲାଇ ଦିନ…

ମ୍ୟୁଟେସନ୍ ରିପୋର୍ଟ ପାଇଁ ଲାଞ୍ଚ ନେଉଥିଲେ, ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ କାରାଦଣ୍ଡାଦେଶ ଭୋଗିବେ ପୂର୍ବତନ ରାଜସ୍ବ…

ଢେଙ୍କାନାଳ: ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ରାଜସ୍ବ ନିରୀକ୍ଷକ । ଢେଙ୍କାନାଳର ପୂର୍ବତନ ରାଜସ୍ବ ନିରୀକ୍ଷକ ମାଳତୀ ଦେହୁରୀଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୨ ବର୍ଷ କାରାଦଣ୍ଡ ଓ ଜରିମାନାରେ ଦଣ୍ଡିତ କରିଛନ୍ତି । ମ୍ୟୁଟେସନ୍ ରିପୋର୍ଟ ପାଇଁ ସେ ଲାଞ୍ଚ ନେଉଥିବା…